ହରିଶ୍ଚନ୍ଦ୍ର ବକ୍ସିପାତ୍ର: ଓଡ଼ିଆ ରାଜନୀତିଜ୍ଞ

ହରିଶ୍ଚନ୍ଦ୍ର ବକ୍ସିପାତ୍ର (୧୯୩୩-୨୦୦୦) କୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରୁ ଦଶମ ବିଧାନ ସଭାର ସଭ୍ୟ ରୂପେ ୦୩ ମାର୍ଚ୍ଚ ୧୯୯୦ରୁ ୧୫ ମାର୍ଚ୍ଚ ୧୯୯୫ ପର୍ଯ୍ୟନ୍ତ ଓଡ଼ିଶା ବିଧାନ ସଭାରେ ପ୍ରତିନିଧିତ୍ୱ କରିଥିଲେ ।

ହରିଶ୍ଚନ୍ଦ୍ର ବକ୍ସିପାତ୍ର
ହରିଶ୍ଚନ୍ଦ୍ର ବକ୍ସିପାତ୍ର: ଓଡ଼ିଆ ରାଜନୀତିଜ୍ଞ
ଜନ୍ମ
ହରିଶ୍ଚନ୍ଦ୍ର ବକ୍ସିପାତ୍ର

(1933-11-17)୧୭ ନଭେମ୍ବର ୧୯୩୩
ମୃତ୍ୟୁ୨୭ ଅକ୍ଟୋବର ୨୦୦୦(2000-10-27) (ବୟସ ୬୬)
ପୁରୀ
ଜାତୀୟତାହରିଶ୍ଚନ୍ଦ୍ର ବକ୍ସିପାତ୍ର: ଓଡ଼ିଆ ରାଜନୀତିଜ୍ଞ ଭାରତୀୟ
ବୈବାହିକ-ସାଥୀବନଲତା ବକ୍ସିପାତ୍ର
ପିତାମାତା(s)ଗୋପିନାଥ ବକ୍ସିପାତ୍ର (ପିତା), ଶଶୀରେଖା ବକ୍ସିପାତ୍ର (ମାତା)

ଛାତ୍ର ଜୀବନ

ରାୟଗଡ଼ାରେ ଜନ୍ମିତ ବକ୍ସିପାତ୍ର ଛାତ୍ର ଜୀବନରେ ହିଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କାଳରେ ସେ ମଧ୍ୟ ମହାବିଦ୍ୟାଳୟର ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ସେ ଅଖିଳ ଭାରତୀୟ ଛାତ୍ର ପରିଷଦର ଓଡ଼ିଶା ଶାଖାର ମୁଖ୍ୟ ଭାବେ ମଧ୍ୟ କିଛିଦିନ କାର୍ଯ୍ୟଭାର ତୁଲାଇ ଥିଲେ ।

୧୯୭୩ରେ ଉତ୍କଳ କଂଗ୍ରେସ ଦଳରେ ଯୋଗ ଦେଇ ସେ ଜୟ ପ୍ରକାଶଙ୍କ ସହ ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

ରାଜନୈତିକ ଜୀବନ

ଓଡ଼ିଶା ଦଶମ ବିଧାନ ସଭାରେ ସେ ଶିଳ୍ପ ବିକାଶ ମନ୍ତ୍ରୀ ଭାବେ ତାଙ୍କ ଦାୟିତ୍ୱ ତୁଲାଇ ଥିଲେ । ଜଣେ ଦକ୍ଷ କର୍ମୀ ଓ ଟ୍ରେଡ ୟୁନିୟନ ନେତା ସାଙ୍ଗକୁ ଜଣେ ଲେଖକ ଏବଂ ରାଜନେତା ଭାବେ ସେ ବେଶ ଜଣାଶୁଣା । ତାଙ୍କର ଗୋଟିଏ ପୁଅ ଭୃଗୁ ବକ୍ସିପାତ୍ର ଭାରତୀୟ ଜନତା ପାର୍ଟି, ଓଡ଼ିଶା ଶାଖାର ସଂପାଦକ ଅଛନ୍ତି ଏବଂ ତିନିଝିଅ ମଧ୍ୟରୁ ଗୋଟିଏ ଝିଅ ଲୋପାମୁଦ୍ରା ବକ୍ସିପାତ୍ର ଓଡ଼ିଶା ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି । ସ୍ୱର୍ଗତ କୃଷ୍ଣଚନ୍ଦ୍ର ବକ୍ସିପାତ୍ର ହେଉଛନ୍ତି ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଜ୍ୟେଷ୍ଠ ଭାଇ ।

