ସୂର୍ଯ୍ୟନାରାୟଣ ଦାଶ

ପଣ୍ଡିତ ସୂର୍ଯନାରାୟଣ ଦାଶ (୧ ଜୁଲାଇ ୧୯୦୮ - ୧୧ ଜୁଲାଇ ୧୯୮୨) ଜଣେ ସାମ୍ବାଦିକ, ଐତିହାସିକ, ଗବେଷକ ଓ ଲେଖକ ଅଟନ୍ତି । ୧୯୦୮ ମସିହାରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଦଶରଥପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତା ବାଲୁକେଶ୍ୱର ଦାଶ ଓ ମାତା କ୍ଷିତି ଦେବୀ ।

ସୂର୍ଯ୍ୟନାରାୟଣ ଦାଶ
ଜନ୍ମ ଓ ଜନ୍ମସ୍ଥାନ(1908-07-01)୧ ଜୁଲାଇ ୧୯୦୮
ଦଶରଥପୁର, ଗଞ୍ଜାମ ଜିଲ୍ଲା, ଓଡ଼ିଶା
ମୃତ୍ୟୁ୧୧ ଜୁଲାଇ ୧୯୮୨(1982-07-11) (ବୟସ ୭୪)
ବୃତ୍ତିସାମ୍ବାଦିକ, ଐତିହାସିକ, ଗବେଷକ, ଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ଓଡ଼ିଆ)
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତିଓଡ଼ିଆ ସାହିତ୍ୟର ଇତିହାସ
ପୁରସ୍କାରକେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର

ଶିକ୍ଷା

ସୂର୍ଯ୍ୟନାରାୟଣ ୧୯୪୬-୪୭ରେ ଘରୋଇ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ସେ ୟୁନାଇଟେଡ଼ ପ୍ରେସ ଅଫ ଇଣ୍ଡିଆର ସ୍ୱତନ୍ତ୍ର ପ୍ରତିନିଧି ଭାବେ ୧୯୩୧ରୁ ୧୯୪୪ ଯାଏଁ କାମ କରିଥିଲେ । ସେ ଉତ୍କଳ ଜର୍ଣ୍ଣାଲିଷ୍ଟ ଆସୋସିଏସନର ପ୍ରତିଷ୍ଠାତା ଓ ୧୯୪୫ରୁ ୧୯୬୫ ପର୍ଯ୍ୟନ୍ତ ଏହାର ସଭାପତି ଦାୟିତ୍ୱ ତୁଲାଇଥିଲେ ।

ରଚନାବଳୀ

  • ଉତ୍କଳମଣି ଗୋପବନ୍ଧୁ (୧୯୭୬)
  • ଦେଶପ୍ରାଣ ମଧୁସୂଦନ (୧୯୭୧)
  • ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ତତ୍ତ୍ୱ (୧୯୬୬)
  • ଓଡ଼ିଆ ସାହିତ୍ୟର ଇତିହାସ, (୪ଟି ଭାଗରେ ପ୍ରକାଶିତ- ୧୯୬୩, ୧୯୬୫ ଓ ୧୯୬୬)
  • ଓଡ଼ିଆ ସାହିତ୍ୟର ପରିଚୟ
  • ଶ୍ରୀ ଜଗନ୍ନାଥ ମନ୍ଦିର, (୧୯୬୬)
  • ପାଇକ ବିଦ୍ରୋହ
  • ଉନବିଂଶ ଶତାବ୍ଦୀର ଓଡ଼ିଶା, ୧୯୬୯
  • ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ଇତିହାସ
  • କବିବର ରାଧାନାଥ ଓ ତାଙ୍କ ସାହିତ୍ୟ
  • ଓଡ଼ିଶାରେ ସିପାହୀ ବିଦ୍ରୋହର ଝଲକ
  • ରାଜା ରାମମୋହନ ରାୟ
  • ଶ୍ରୀ ରାମାନୁଜ ଚରିତ
  • ଶ୍ରୀ ନିମ୍ବାର୍କ
  • The Temple of Jagannath
  • The History of Greater Orissa

