ସୂର୍ଯ୍ୟମଣି ବେହେରା

ସୂର୍ଯ୍ୟମଣି ବେହେରା ଜଣେ ଭାରତୀୟ ଅବସରପ୍ରାପ୍ତ ପ୍ରଫେସର ତଥା ଲୋକପ୍ରିୟ ବିଜ୍ଞାନ ଲେଖକ । ସେ ଓଡ଼ିଶାରେ ଜନ୍ମିତ ଓ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ୪୨ଖଣ୍ଡ ପୁସ୍ତକ ରଚନା କରିଛନ୍ତି । ତାଙ୍କର କିଛି ଜଣାଶୁଣା ପୁସ୍ତକ ହେଲା ବିଜ୍ଞାନରୁ ଜ୍ଞାନ, ଯନ୍ତ୍ର କରୁଛି ମନ୍ତ୍ର, ବିଜ୍ଞାନ ସାହିତ୍ୟ ଦର୍ପଣ ଓ ବିଜ୍ଞାନ ମେଳା । ସେ ଔଷଧୀୟ ଉଦ୍ଭିଦ ଚାଷ ଉପରେ ମଧ୍ୟ ପୁସ୍ତକ ରଚନା କରିଛନ୍ତି । ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସଂରକ୍ଷଣ ଉପରେ ତାଙ୍କର ପ୍ରବନ୍ଧଗୁଡ଼ିକ କୁଟୀର ଶିଳ୍ପ ପାଇଁ ବ୍ୟବହାର ହେଉଛି । ସେ ଲୋକପ୍ରିୟ ବିଜ୍ଞାନ ମଞ୍ଚ ନାମକ ଏକ ସଂଗଠନ ପ୍ରତିଷ୍ଠା କରି ତାହା ମାଧ୍ୟମରେ ୨୦୦୨ରୁ ବିଦ୍ୟାଳୟ, ମହାବିଦ୍ୟାଳୟ, ସେଚ୍ଛାସେବୀ ଅନୁଷ୍ଠାନ, ଲେଖକ ଏବଂ ସାମ୍ବାଦିକମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଛପା ମିଡ଼ିଆ ମାଧ୍ୟମରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାକୁ ଲୋକପ୍ରିୟ କରିବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ ୨୦୧୯ ଜାତୀୟ ପୁରସ୍କାର ପାଇଥିଲେ । ଏହା ତାଙ୍କୁ ୨୦୨୦ ମସିହାରେ ଭାରତର ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଦ୍ୱାରା ପ୍ରଦାନ କରାଯାଇଥିଲା । ବିଜ୍ଞାନାଗାରକୁ ଜ୍ଞାନ ବିତରଣ ପାଇଁ ବ୍ୟବହାର କରିବା ଓ ବିଜ୍ଞାନ ପ୍ରଭାବରେ ଜନସାଧାରଣଙ୍କୁ ଅଧିକ ଉପାର୍ଜନକ୍ଷମ କରାଇବା ତାଙ୍କ ଗବେଷଣାର ମୂଳ ଲକ୍ଷ୍ୟ । ବିଜ୍ଞାନ ସାହିତ୍ୟ ରଚନା ନିମନ୍ତେ ତାଙ୍କୁ ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର, ପୁସ୍ତକ ମେଳା ପୁରସ୍କାର, ଉତ୍କଳ ସାହିତ୍ୟ ସମାଜ, କଟକଦ୍ୱାରା ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସାହିତ୍ୟ ସମ୍ମାନ ମିଳିଛି ।

ସୂର୍ଯ୍ୟମଣି ବେହେରା
Born
ସୂର୍ଯ୍ୟମଣି ବେହେରା
Nationalityଭାରତୀୟ
Occupationଅବସରପ୍ରାପ୍ତ ପ୍ରଫେସର ଓ ଲୋକପ୍ରିୟ ବିଜ୍ଞାନ ଲେଖକ
Academic work
Notable works'ବିଜ୍ଞାନରୁ ଜ୍ଞାନ, ଯନ୍ତ୍ର କରୁଛି ମନ୍ତ୍ର, ବିଜ୍ଞାନ ସାହିତ୍ୟ ଦର୍ପଣ, ବିଜ୍ଞାନ ମେଳା

