ସେରଗଡ଼, ବାଲେଶ୍ୱର

ସେରଗଡ଼ ଓଡ଼ିଶାର ବାଲେଶ୍ୱର ଜିଲାର ରେମୁଣା ବ୍ଲକ ଅନ୍ତର୍ଗତ ଖନ୍ତାପଡ଼ା ଥାନା ଅଧୀନରେ ଥିବା ଏକ ଗାଆଁ |

ସେରଗଡ଼

ଶେରଗଡ଼

—  ଗାଆଁ  —
ସେରଗଡ଼, ବାଲେଶ୍ୱର
ସେରଗଡ଼, ବାଲେଶ୍ୱର
ସେରଗଡ଼, ବାଲେଶ୍ୱର
ସେରଗଡ଼
ସେରଗଡ଼ର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 21°26′11″N 86°50′37″E / 21.436378°N 86.84353°E / 21.436378; 86.84353
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ବାଲେଶ୍ୱର ଜିଲା
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
କୋଡ଼
  • ପିନକୋଡ଼ • ୭୫୬୦୬୦
    • ଟେଲିଫୋନ • +୦୬୭୮୨
    • ଗାଡ଼ି • OR/01

ଏହା ଜଗନ୍ନାଥ ସଡ଼କ ବା ଜାତୀୟ ରାଜପଥ ୫ ନିକଟରେ ଅବସ୍ଥିତ । ଏହା ବାଲେଶ୍ୱର ଓ ନୀଳଗିରିର ଏକ ସଂଯୋଗ ପଥ । ବାଲେଶ୍ୱରଠାରୁ ଏହାର ଦୂରତା ୧୧ କି.ମି. ଓ ନୀଳଗିରିଠାରୁ ୮ କି.ମି.

ବିଶେଷତ୍ୱ

ସେରଗଡ଼ ବାଲେଶ୍ୱର ଜିଲାର ଏକ ବେପାର ବଣିଜର ମାଧ୍ୟମ ଭାବରେ କାମ କରିଥାଏ । ଯୋଗାଯୋଗର ସୁବିଧା ହେତୁ ଏହା ସୋର, ନୀଳଗିରି, ଉଦଳା ଆଦି ସହରକୁ ବାଲେଶ୍ୱର ସହିତ ଯୋଡ଼ିଥାଏ । ଏଠାରେ ପରିବହନର ଭଲ ସୁବିଧା ଥିବାରୁ ନାନାଦି କଳକାରଖାନା ଗଢ଼ିଉଠିଛି ।

ଶିକ୍ଷା

ସ୍କୁଲ

ଏହାର ଅନତି ଦୂରରେ ସାନ୍ତାଠାରେ ଗୋଟିଏ ଓ ବରୁଣସିଂଠାରେ ଗୋଟିଏ ହାଇସ୍କୁଲ ଅଛି । ତାହାଛଡ଼ା ସେରଗଡ଼ ପ୍ରାଥମିକ ଓ ମ.ଇ. ବିଦ୍ୟାଳୟ ଓ ସରସ୍ୱତୀ ଶିଶୁ ମନ୍ଦିର ମଧ୍ୟ ଅଛି ।

କଲେଜ

  • ବରୁଣ ସିଂଠାରେ ଏକ କଲେଜ ଅଛି ।
  • ବାଲେଶ୍ୱର କଲେଜ ଅଫ ଇଞ୍ଜିନିଅରିଙ୍ଗ ଆଣ୍ଡ ଟେକନୋଲୋଜି

ଅନ୍ୟାନ୍ୟ

ଜୈବ ପ୍ରଯୁକ୍ତି

ଜନବିକାଶ, ସ୍ୱୟଂସେବକ ଗୋଷ୍ଠୀ

  • ନାରୀ ଓ ଶିଶୁ କଲ୍ୟାଣ ସମିତି, ସେରଗଡ଼

ବ୍ୟାଙ୍କ

ଡାକ୍ତରଖାନା

  • ସେରଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର

ପର୍ଯ୍ୟଟନ

ଏହି ଗାଆଁଠାରୁ ଅଳ୍ପ ଦୂରରେ ବାବା ଖଜୁରେଶ୍ୱର ମହାଦେବ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ଜାକଜମକରେ ଜାଗର ମେଳା ଅନୁଷ୍ଠିତ ହୋଇଥାଏ ।