ତାଙ୍କ ସମ୍ମାନାର୍ଥେ ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମୃତି ସମିତି ତରଫରୁ ପ୍ରତିବର୍ଷ ବକ୍ତୃତାମାଳାର ଆୟୋଜନ କରାଯାଉଛି ।

ଆଧାର

Tags:

ଓଡ଼ିଶା ବିଧାନ ସଭାକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

🔥 Trending searches on Wiki ଓଡ଼ିଆ:

ରାମାୟଣ୨୦୨୨ ଫିଫା ବିଶ୍ୱକପ୍ରାଉରକେଲାଓଡ଼ିଆ ଭାଗବତହୃଷୀକେଶ ପଣ୍ଡାଉଦ୍‌ଜାନକାଳିନ୍ଦୀ ଚରଣ ପାଣିଗ୍ରାହୀମହାଭାରତଚନ୍ଦକା ହାତୀ ଅଭୟାରଣ୍ୟନଦୀଖ୍ରୀଷ୍ଟ ଧର୍ମମଇଗ୍ରେଗୋରି ପାଞ୍ଜିମାର୍ଚ୍ଚଜାପାନଶବ୍ଦ (ଧ୍ୱନି)ପ୍ରହ୍ଲାଦ ନାଟକକପିଳେନ୍ଦ୍ର ଦେବପ୍ଲୀହା୨୦୦୭କର୍କଟ ରୋଗ୧୪ ଅପ୍ରେଲଯମୁନାପଇସାକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଉଇକିକମନ୍ସରାଜ୍ୟଶୁକ୍ର୭ ଅପ୍ରେଲଶନିଭଟଲୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବେଣୁଧର ରାଉତwiki.phtmlଗୌତମ ବୁଦ୍ଧଭାରତୀୟ ଜନତା ପାର୍ଟିସୁଦାମ ମାରାଣ୍ଡିରାଧାରାଣୀ ପଣ୍ଡାମହେଶ ସାହୁବାଞ୍ଛାନିଧି ମହାନ୍ତିଔଷଧୀୟ ଗଛଲତାମାନଙ୍କର ତାଲିକାମନୋରଞ୍ଜନ ଦାସସୁଦର୍ଶନ ପଟ୍ଟନାୟକଟିଟିଲାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ୧ ଅପ୍ରେଲଚନ୍ଦ୍ରଶେଖର ରଥଯାଜପୁରବିଶ୍ୱ ଘରଚଟିଆ ଦିବସମହାଦେଶଭୁବନେଶ୍ୱର ବେହେରାଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବେଙ୍ଗବିଶ୍ୱଜିତ ଦାସଭୂଗୋଳଦ୍ରାଘିମାଚିନ୍ତାମଣି ବେହେରାଧାତୁମୋଗଲ ସାମ୍ରାଜ୍ୟଗୌରୀଶଙ୍କର ରାୟତିର୍ଥେଶ୍ୱର ଶିବ ମନ୍ଦିରରାୟଗଡ଼ା ରେଳ ଷ୍ଟେସନବ୍ରାହ୍ମଣକୁଞ୍ଜବିହାରୀ ତ୍ରିପାଠୀରବୀନ୍ଦ୍ରନାଥ ଠାକୁରଉଇକିକଥାବିଦ୍ୟୁତଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର🡆 More