ସମ୍ମାନ ଓ ପୁରସ୍କାର

  • ୨୦୧୯ ଜାତୀୟ ଜନପ୍ରିୟ ବିଜ୍ଞାନ ସାହିତ୍ୟ ରଚନା ପୁରସ୍କାର (ଛପା ମିଡ଼ିଆ ମାଧ୍ୟମରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାକୁ ଲୋକପ୍ରିୟ, ୨୦୨୦ ମସିହାରେ ପ୍ରଦତ୍ତ)
  • ଅନନ୍ତ ପଟ୍ଟନାୟକ ଶିଶୁ ସାହିତ୍ୟ ସମ୍ମାନ - ୨୦୨୦

ଆଧାର

Tags:

ଇଂରାଜୀ ଭାଷାଉତ୍କଳ ସାହିତ୍ୟ ସମାଜଓଡ଼ିଆ ଭାଷାଭାରତ

🔥 Trending searches on Wiki ଓଡ଼ିଆ:

ନିତ୍ୟାନନ୍ଦ ମହାପାତ୍ରଶାରଳା ପୁରସ୍କାରଘରଇଂରାଜୀ ଭାଷାଭିକାରୀ ବଳଶଙ୍ଖଟୋକିଓଚୀନଅଭିଗମ୍ୟତାଉଟିମାନସିକ ରୋଗପକ୍ଷମହାଦେଶକାଳୀଚରଣ ପଟ୍ଟନାୟକଲକ୍ଷ୍ମୀକାନ୍ତ ମହାପାତ୍ରଆଣ୍ଟିଅକ୍ସିଡାଣ୍ଟମାଣବସା ଗୁରୁବାରଗଣେଶଗଜଲଫ୍ରାଙ୍କଲିନ ଡି ରୁଜଭେଲଟଓଡ଼ିଆ ରାମାୟଣ୨୦ ମାର୍ଚ୍ଚଓଡ଼ିଶାମଧୁସୂଦନ ରାଓରାଶି ଓ ନକ୍ଷତ୍ରଓଡ଼ିଶାର ଲୋକନୃତ୍ୟରାଧାଯୀଶୁହସ୍ତମୈଥୁନକାର୍ତ୍ତିକ ପୂର୍ଣ୍ଣିମାଜୀବନାନନ୍ଦ ପାଣିଆଟୋପିକ ଡର୍ମାଟାଇଟିସଜାଫିର୍ଲୁକାଷ୍ଟଗୁପଚୁପକଳ୍କୀ (ଓଡ଼ିଆ କଥାଚିତ୍ର)ଆଜ୍‌ମାଶାମ୍ବ ଦଶମୀପିତ୍ତ ନଳୀ କର୍କଟଭାରତୀୟ ଇତିହାସ (୧୯୪୭-ବର୍ତ୍ତମାନ)ରୁଦ୍ର ପାଣିଗ୍ରାହୀଯୌନ ସମ୍ଭୋଗମେନିଞ୍ଜାଇଟିସ୍ଗୋଦାବରୀଶ ମହାପାତ୍ରସେରେବ୍ରାଲ ଭେନସ ସାଇନସ ଥ୍ରୋମ୍ବୋସିସଉଇକିପିଡ଼ିଆ ସମୂହର ତାଲିକାବିଷ୍ଣୁଚଇତି ଘୋଡ଼ା ନାଚମିହିର ଦାସପାଳୁଅ ଲଡୁଚିନ୍ତାମଣି ବେହେରାଯାଯାବର (୧୯୭୫ର କଥାଚିତ୍ର)ଜ୍ଞାନପୀଠ ପୁରସ୍କାରଛ ମାଣ ଆଠ ଗୁଣ୍ଠପଦ୍ମଜ ପାଳଅପ୍ରେଲନାଗ ପଞ୍ଚମୀବୁଧ୧୫୩୩ଦେବୀପ୍ରସନ୍ନ ପଟ୍ଟନାୟକଭୂଖାସୁନାପୃଥିବୀ🡆 More