ସୌଭାଗ୍ୟ କୁମାର ମିଶ୍ର: ଓଡ଼ିଆ କବି

ସୌଭାଗ୍ୟ କୁମାର ମିଶ୍ର (ଜନ୍ମ ୫ ସେପ୍ଟେମ୍ବର ୧୯୪୧) ବ୍ରହ୍ମପୁର, ଓଡ଼ିଶାରେ ଜନ୍ମିତ ଜଣେ କବି । ୧୯୫୫ ମସିହାରୁ ଲେଖି ଆସୁଥିବା, ସୌଭାଗ୍ୟ ମିଶ୍ର ୨୫ରୁ ଊର୍ଦ୍ଧ୍ୱ ପୁସ୍ତକ ରଚନା କରିସାରିଛନ୍ତି । ଇଂରାଜୀ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଓ ଡକ୍ଟରେଟ ଉପାଧି ହାସଲ କରିବା ପରେ କଲେଜରେ ଅଧ୍ୟାପନା ଅାରମ୍ଭ କରିଥିଲେ । ବିଜେବି କଲେଜ ଓ ରେଭେନ୍ସା ମହାବିଦ୍ୟାଳୟ ଆଦିରେ ଶିକ୍ଷାଦାନ କରିବା ପରେ, ୧୯୭୮ରୁ ୨୦୦୧ ଯାଏଁ ବହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଇଂରାଜୀ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ । ୧୯୮୬ ମସିହାରେ ତାଙ୍କ କବିତା ସଂକଳନ ଦ୍ୱା ସୁପର୍ଣ୍ଣା' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।

ସୌଭାଗ୍ୟ କୁମାର ମିଶ୍ର
ସୌଭାଗ୍ୟ କୁମାର ମିଶ୍ର: ରଚନାବଳୀ, ସମ୍ମାନ ଓ ପୁରସ୍କାର, ଟୀକା
ଭୁବନେଶ୍ୱରରେ ସୌଭାଗ୍ୟ କୁମାର ମିଶ୍ର ।
ଜନ୍ମ (1941-09-05) ୫ ସେପ୍ଟେମ୍ବର ୧୯୪୧ (ବୟସ ୮୨)
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର(ଇଂରାଜୀ), ପିଏଚଡି
ବୃତ୍ତିଅଧ୍ୟାପକ
ବୈବାହିକ-ସାଥୀମଞ୍ଜୁଳା ମିଶ୍ର
ପିତାମାତା(s)ଦାମୋଦର ମିଶ୍ର, ସାବିତ୍ରୀ ମିଶ୍ର
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ରଚନାବଳୀ

କବିତା ସଙ୍କଳନ

  • ଆତ୍ମନେପଦୀ (୧୯୬୫)
  • ମଧ୍ୟପଦଲୋପୀ (୧୯୭୦)
  • ନଈ ପହଁରା (୧୯୭୩)
  • ଅନ୍ଧ ମହୁମାଛି (୧୯୭୭)
  • ବଜ୍ରଯାନ (୧୯୮୧)
  • ଦ୍ୱା ସୁପର୍ଣ୍ଣା (୧୯୮୪)
  • ମଣିକର୍ଣ୍ଣିକା (୧୯୯୦)
  • ଅନ୍ୟତ୍ର (୧୯୯୪)
  • ଚରାଚର (୧୯୯୯)
  • ଉଜ୍ଜୟିନୀ (୨୦୦୫)
  • ମାତୃସ୍ପର୍ଶ (୨୦୦୯)
  • କାବ୍ୟ ସମ୍ଭାବର
  • ପୁନର୍ବସୁ

ଗଳ୍ପ ସଙ୍କଳନ

  • କଥା ଚାରିପଦ

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୮୬(ଦ୍ୱା ସୁପର୍ଣ୍ଣା ପାଇଁ)
  • ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୭୯ (ଅନ୍ଧ ମହୁମାଛି ପାଇଁ)
  • ସାହିତ୍ୟ ଭାରତୀ ସମ୍ମାନ, ୨୦୦୯ (ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ତରଫରୁ)
  • ରାଜ୍ୟପାଳଙ୍କ ସମ୍ମାନ ଫଳକ, ୧୯୯୩
  • ବିଷୁବ ପୁରସ୍କାର, ୨୦୧୦ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ସାରଳା ସମ୍ମାନ, ୨୦୧୭
  • ଗଙ୍ଗାଧର ଜାତୀୟ ସମ୍ମାନ, ୨୦୧୩
  • ସଚ୍ଚି ରାଉତରାୟ କବିତା ସମ୍ମାନ, ୨୦୦୬ (ଭୁବନେଶ୍ୱର ପୁସ୍ତକ ମେଳା)
  • ଆଇଓୱା ବିଶ୍ୱବିଦ୍ୟାଳୟଦ୍ୱାରା ସମ୍ମାନୀତ, ୧୯୮୩
  • ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଥମ ରାଇଟର-ଇନ୍-ରେସିଡେନ୍ସ, ୨୦୧୦-୧୧