ଆହୁରି ଦେଖନ୍ତୁ

Tags:

ସେରଗଡ଼, ବାଲେଶ୍ୱର ବିଶେଷତ୍ୱସେରଗଡ଼, ବାଲେଶ୍ୱର ଶିକ୍ଷାସେରଗଡ଼, ବାଲେଶ୍ୱର ଅନ୍ୟାନ୍ୟସେରଗଡ଼, ବାଲେଶ୍ୱର ପର୍ଯ୍ୟଟନସେରଗଡ଼, ବାଲେଶ୍ୱର ଆହୁରି ଦେଖନ୍ତୁସେରଗଡ଼, ବାଲେଶ୍ୱରଓଡ଼ିଶାରେମୁଣା

🔥 Trending searches on Wiki ଓଡ଼ିଆ:

ସୀତା ବିବାହରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେବୀଣାପାଣି ମହାନ୍ତିଆଲ୍‌କା ୟାଗ୍ନିକ୍‌ଇଂରାଜୀ ଭାଷାରୋହିଦାସ ସିଂ ନାଗହନୁମାନ ଚାଳିଶାସତ୍ୟବାଦୀ ବନ ବିଦ୍ୟାଳୟକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବାଣକୁମାର ପୂର୍ଣ୍ଣିମାପଖାଳବାଘଶ୍ରୀଜଙ୍ଗଋଷିଆବନ୍ଦେ ଉତ୍କଳ ଜନନୀଚାରି ଧାମସର୍ବପଲ୍ଲୀ ରାଧାକୃଷ୍ଣନଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଜ୍ୟ ସଭାବରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅମୃତାୟନଜୟୀରାମ ସାମଲଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କ୍ଷୀରନାରୀବାଦମନୋଜ ଦାସଙ୍କ କଥା ଓ କାହାଣୀଗରୁଡ଼ଚୈତ୍ର ପୂର୍ଣ୍ଣିମାଅବସରଓଡ଼ିଶାର ଇତିହାସବେଲସାରଳା ଦାସଜଗନମୋହ‌ନ ଲାଲଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସମୃତ୍ୟୁଞ୍ଜୟ ରଥଯୌଥ ପରିବାରଜଗନ୍ନାଥ ପ୍ରସାଦ ଦାସଜୟ ଜଗନ୍ନାଥଅଂଶୁଘାତଅର୍ଥଶାସ୍ତ୍ରରାମଶଙ୍କର ରାୟହାଡ଼ି ଦାସଗୋଦାବରୀଶ ମିଶ୍ରଚିକିତ୍ସା ବିଜ୍ଞାନଭୁବନେଶ୍ୱରକୁନ୍ଦୁଲି ଗଣଦୁଷ୍କର୍ମ ମାମଲାଚନ୍ଦ୍ରଶେଖର ରଥଭାରତୀୟ ଜନତା ପାର୍ଟିଉଇଲିୟମ୍ ହେନେରୀ ପର୍କିନଫେସବୁକରବିବାରଶବ୍ଦ (ପଦ)ପୃଥ୍ୱୀ (କ୍ଷେପଣାସ୍ତ୍ର)ଡିଡାନୋସିନଗୁଣ୍ଡିଚା ମନ୍ଦିରରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗପଞ୍ଚସଖାଓଡ଼ିଆ କଥାଚିତ୍ର ଜଗତସୁଦଶା ବ୍ରତସଂଗୀତସମ୍ବଲପୁର ଜିଲ୍ଲାମହାଭାରତପଣା ସଂକ୍ରାନ୍ତିପଦାର୍ଥରେବତୀ (କ୍ଷୁଦ୍ରଗଳ୍ପ)ଲାଟିନ ଭାଷାଜୟା ଶର୍ମା (କାର୍ଯ୍ୟକର୍ତ୍ତା)ଇନ୍‌ଫ୍ଲୁଏଞ୍ଜାଜୈନ ଧର୍ମପଶ୍ଚିମ ଓଡ଼ିଶାକୁନ୍ତଳା କୁମାରୀ ସାବତ🡆 More