ସୁରେନ୍ଦ୍ର ବିଦ୍ୟାଧର: ଓଡ଼ିଆ ଗୀତିକାର

ସୁରେନ୍ଦ୍ରନାଥ ବିଦ୍ୟାଧର (୧୯୩୭ - ୯ ଜୁନ ୨୦୧୩) ଜଣେ ଆଇନଜୀବୀ ଓ ଗୀତିକାର ଥିଲେ ।

ସୁରେନ୍ଦ୍ର ବିଦ୍ୟାଧର
ଜନ୍ମ
ସୁରେନ୍ଦ୍ରନାଥ ବିଦ୍ୟାଧର

୧୯୩୭
ନରଣଗଡ଼, ଖୋର୍ଦ୍ଧା
ମୃତ୍ୟୁ୯ ଜୁନ ୨୦୧୩
ବକ୍ସିବଜାର କଟକ
ବୃତ୍ତିଓକିଲାତି
ପ୍ରସିଦ୍ଧିଗୀତିକାର

ଖୋର୍ଦ୍ଧା ଜିଲ୍ଲା ନରଣଗଡ଼ ଦଳବେହେରା ପରିବାରରେ ସୁରେନ୍ଦ୍ର ଜନ୍ମଗ୍ରହଣ କରିଥିଲେ । ପିତା ନରସିଂହ ଚରଣ ବିଦ୍ୟାଧର ଓ ମା ଶ୍ରୀରାଧା । ତାଙ୍କ ବଡ଼ବାପା ପୁଅ ଭାଇ ଶରତଚନ୍ଦ୍ର ନରେନ୍ଦ୍ର ସିଂହ ୧୯୪୧ ମସିହାରେ ସଚ୍ଚିଦାନନ୍ଦ ରାଉତରାୟଙ୍କ କବିତାଗ୍ରନ୍ଥ 'ପଲ୍ଲୀଶ୍ରୀ'ର ପ୍ରଥମ ପ୍ରକାଶକ ଥିଲେ । ମାଉସୀ ପୁଅ ଭାଇ ସତ୍ୟାନନ୍ଦ ଚମ୍ପତ୍ତିରାୟ ସାହିତ୍ୟ ପତ୍ରିକା 'ଝଙ୍କାର'ର ସମ୍ପାଦନା କରୁଥିଲେ ।

ରଚନାବଳୀ

  • ସଞ୍ଜୁ ଓ ପୃଥ୍ୱୀ (କବିତା ଗ୍ରନ୍ଥ)
  • ମାନସୀ ଓ କୋଣାର୍କ (କବିତା ଗ୍ରନ୍ଥ)
  • ଯେଉଁ ଗାଁରେ ଜହ୍ନ ଉଏଁ (ପଲ୍ଲୀଗୀତି ସଂକଳନ)
  • ତଳ ପାହାଚ (ଗଳ୍ପ ସଂକଳନ)

ଗୀତ ଲେଖିଥିବା କଥାଚିତ୍ର

ଆଧାର

ଅଧିକ ତଥ୍ୟ

Tags:

ସୁରେନ୍ଦ୍ର ବିଦ୍ୟାଧର ରଚନାବଳୀସୁରେନ୍ଦ୍ର ବିଦ୍ୟାଧର ଗୀତ ଲେଖିଥିବା କଥାଚିତ୍ରସୁରେନ୍ଦ୍ର ବିଦ୍ୟାଧର ଆଧାରସୁରେନ୍ଦ୍ର ବିଦ୍ୟାଧର ଅଧିକ ତଥ୍ୟସୁରେନ୍ଦ୍ର ବିଦ୍ୟାଧର

🔥 Trending searches on Wiki ଓଡ଼ିଆ:

ବାଘହାଣ୍ଡିପ୍ରଧାନ ପୃଷ୍ଠାପାରିକୁଦହୀରାକୁଦ ବନ୍ଧପଦ୍ମ ଲୋଚନ ପଣ୍ଡାକରଣ (ଜାତି)ପ୍ଲୁଟୋବ୍ୟଞ୍ଜନ ବର୍ଣ୍ଣଇନୋଟୁଜୁମାବ ଓଜୋଗାମିସିନଓଡ଼ିଶାର ସଂସ୍କୃତିମକର (ରାଶି)ଜହ୍ନହନୁମାନବିଶ୍ୱଜିତ ଦାସଏ. ପି. ଜେ. ଅବଦୁଲ କଲାମରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗଗରୁଡ଼କୁନ୍ଦୁଲି ଗଣଦୁଷ୍କର୍ମ ମାମଲାଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଅଂଶୁଘାତକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କାଜାଖସ୍ତାନଶିଶୁପାଳଗଡ଼ବିଷ୍ଣୁସେବିହନୁମାନ ଜୟନ୍ତୀଚିଲିକା ହ୍ରଦଦିଲୀପ ତିର୍କୀଇରା ମହାନ୍ତିଜୟୀରାମ ସାମଲପଞ୍ଚାୟତ ରାଜଯୋଗକାଳୀଚରଣ ପଟ୍ଟନାୟକପ୍ଲୀହାପରିବାରଥାଲାସେମିଆଓଡ଼ଗାଁବ୍ୟକ୍ତିଗତ ଅର୍ଥବ୍ୟବସ୍ଥାଘର ସଂସାରଅଇଘରାମଙ୍ଗଳା ମନ୍ଦିରଜୟୀ ରାଜଗୁରୁହନୁମାନ ଚାଳିଶାଫେସବୁକଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ମୁଡ଼ି ନାଏକୋପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷବସନ୍ତ କୁମାର ଶତପଥୀସୁଭାଷ ଚନ୍ଦ୍ର ବୋଷବେଲନିତ୍ୟାନନ୍ଦ ଶତପଥୀକଥକଳୀସମୀର ରଞ୍ଜନ ଦାଶକଣାଦ (ମୁନି)ୟୁକ୍ରେନଭାରତୀୟ ଜାତୀୟ କଂଗ୍ରେସଭଗବତୀ ଦେଉଳଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଧର୍ମ୨ (ସଂଖ୍ୟା)ଦ୍ୱିତୀୟ ବିଶ୍ୱଯୁଦ୍ଧତାରାତାରିଣୀ ମନ୍ଦିରଜୟ ଜଗନ୍ନାଥପାଲାତାରିଣୀ ମନ୍ଦିର, ଘଟଗାଁବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଲାରି ସାଙ୍ଗରସିକ୍ଲ ସେଲ୍ ରୋଗ🡆 More