ସ୍ୱିସ୍ ଫ୍ରାଙ୍କ୍

ସ୍ୱିସ୍ ଫ୍ରାଙ୍କ୍ (ଚିହ୍ନ: Fr.

ବା SFr. ବା FS, ISO 4217 କୋଡ଼: CHF)ହେଉଛି ସୁଇଜରଲ୍ୟାଣ୍ଡ ଓ ଲିଖଟେନଷ୍ଟାଇନର ଆଧିକାରିକ ମୁଦ୍ରା । ଇଟାଲୀର କାମ୍ପିଓନେ ଡି’ଇଟାଲିଆ ଅଞ୍ଚଳରେ ମଧ୍ୟ ଏହା ଅଧିକୃତ । ବ୍ୟାଙ୍କ ନୋଟ ଗୁଡ଼ିକ ସ୍ୱିସ୍ ଜାତୀୟ ବ୍ୟାଙ୍କ (SNB)ଦ୍ୱାରା ଓ ଧାତବ ମୁଦ୍ରା କେନ୍ଦ୍ରୀୟ ମୁଦ୍ରାଶାଳା "ସ୍ୱିସ୍‌ମିଣ୍ଟ"ଦ୍ୱାରା ପ୍ରଣୀତ ହୋ‍ଇଥାଏ ।

ସ୍ୱିସ୍ ଫ୍ରାଙ୍କ୍
Schweizer Franken (ଜର୍ମାନ)
franc suisse (French )
franco svizzero (Italian)
franc svizzer (Romansh)
ସ୍ୱିସ୍ ଫ୍ରାଙ୍କ୍ ସ୍ୱିସ୍ ଫ୍ରାଙ୍କ୍
BanknotesCoins
ISO 4217 କୋଡ଼CHF
କେନ୍ଦ୍ରୀୟ ବ୍ୟାଙ୍କ୍Swiss National Bank
 ୱେବସାଇଟ୍www.snb.ch
User(s)Switzerland Switzerland
Liechtenstein Liechtenstein
Italy Campione d'Italia, Italy
ମୁଦ୍ରାସ୍ଫୀତି-0.2% (2013)
 ଆଧାର(de) Statistik Schweiz
ବିଭାଜନ
 1/100ରାପ୍ପେନ (ଜର୍ମାନ)
ସେଣ୍ଟାଇମ୍ (French )
ସେଣ୍ଟେସିମୋ (Italian)
ରାପ୍(Romansh)
ଚିହ୍ନCHF, Fr., SFr. (old)
ବହୁବଚନଫ୍ରାଙ୍କେନ୍ (ଜର୍ମାନ)
ଫ୍ରାଙ୍କ୍ସ୍ (French )
ଫ୍ରାଙ୍କାଇ (Italian)
ଫ୍ରାଙ୍କ୍ସ୍ (Romansh)
 ରାପ୍ପେନ (ଜର୍ମାନ)
ସେଣ୍ଟାଇମ୍ (French )
ସେଣ୍ଟେସିମୋ (Italian)
ରାପ୍(Romansh)
ରାପ୍ପେନ୍ (ଜର୍ମାନ)
ସେଣ୍ଟାଇମ୍ସ (French )
ସେଣ୍ଟେସିମି (Italian)
ରାପ୍ସ୍ (Romansh)
ଧାତବ ମୁଦ୍ରା5, 10 ଓ 20 ସେଣ୍ଟାଇମ୍ସ, ½, 1, 2 ଓ 5 ଫ୍ରାଙ୍କ୍
ବ୍ୟାଙ୍କ୍ ନୋଟ10, 20, 50, 100, 200 ଓ 1,000 ଫ୍ରାଙ୍କ୍
ମୁଦ୍ରକOrell Füssli Arts Graphiques SA (Zürich)
ମୁଦ୍ରାଶାଳାସ୍ୱିସ୍‌ମିଣ୍ଟ
 ୱେବସାଇଟ୍http://www.swissmint.ch

