ସ୍କାରଲେଟ ଜ୍ୱର

ସ୍କାରଲେଟ ଜ୍ୱର (ଇଂରାଜୀ ଭାଷାରେ scarlet fever) ଏକ ପ୍ରକାର ଜୀବାଣୁ ଗ୍ରୁପ ଏ ସ୍ଟ୍ରେପ୍ଟୋକୋକାଲ ସଂକ୍ରମଣ ଫଳରେ ହୁଏ । ଏହାର ଲକ୍ଷଣ ଓ ଚିହ୍ନ- ଗଳା ପ୍ରଦାହ, ଜ୍ୱର, ମୁଣ୍ଡବଥା, ଲସିକା ଗ୍ରନ୍ଥି ଫୁଲା ଓ ଏକ ପ୍ରକାର ନିର୍ଦ୍ଦିଷ୍ଟ ରାସ୍ ଦେଖାଯାଏ । ଏହି ରାସ୍ ଲାଲ ରଙ୍ଗର ଓ ବାଲି କାଗଜ ଭଳି ହାତକୁ ଲାଗେ, ଜିଭ ଲାଲ ଓ ଅନିୟମିତ (ଖାଲଢିପ) ଦେଖାଯାଏ । ପାଞ୍ଚରୁ ପନ୍ଦର ବର୍ଷ ବୟସ୍କ ପିଲାଙ୍କୁ ଏହି ରୋଗ ଆକ୍ରମଣ କରେ ।

ସ୍କାରଲେଟ ଜ୍ୱର
ସ୍କାର୍ଲାଟିନା, ସ୍କାର୍ଲେଟିନା
ସ୍କାରଲେଟ ଜ୍ୱର
ସ୍କାରଲେଟ ଜ୍ୱରରେ ଦେଖାଯାଉଥିବା ସ୍ଟ୍ରବେରି ଜିଭ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିInfectious disease
ଆଇସିଡ଼ି-୧୦A38.
ଆଇସିଡ଼ି-୯-ସିଏମ୍034.1
ରୋଗ ଡାଟାବେସ29032
Patient UKସ୍କାରଲେଟ ଜ୍ୱର

ଗଳା ପ୍ରଦାହ ବା ସ୍ଟ୍ରେପ୍ଟୋକୋକାଲ ଚର୍ମ ସଂକ୍ରମଣ ହୋଇଥିବା ରୋଗୀଙ୍କ ମଧ୍ୟରୁ ଅଳ୍ପ କେତେକ ଲୋକଙ୍କୁ ସ୍କାରଲେଟ ଜ୍ୱର ହୁଏ । କାଶ ଓ ଛିଙ୍କଦ୍ୱାରା ଏହି ରୋଗ ବିସ୍ତର ଲାଭ କରେ । ଜୀବାଣୁ ଲାଗିଥିବା ବସ୍ତୁକୁ ଛୁଇଁଲେ ବା ରୋଗୀର ପାଟି ବା ନାକ‌କୁ ଛୁଇଁଲେ ଏହା ଡିଏଁ । କେତେକ ପ୍ରକାର ଜୀବାଣୁଦ୍ୱାରା ପ୍ରସ୍ତୁତ ଏରିଥ୍ରୋଜେନିକ ଟକ୍ସିନ ଯୋଗୁ ରାସ୍ ହୁଏ । ଜୀବାଣୁ କଲ୍‌ଚର୍‌ କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।