ପୁରସ୍କାର ଓ ସମ୍ମାନ

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ମୂଳ ରଚନା), ୧୯୬୭-ଓଡ଼ିଆ ସାହିତ୍ୟର ଇତିହାସ ବହି ନିମନ୍ତେ
  • ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା, ୧୯୭୮

ଆଧାର

Tags:

ସୂର୍ଯ୍ୟନାରାୟଣ ଦାଶ ଶିକ୍ଷାସୂର୍ଯ୍ୟନାରାୟଣ ଦାଶ ରଚନାବଳୀସୂର୍ଯ୍ୟନାରାୟଣ ଦାଶ ପୁରସ୍କାର ଓ ସମ୍ମାନସୂର୍ଯ୍ୟନାରାୟଣ ଦାଶ ଆଧାରସୂର୍ଯ୍ୟନାରାୟଣ ଦାଶଗଞ୍ଜାମ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଶ୍ୱନାଥ କରମ୍ୟୁଚୁଆଲ ଫଣ୍ଡପାଲାନବମୀଦି ଟେଷ୍ଟ ଅଫ ମାଇ ଲାଇଫଚନ୍ଦ୍ରଗୁପ୍ତଜବାହରଲାଲ ନେହେରୁସୁଧାକର ନନ୍ଦସୁନ୍ଦରଗଡ଼କିଶୋରଚନ୍ଦ୍ରାନନ୍ଦ ଚମ୍ପୂଗୋପାଳ ଚନ୍ଦ୍ର ପ୍ରହରାଜଆଦିଶଙ୍କରସିକ୍ଲ ସେଲ୍ ରୋଗହୃଷୀକେଶ ପଣ୍ଡାଇରା ମହାନ୍ତିରାମ ନବମୀପବିତ୍ର ମୋହନ ଜେନାମାସଦିବ୍ୟସିଂହ ଦେବବଳରାମ ଦାସବିଶ୍ୱଜିତ ଦାସକଳାପାହାଡ଼ଇଂରାଜୀ ଭାଷାବୈଶାଖଗଙ୍ଗାଧର ମେହେରସୁଦଶା ବ୍ରତଧନୁଯାତ୍ରାଚାରି ଧାମଦିଗରାଜ ବ୍ରହ୍ମାଦିନସତ୍ୟବାଦୀ ବନ ବିଦ୍ୟାଳୟବୈଦେହୀଶ ବିଳାସବର୍ଷାଧର୍ମମୋହନ ସୁନ୍ଦର ଦେବ ଗୋସ୍ୱାମୀଶ୍ରାଦ୍ଧଓଡ଼ିଶା ବିଧାନ ସଭାଶିଶୁ ଅନନ୍ତ ଦାସତାରାତାରିଣୀ ମନ୍ଦିରବିଦ୍ୟୁତସମାଜ (ଖବରକାଗଜ)ନନ୍ଦ କିଶୋର ବଳତେଲକୋଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଇନ୍‌ଫ୍ଲୁଏଞ୍ଜାନାରୀବାଦଦାଶରଥି ଦାସରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେୟୁନେସ୍କୋମୁଡ଼ି ନାଏକୋରାଜକିଶୋର ପଟ୍ଟନାୟକଆବ୍ରୋସିଟିନିବଅଭିନେତ୍ରୀ (ନାରୀ କଳାକାର)ମହିମା ଧର୍ମମଙ୍ଗଳା ମନ୍ଦିରଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯କଟକ ଜିଲ୍ଲାଚିକିତ୍ସା ବିଜ୍ଞାନଧର୍ମେନ୍ଦ୍ର ପ୍ରଧାନଜଳ ପ୍ରଦୂଷଣଏଣ୍ଟ୍ରେକ୍ଟିନିବଲାଟିନ ଭାଷାଜଳବାୟୁଅଯୋଧ୍ୟାଭାରତୀୟ ଜନଗଣନାଓଡ଼ିଆ ସାହିତ୍ୟବନ୍ଦେ ଉତ୍କଳ ଜନନୀକିଶୋରୀ ଚରଣ ଦାସପାଳୁଅରବି ନାରାୟଣ ନନ୍ଦ🡆 More