ଏକ ଫ୍ରାଙ୍କ୍ ୧୦୦ ଭାଗରେ ବିଭକ୍ତ ଯାହାକୁ ଜର୍ମାନ୍‌ରେ ରାପ୍ପେନ୍ (Rp.), ଫରାସୀରେ ସେଣ୍ଟାଇମ୍ (c.),ଇଟାଲୀୟରେ ସେଣ୍ଟେସିମୋ (ct.) ଓ ରୋମାନ୍‌ଶରେ ରାପ୍ (rp.) କୁହାଯାଏ । ISO କୋଡ଼ CHF, କିନ୍ତୁ ପ୍ରାୟତଃ ବାଣିଜ୍ୟ, ବିଜ୍ଞାପନ ଆଦିରେ ସଂକ୍ଷେପରେ "Fr." ହିଁ ବ୍ୟବହୃତ ହୁଏ । CHFରେ CH ଅ ଅର୍ଥ Confoederatio Helvetica ।

ଯେହେତୁ ସୁଇଜରଲ୍ୟାଣ୍ଡରେ ଅନେକଗୁଡ଼ିଏ ଭାଷା ବ୍ୟବହୃତ ହୁଏ, ତେଣୁ ନିରପେକ୍ଷତା ଦୃଷ୍ଟିରୁ ମୁଦ୍ରାଗୁଡ଼ିକରେ ଲାଟିନ ଭାଷାରେ ଲେଖା ରହେ ।

ବାହାର ତଥ୍ୟ

Tags:

ସୁଇଜରଲ୍ୟାଣ୍ଡ

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ଇତିହାସଲଣ୍ଡନଯକୃତସ୍ୱାମୀ ବିବେକାନନ୍ଦୟୁରୋପଅକ୍ଷୟ ତୃତୀୟାହାଡ଼ଫୁଟିମିନତି ମିଶ୍ରଅମର ପ୍ରସାଦ ଶତପଥୀତାରାତାରିଣୀ ମନ୍ଦିରକଳିଙ୍ଗ ଯୁଦ୍ଧରମାକାନ୍ତ ରଥପଦ୍ମଚରଣ ପଟ୍ଟନାୟକ୧୫ ଫେବୃଆରୀଭାରତ ସରକାରମନୋରଞ୍ଜନ ଦାସରଜଜଗନ୍ନାଥରାଣୀ ଲକ୍ଷ୍ମୀବାଈତରୁଣକାନ୍ତି ମିଶ୍ରକାଞ୍ଚନ ଅୱସ୍ତିଚୈତ୍ର ମଙ୍ଗଳବାର ଓଷାଗାର୍ଗୀ ମହାନ୍ତିପ୍ରୀତି ପାଣିଗ୍ରାହୀତାଳଚେରଦୀନକୃଷ୍ଣ ଦାସରାଜ୍ୟ୧୨ ଫେବୃଆରୀଉଦୟନାଥ ଷଡ଼ଙ୍ଗୀପୁରୀ୬ ଫେବୃଆରୀବକ୍ସି ଜଗବନ୍ଧୁଜାପାନପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଡାଲିହରେକୃଷ୍ଣ ମହତାବବାଘଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି୧ ଅପ୍ରେଲଅର୍ଜୁନ ଗଛବୋବ୍ୱିଲିପ୍ରେମଶ୍ରୀକାନ୍ତ ସାହୁସାଇକେଲଚନ୍ଦ୍ରଗୁପ୍ତକାନାଡ଼ାସଚ୍ଚିଦାନନ୍ଦ ରାଉତରାୟବାରାକ ଓବାମାଚଉଷଠି ଯୋଗିନୀ ମନ୍ଦିର, ହୀରାପୁରଶ୍ରୀ ଅରବିନ୍ଦଆଜାଦ ହିନ୍ଦ୍ ଫୌଜଚୈତନ୍ୟଦଶାଶ୍ୱମେଧ ଘାଟଦ୍ୱିତୀୟ ବିଶ୍ୱଯୁଦ୍ଧବୈଷ୍ଣବ ଚରଣ ସାମଲଚନ୍ଦନ ଯାତ୍ରାକଙ୍କାଳମହାଦେଶପୁରୀ ଜିଲ୍ଲାଶାନ୍ତନୁ କୁମାର ଆଚାର୍ଯ୍ୟରାମଚନ୍ଦ୍ର ବେହେରାଯୋଗକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଜୋହାନ୍ ସେବାଷ୍ଟିଆନ୍ ବାକ୍ଅପରେଟିଙ୍ଗ ସିଷ୍ଟମଭୀମ ଭୋଇଭଗବତୀ ଚରଣ ପାଣିଗ୍ରାହୀଗୋପାଳ ଚନ୍ଦ୍ର ପ୍ରହରାଜ🡆 More