ସୁନ୍ଦରଗଡ଼: ଓଡ଼ିଶାର ଏକ ସହର, ଭାରତ

]

ସୁନ୍ଦରଗଡ଼
Sundergarh, Sundargarh
ସହର
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାସୁନ୍ଦରଗଡ଼
Elevation
233 m (764 ft)
Population
 (2011)
 • Total୪୫,୦୩୬
ଭାଷା
 • ସରକାରୀଓଡ଼ିଆ
Time zoneUTC+5:30 (IST)
ଟେଲିଫୋନ କୋଡ଼06622
ଯାନବାହାନ ପଞ୍ଚୀକରଣOD-16
Websitehttp://sundergarh.nic.in/

ସୁନ୍ଦରଗଡ଼ ଏକ ଭାରତୀୟ ପୌରପାଳିକା (Municipality) । ଏହା ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର । ୨୦୧୧ ଭାରତୀୟ ଜନଗଣନା ଅନୁସାରେ ସୁନ୍ଦରଗଡ଼ ସହରର ଜନସଂଖ୍ୟା ୪୫,୦୩୬ ।

ଜନସଂଖ୍ୟା ଓ ସାକ୍ଷରତା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସୁନ୍ଦରଗଡ଼ ସହରର ମୋଟ ଜନସଂଖ୍ୟା ୨୯୪୩୪ । ସେଥି ମଧ୍ୟରୁ ୫୦.୬୮% ଜଣ ପରୁଷ ହୋଇଥିବା ବେଳେ ୪୯.୩୨% ଜଣ ନାରୀ ଅଟନ୍ତି । ସୁନ୍ଦରଗଡ଼ର ସାକ୍ଷରତା ହାର ୬୨.୮୮% । ଏହା ଜାତୀୟ ହାରଠାରୁ ୧.୯୬% ପ୍ରତିଶତ ଅଧିକ । ସେଥିରୁ ୩୫.୯୯% ପ୍ରତିଶତ ପୁରୁଷ ଓ ୨୬.୮୯% ନାରୀ ଅଟନ୍ତି । ୧୩.୧୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।

ଭାଷା

ଓଡ଼ିଆ ସୁନ୍ଦରଗଡ଼ର ସରକାରୀ ଭାଷା ।

ଆହୁରି ପଢନ୍ତୁ

ଆଧାର

Tags:

ସୁନ୍ଦରଗଡ଼ ଜନସଂଖ୍ୟା ଓ ସାକ୍ଷରତାସୁନ୍ଦରଗଡ଼ ଭାଷାସୁନ୍ଦରଗଡ଼ ଆହୁରି ପଢନ୍ତୁସୁନ୍ଦରଗଡ଼ ଆଧାରସୁନ୍ଦରଗଡ଼

🔥 Trending searches on Wiki ଓଡ଼ିଆ:

ରଘୁବଂଶଜାଭା (ପ୍ରୋଗ୍ରାମିଂ ଭାଷା)ରାଜକିଶୋର ପଟ୍ଟନାୟକପ୍ରସନ୍ନ କୁମାର ଦାଶବିଶ୍ୱଜିତ ଦାସଓଡ଼ଗାଁଘରରୋହିତ ପୂଜାରୀଲୋକ ସଭାକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨ୟ ଓଡ଼ିଶା ବିଧାନ ସଭାଜୟଦେବ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଜଗନ୍ନାଥ ଦାସରାଜନୀତି ବିଜ୍ଞାନସୂର୍ଯ୍ୟ ଦେବତାବନ୍ଦେ ଉତ୍କଳ ଜନନୀବରଗଡ଼ ଜିଲ୍ଲାଜଳକ୍ରେଡିଟ କାର୍ଡ଼ମହାନଦୀଅଶୋକ (ସମ୍ରାଟ)ଲାରି ସାଙ୍ଗରଇଣ୍ଡୋନେସିଆକାଳିନ୍ଦୀ ଚରଣ ପାଣିଗ୍ରାହୀଦୁର୍ଗା୨୧ଜାପାନୀ ଭାଷାକାଳୀଚରଣ ପଟ୍ଟନାୟକଓଡ଼ିଆ ଭାଗବତମସ୍କୋଖୋର୍ଦ୍ଧା ଜିଲ୍ଲାକରାଚୀ୫ ଜୁନନିତ୍ୟାନନ୍ଦ ମହାପାତ୍ରରୁକୁଣା ରଥଯାତ୍ରାତନ୍ତମାଦଳା ପାଞ୍ଜିଦରମାସ୍ୱାମୀ ବିବେକାନନ୍ଦଜୟ ଶ୍ରୀରାମଚବିଶ ଗୁରୁପରଦେଶୀ ବାବୁଫେସବୁକତ୍ରିଭୁଜଜଗନ୍ନାଥ ମନ୍ଦିରଫକୀର ମୋହନ ସେନାପତିଫତୁରାନନ୍ଦୟାଓଇଦ୍ୱିତୀୟ ବିଶ୍ୱଯୁଦ୍ଧଚଳନ୍ତି ଠାକୁରଆଦିଶଙ୍କରନନ୍ଦ କିଶୋର ବଳସମ୍ବଲପୁର ଜିଲ୍ଲାକଟକଅକ୍ଷୟ ତୃତୀୟାକୃଷ୍ଣଚନ୍ଦ୍ର ପାଣିଗ୍ରାହୀରାସନ କାର୍ଡ଼ (ଭାରତ)ଭାରତୀୟ ସମ୍ବିଧାନଉତ୍କଳ ଦିବସସୁନାନବଦୁର୍ଗାଆବ୍ରୋସିଟିନିବଥାଲାସେମିଆଗୋଦାବରୀଶ ମିଶ୍ରପ୍ରଧାନ ପୃଷ୍ଠାକୁଷ୍ଠମହାବୀର ଜୈନନୂଆ ଦିଲ୍ଲୀମୁଡ଼ି ନାଏକୋ🡆 More