ସୁରେଶ ଛୋଟରାୟ: ଓଡ଼ିଆ ଲେଖକ

ସୁରେଶ ଛୋଟରାୟ, ଜଣେ ଓଡ଼ିଆ ଲେଖକ । ସେ ଉଭୟ ଗଦ୍ୟ ଓ ପଦ୍ୟ ସାହିତ୍ୟରେ ନିଜ ଲେଖନୀ ଚାଳନା କରନ୍ତି ।

ସୁରେଶ ଚନ୍ଦ୍ର ଛୋଟରାୟ
ଜନ୍ମ ଓ ଜନ୍ମସ୍ଥାନ୧୯୫୮
ବୃତ୍ତିଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ପୁରସ୍କାରବୀଣାପାଣି ଗଳ୍ପ ପୁରସ୍କାର - ୨୦୨୨

ପ୍ରାରମ୍ଭିକ ଜୀବନ

ସୁରେଶ, ୧୯୫୮ ମସିହାରେ ଖୋର୍ଦ୍ଧା ଜିଲ୍ଲାର ପାଟବନ୍ଧଠାରେ ଜନ୍ମଗ୍ରହଣ କରିଥିଲେ । ପିଲାବେଳୁ ସେ ସାହିତ୍ୟ ଅନୁରାଗୀ ଥିଲେ ଓ ପଢ଼ିବାକୁ ଭଲ ପାଉଥିଲେ । ହାଇସ୍କୁଲରେ ପଢ଼ିବା ବେଳରୁ ସେ ଲେଖାଲେଖି ଆରମ୍ଭ କରିଥିଲେ । ବଡ଼ ଭାଇ ଓ ମାମୁଁ ଉଭୟ ଲେଖକ ଥିଲେ । ସେମାନଙ୍କଭଳି ଛପାଅକ୍ଷରରେ ନିଜ ନାମ ଦେଖିବାକୁ ଇଚ୍ଛାକରି ସେ ବିଭିନ୍ନ ପତ୍ରପତ୍ରିକାକୁ ନିଜ କବିତା ପଠାଇବା ଆରମ୍ଭ କରିଥିଲେ । ସପ୍ତମ ଶ୍ରେଣୀରେ ପଢ଼ୁଥିବାବେଳେ ତାଙ୍କ କବିତା ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରିତ ଶିଶୁ ସଂସାର କାର୍ଯକ୍ରମରେ ସ୍ଥାନପାଇଥିଲା ।

ରଚନାବଳୀ

  • ମୋ ଶବ ଓ ଅନ୍ୟାନ୍ୟ ଗଳ୍ପ
  • ନିଜେ ନିଜର ସାମ୍ନାରେ
  • ସ୍ୱପ୍ନ ଖୋଜା ମଣିଷ
  • ନୀଳ ଆଖିର ମାୟା
  • ଦୁଃଖ ସୁଖର ଦୃଶ୍ୟ
  • ଡାଏରି ଗଳ୍ପ
  • ବାଟବଣା ବାଟୋଇର ଚମ୍ପୂ
  • ପାପୁଲିଏ ଖୁସି
  • ସପନର ପଥେ ପଥେ
  • ମୁଠାଏ ପ୍ରଜାପତିର ଡେଣା
  • ପୂଜା ଫୁଲ
  • ଅରଣ୍ୟେ ଅଜଗର ପ୍ରାୟେ
  • ମହାନାୟକ

ସମ୍ମାନ ଓ ପୁରସ୍କାର

  • ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର
  • ବାରିପଦା ବହିମେଳା ପୁରସ୍କାର
  • ରାଜ୍ୟ ଯୁବ ପୁରସ୍କାର
  • ବୀଣାପାଣି ଗଳ୍ପ ପୁରସ୍କାର - ୨୦୨୨

ଆଧାର

Tags:

ସୁରେଶ ଛୋଟରାୟ ପ୍ରାରମ୍ଭିକ ଜୀବନସୁରେଶ ଛୋଟରାୟ ରଚନାବଳୀସୁରେଶ ଛୋଟରାୟ ସମ୍ମାନ ଓ ପୁରସ୍କାରସୁରେଶ ଛୋଟରାୟ ଆଧାରସୁରେଶ ଛୋଟରାୟ

🔥 Trending searches on Wiki ଓଡ଼ିଆ:

ପ୍ରୋସ୍ଟେଟ କର୍କଟଚିଙ୍ଗୁଡ଼ି ମଲାଇହାର୍ଡୱେରପୋଲିଓମାୟେଲାଇଟିସନିତ୍ୟାନନ୍ଦ ଶତପଥୀମାସଗୁରୁ ପ୍ରସାଦ ମହାନ୍ତିଆଲ୍‌କା ୟାଗ୍ନିକ୍‌ମନୋଜ ଦାସଧର୍ମର ହେବ ଜୟଏକତାର ପ୍ରତିମୂର୍ତ୍ତିଓଡ଼ିଆ ରାମାୟଣଭୁବନେଶ୍ୱରଅଗଣି ନାୟକଭଦଭଦଳିଆମାଗୁଣିର ଶଗଡ଼ (କଥାଚିତ୍ର)ତୁମ ପରି ଛୋଟ ପିଲାଟିଏବଉଳ ଅମାବାସ୍ୟାଖାଦ୍ୟକାଳିନ୍ଦୀ ଚରଣ ପାଣିଗ୍ରାହୀଜଳଗୁଲଜାରବିଜ୍ଞାନ କାହାଣୀସୁଦଶା ବ୍ରତଲଣ୍ଡନସାଲବେଗବ୍ୟଞ୍ଜନ ବର୍ଣ୍ଣଫକୀର ମୋହନ ସେନାପତିଆମାଜନ୍.କମ୍‌ଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ରମଜାନDemocratic Republic of the Congoଗୋପାଳ ଛୋଟରାୟପ୍ରତିଭା ରାୟସ୍ୱର ବର୍ଣ୍ଣମେଲାଟୋନିନସୁଭଦ୍ରାପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଶାଗ ଭଜାଶାନ୍ତିଲତା ବାରିକସୁମିତ୍ରାଅମର ସିଂହ ଚମକିଲାଟ୍ରାକ୍ଟରଝାରସୁଗୁଡା - ବିଜୟନଗରମ୍ ରେଳପଥ୨୧ଋଷିଆଯଶୋଧାରା ମିଶ୍ରଭାଦବ ହାଁସଦାଜିନା ସାମଲଜଗନ୍ନାଥକବିସୂର୍ଯ୍ୟ ବଳଦେବ ରଥପର୍ଫେନାଜାଇନକଟକ ଜିଲ୍ଲା୨୭ ଅପ୍ରେଲବିଜୁ ଜନତା ଦଳସଚ୍ଚିଦାନନ୍ଦ ରାଉତରାୟବିଦୁସ୍ମିତାସରଳା ଦେବୀଭାରତୀୟ ସଂଖ୍ୟା ପ୍ରଣାଳିହିଲାରୀ କ୍ଲିଣ୍ଟନଓଡ଼ିଶାର ସଂସ୍କୃତିବିଦ୍ୟାଳୟବିଜୟ ମିଶ୍ରଗଙ୍ଗା (ହିନ୍ଦୁଧର୍ମରେ)କଟକଲକ୍ଷ୍ମଣ ନାୟକ୩୦ ଅପ୍ରେଲବୈଦେହୀଶ ବିଳାସନବଦୁର୍ଗାନମିତା ଅଗ୍ରୱାଲଶରତ କୁମାର ମହାନ୍ତିହରିଶୟନ ଏକାଦଶୀ🡆 More