ଟୀକା

Tags:

ସୌଭାଗ୍ୟ କୁମାର ମିଶ୍ର ରଚନାବଳୀସୌଭାଗ୍ୟ କୁମାର ମିଶ୍ର ସମ୍ମାନ ଓ ପୁରସ୍କାରସୌଭାଗ୍ୟ କୁମାର ମିଶ୍ର ଟୀକାସୌଭାଗ୍ୟ କୁମାର ମିଶ୍ରରେଭେନ୍ସା ମହାବିଦ୍ୟାଳୟ

🔥 Trending searches on Wiki ଓଡ଼ିଆ:

ଉଇକିଅଭିଧାନଭାଷାଇଲେକ୍ଟ୍ରୋନିକ କମର୍ସସୁରେନ୍ଦ୍ର ମହାନ୍ତିଭାରତୀୟ ମୁଦ୍ରାଲକ୍ଷ୍ମଣ ନାୟକଓଡ଼ିଆ କାବ୍ୟ କବିତାମଦର ଟେରେସାବୋବ୍ୱିଲିସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିନମିତା ଅଗ୍ରୱାଲରାସନ କାର୍ଡ଼ (ଭାରତ)ବୁନ୍ଦିଆ ଖିରିଯୌନ ସମ୍ଭୋଗ୧୨ ସେପ୍ଟେମ୍ବରଲୋକ ସଭାକଳାପାହାଡ଼ଆଇଜାକ ନିଉଟନଅଟିଜିମ୍‌ଉଇକିମିଡ଼ିଆ ଫାଉଣ୍ଡେସନଜଗନ୍ନାଥଙ୍କ ବେଶପୂର୍ଣ୍ଣାନନ୍ଦ ଦାନୀଆଲେକ୍‌ଜାଣ୍ଡର୍ ମହାନଦ୍ୱିତୀୟ ବିଶ୍ୱଯୁଦ୍ଧସୋରିଷଲବଙ୍ଗସ୍ୱାମୀ ବିବେକାନନ୍ଦଗଜଲଉତ୍କଳ ସମ୍ମିଳନୀଅଣସରପଟ୍ଟଚିତ୍ରଅଲାରନାଥ ମନ୍ଦିରମାଟିର ମଣିଷ (ଉପନ୍ୟାସ)ଓଡ଼ିଶା ସରକାରବର୍ଷା ପ୍ରିୟଦର୍ଶିନୀଆପେଣ୍ଡିସାଇଟିସଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟସବ୍ୟସାଚୀ ମିଶ୍ରରବୀନ୍ଦ୍ରନାଥ ଠାକୁରଭଗବତ ଗୀତାଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଭାରତୀୟ ସମ୍ବିଧାନବିରିବିଧାନ ସଭା ସଭ୍ୟସମ୍ବଲପୁର ଜିଲ୍ଲାବୈକୁଣ୍ଠନାଥ ପଟ୍ଟନାୟକଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରସଞ୍ଜୁ ଆଉ ସଞ୍ଜନା୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଯକୃତ୪ ଅପ୍ରେଲବନ୍ଦେ ମାତରମମନୋରଞ୍ଜନ ଦାସସଜନାମେସିନ ଟ୍ରାନ୍ସଲେସନଚନ୍ଦ୍ରଶେଖର ରଥଗଣନ ସଂଖ୍ୟାରାସାୟନିକ ମୌଳିକକେନ୍ଦୁଝର ଗଡ଼ଜାତ ରାଜ୍ୟରାଜେନ୍ଦ୍ର କିଶୋର ପଣ୍ଡାଓଡ଼ିଆ ସାହିତ୍ୟର ଇତିହାସଗୋପାଳ ଛୋଟରାୟ୧ ଫେବୃଆରୀତପସ୍ୱିନୀଦଶାଶ୍ୱମେଧ ଘାଟଗ୍ରହମୃଣାଳ ସେନ🡆 More