ସୁବ୍ରତ କୁମାର ଆଚାର୍ଯ୍ୟ

ସୁବ୍ରତ କୁମାର ଆଚାର୍ଯ୍ୟ (ଜନ୍ମ: ୦୧ ଜାନୁଆରୀ ୧୯୫୧) ଜଣେ ଗାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟି ଓ ଯକୃତ ପ୍ରତ୍ୟାରୋପଣ ବିଶେଷଜ୍ଞ । ୨୦୧୪ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।

ସୁବ୍ରତ କୁମାର ଅଛାର୍ୟା
ଜନ୍ମ (1951-01-11) ୧୧ ଜାନୁଆରୀ ୧୯୫୧ (ବୟସ ୭୩)
ଶିକ୍ଷାଏମ୍.ବି.ବି.ଏସ୍, ଏମ୍.ଡି, ଡି.ଏମ୍
ଶିକ୍ଷାନୁଷ୍ଠାନମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ, ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା, ନୂଆଦିଲ୍ଲୀ
ପୁରସ୍କାରପଦ୍ମଶ୍ରୀ

ଜୀବନୀ

ସୁବ୍ରତ ୧୯୫୧ ମସିହା ନଭେମ୍ବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରୁ ୧୯୭୪ ମସିହାରେ ଏମ୍.ବି.ବି.ଏସ୍ କରିଥିଲେ । ସେହିବର୍ଷ ସୁବ୍ରତ ଶ୍ରେଷ୍ଠ ସ୍ନାତକର ପୁରସ୍କାର ଲାଭ କରିଥିଲେ । ୧୯୮୨ ମସିହାରେ ସେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା, ନୂଆଦିଲ୍ଲୀରୁ ଡକ୍ଟରେଟ ଲାଭ କରିଥିଲେ । ୧୯୮୬ ମସିହାରେ ସେ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରେ ଯୋଗଦାନ କରିଥିଲେ । ପରବର୍ତ୍ତୀ ସମୟରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା, ନୂଆଦିଲ୍ଲୀରେ ଯୋଗଦେଇ, ୨୦୧୪ ମସିହାରେ ବିଭାଗୀୟ ମୁଖ୍ୟକୁ ପଦୋନ୍ନତି ପାଇଥିଲେ । ୨୦୧୨ ମସିହାରେ ସୁବ୍ରତ କୁମାର ଆଚାର୍ଯ୍ୟଙ୍କୁ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା, ଭୁବନେଶ୍ୱରର ନିର୍ଦ୍ଦେଶକ ଭାବରେ ନିଯୁକ୍ତି ମିଳିଥିଲା, କିନ୍ତୁ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏହାକୁ ପ୍ରତ୍ୟାଖାନ କରିଥିଲେ । ୨୦୧୬ ମସିହାରେ ତାଙ୍କୁ କିଟ୍ ବିଶ୍ୱବିଦ୍ୟାଳୟର ଉପକୁଳପତି ଭାବରେ ନିଯୁକ୍ତି ମିଳିଛି ।

ସମ୍ମାନ ଓ ପୁରସ୍କାର

  • ପଦ୍ମଶ୍ରୀ - ୨୦୧୪
  • ସାମନ୍ତ ଚନ୍ଦ୍ରଶେଖର ସମ୍ମାନ - ୨୦୦୩(ଓଡ଼ିଶା ବିଜ୍ଞାନ ଏକାଡେମୀଦ୍ୱାରା ପ୍ରଦତ୍ତ)

ଆଧାର

ବାହାର ଆଧାର




Tags:

ସୁବ୍ରତ କୁମାର ଆଚାର୍ଯ୍ୟ ଜୀବନୀସୁବ୍ରତ କୁମାର ଆଚାର୍ଯ୍ୟ ସମ୍ମାନ ଓ ପୁରସ୍କାରସୁବ୍ରତ କୁମାର ଆଚାର୍ଯ୍ୟ ଆଧାରସୁବ୍ରତ କୁମାର ଆଚାର୍ଯ୍ୟ ବାହାର ଆଧାରସୁବ୍ରତ କୁମାର ଆଚାର୍ଯ୍ୟ

🔥 Trending searches on Wiki ଓଡ଼ିଆ:

ବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚୈତ୍ରଦ୍ରୌପଦୀ ମୁର୍ମୁମନୋଜ ଦାସକଟକ ଜିଲ୍ଲାନୃସିଂହବ୍ରଜନାଥ ବଡ଼ଜେନାପକ୍ଷୀଶବ୍ଦ (ଧ୍ୱନି)ନଦୀଫିଫା ବିଶ୍ୱକପସାରଳା ମହାଭାରତବଳଦେବଜୀଉ ମନ୍ଦିରମାସରଥଯାତ୍ରା୨୫ ନଭେମ୍ବରହିନ୍ଦୁବଡ଼ିଗୁଣନପ୍ରତୀକ୍ଷାଗୋକୁଳାନନ୍ଦ ମହାପାତ୍ରସୋମବାରବେକ୍ଲୋମେଟାଜୋନ ଡାଇପ୍ରୋପିଓନେଟଆନିଫ୍ରୋଲୁମାବଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିବିଶ୍ୱ ଘରଚଟିଆ ଦିବସଟୋକିଓଚନ୍ଦକା ହାତୀ ଅଭୟାରଣ୍ୟଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକାପୋଙ୍ଗଲମାଳତୀ ଚୌଧୁରୀଉତ୍ତମ ମହାନ୍ତିଜୟ ଜଗନ୍ନାଥକୁନ୍ତଳା କୁମାରୀ ସାବତଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଆମ୍ବରିକେଟ୨୦୦୪ଉତ୍କଳ ବ୍ରାହ୍ମଣମହାବୀର ଜୈନଉଇକିକଥାତୁଷାରକାନ୍ତି ବେହେରାସୁନନ୍ଦା ଦାସଇଟାମାଟି ଗ୍ରାମପୂର୍ବେଶ୍ୱର ଶିବ ମନ୍ଦିରତପସ୍ୱିନୀଭାରତୀୟ ସମ୍ବିଧାନପଖାଳ୨୦୧୪ସାହି ଯାତଏମିତି ଭାଇ ଜଗତେ ନାହିଁପ୍ରାଣୀଗଙ୍ଗା ଦଶହରାବଡ଼ଦିନରେବତୀ (କ୍ଷୁଦ୍ରଗଳ୍ପ)୧୧ ଫେବୃଆରୀଅଭିମନ୍ୟୁ ସାମନ୍ତସିଂହାରସୁଦଶା ବ୍ରତଯୁକ୍ତରାଷ୍ଟ୍ର ଆମେରିକାଅମୃତଭଣ୍ଡାଉତ୍କଳ ଦିବସପଦାର୍ଥଲବଣ ସତ୍ୟାଗ୍ରହଜଗଦୀଶ ମହାନ୍ତି🡆 More