ଏହି ରୋଗ ନିମନ୍ତେ କୌଣସି ଟିକା ନାହିଁ । ବାରମ୍ବାର ହାତଧୁଆ, ବ୍ୟକ୍ତିଗତ ଜିନିଷ ନ ବାଣ୍ଟିବା ଓ ରୋଗୀଙ୍କଠାରୁ ଦୂରରେ ରହିବାଦ୍ୱାରା ଏହି ରୋଗକୁ ପ୍ରତିରୋଧ କରାଯାଏ । ଆଣ୍ଟିବାୟୋଟିକଦ୍ୱାରା ଏହି ରୋଗର ଚିକିତ୍ସାସାଧ୍ୟ ଓ ଜଟିଳ ହୁଏ ନାହିଁ । ସ୍କାରଲେଟ୍ ଜ୍ୱର ଚିକିତ୍ସାର ଫଳ ସ୍ୱାଭାବିକ ଭାବରେ ଭଲ ।ଏହି ରୋଗର ଦୀର୍ଘକାଳୀନ ଜଟିଳତାମାନଙ୍କ ନାମ- ବୃକ୍‌କ ରୋଗ, ରିଉମାଟିକ ହୃତ୍‌ପିଣ୍ଡ ରୋଗ ଓ ଆର୍ଥ୍ରାଇଟିସ । ବିଂଶ ଶତାବ୍ଦୀର ପ୍ରାରମ୍ଭରେ ପିଲାଙ୍କ ମୃତ୍ୟୁର ଏହା ମୂଖ୍ୟ କାରଣ ଥିଲା ।

ଆଧାର

Tags:

ଇଂରାଜୀ ଭାଷାଗଳା ପ୍ରଦାହଜ୍ୱରମୁଣ୍ଡବଥା

🔥 Trending searches on Wiki ଓଡ଼ିଆ:

ସଚିନ ତେନ୍ଦୁଲକରଏଲୋସରସପ୍ରମୁଖ ଅବସାଦ ବେମାରୀବିଛା (ରାଶି)ଚିନ୍ତାମଣି ବେହେରାସମାଜ ବିଜ୍ଞାନଲକ୍ଷ୍ମଣ ନାୟକଅରବିନ୍ଦ କେଜରିୱାଲଜୟ ଜଗନ୍ନାଥ୧୩ ମାର୍ଚ୍ଚବିଜୁ ପଟ୍ଟନାୟକପାଳୁଅ ଲଡୁଅଭିରାମ ପରମହଂସଆଜ୍‌ମାପାନସଂଯୁକ୍ତା ରାଉତଉଇକିଡାଟା୨୨ ନଭେମ୍ବରଭୀମ ପୃଷ୍ଟିକାଳିନ୍ଦୀ ଚରଣ ପାଣିଗ୍ରାହୀ୨ ନଭେମ୍ବରଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର୨୦୧୯ ନୂତନ କରୋନା ଭୂତାଣୁଗୋପୀନାଥ ମହାନ୍ତିକଟକ ଜିଲ୍ଲାନିତାଇ ପାଲିତଅଟଳ ବିହାରୀ ବାଜପେୟୀ୯୮୮ଓଡ଼ିଆ ରାମାୟଣଭୀମ ଭୋଇଦକ୍ଷିଣାୟନ ଯାତ୍ରାଭିକାରୀ ବଳମଧୁସୂଦନ ଦାସଭାରତୀୟ ଜାତୀୟ କଂଗ୍ରେସଚିଲିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କାର୍ତ୍ତିକ ପୂର୍ଣ୍ଣିମା୧୯୧୮ପୁରୀ (ଲୋକ ସଭା ନିର୍ବାଚନ ମଣ୍ଡଳୀ)କଣ୍ଡୋମବ୍ୟାଟେରୀମଣ୍ଡାଫାଲଗୁନହୋଲି୧୯୩୯ଶ୍ରୀ ଅରବିନ୍ଦଖଣ୍ଡାୟତଅଡ଼ିଅହମଦାବାଦଆପଲ ଇନକର୍ପୋରେଟେଡଦାମୋଦର ରାଉତଇଲନ ମସ୍କଭଦ୍ରକାଳୀମାୟାଧର ମାନସିଂହଗୁପଚୁପମାମୋଗ୍ରାଫିଛାନ୍ଦନକ୍ଷତ୍ରକମ୍ପ୍ୟୁଟରଭାରତୀୟ ମହିଳାରାଜକିଶୋର ରାୟତ୍ରିଲୋଚନେଶ୍ଵର ମନ୍ଦିରସୁନାମୁଦ୍ରା (ପୂଜା)ଉଚ୍ଚ ରକ୍ତଚାପଓଡ଼ିଆ କଥାଚିତ୍ର ଜଗତ🡆 More