ସୁନୀଲ କୁମାର ପୃଷ୍ଟି: ଓଡ଼ିଆ କବି

ସୁନୀଲ କୁମାର ପୃଷ୍ଟି (ଜନ୍ମ : ୧୯୬୩), ଜଣେ ଓଡ଼ିଆ କବି ଓ ସମ୍ପାଦକ । ତାଙ୍କର କବିତା ସଙ୍କଳନ “ତନୁଲତାର କବିତା” ପାଇଁ ସେ ୨୦୦୮ ମସିହାରେ କାବ୍ୟ କବିତା ବର୍ଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଦ୍ୱାରା ସମ୍ମାନିତ ହୋଇଥିଲେ । ସେ ଓଡ଼ିଆ ପତ୍ରିକା ସଚିତ୍ର ବିଜୟା, ସାହିତ୍ୟ ପୃଥିବୀ ଓ ଶିଶିର ଆଦିର ସମ୍ପାଦକ ଭାବରେ କାର୍ଯ୍ୟ କରିଛନ୍ତି ।

ସୁନୀଲ କୁମାର ପୃଷ୍ଟି
ଜନ୍ମ ଓ ଜନ୍ମସ୍ଥାନ୧୯୬୩
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଦେହ ଦେଉଳ
ତନୁଲତାର କବିତା
ପୁରସ୍କାରଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୮)

ରଚନାବଳୀ

  • ଦେହ ଦେଉଳ
  • ତନୁଲତାର କବିତା
  • ଚିହ୍ନା ଚିହ୍ନା ନିର୍ଜନତା - ୧୯୮୮ (ନାଳନ୍ଦା)
  • ପୁଅ ପାଇଁ ପ୍ରାଥନା ୨୦୦୧ (ଗ୍ରନ୍ଥ ମନ୍ଦିର )
  • ଅସଫଳତା କବିତା - ୨୦୦୮ (ନୂପୁର)
  • ମନୋଜ୍ଞ ମନୋଜ ଗଳ୍ପମାଳା -୨୦୧୩ (ବିଜୟାନନ୍ଦ ସିଂହ ଏବଂ ସୁନୀଲ କୁମାର ପୃଷ୍ଟିଙ୍କଦ୍ୱାରା ସହ-ସମ୍ପାଦିତ)

ପୁରସ୍କାର ଓ ସମ୍ମାନ

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୮ (“ତନୁଲତାର କବିତା” ପାଇଁ)
  • ବସନ୍ତ ମୁଦୁଲୀ ପୁରସ୍କାର
  • ପ୍ରଜାତନ୍ତ୍ର ପୁରସ୍କାର
  • ହିରାଖଣ୍ଡ ପୁରସ୍କାର

ଆଧାର

Tags:

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

🔥 Trending searches on Wiki ଓଡ଼ିଆ:

ବୀଜାଣୁସାଦୃଶ୍ୟପ୍ରଥମ ବିଶ୍ୱଯୁଦ୍ଧରାସେଶ୍ୱରୀ ପାଣିଗ୍ରାହୀଭାରତର ପ୍ରଧାନମନ୍ତ୍ରୀଟୋଲକାପୋନଯୌନ ସମ୍ଭୋଗବନ୍ଦେ ମାତରମଚାଣକ୍ୟମା ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର)ଜହ୍ନଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାବଙ୍ଗୋପସାଗରଚୈତ୍ର ମଙ୍ଗଳବାର ଓଷାସଙ୍କୀର୍ତ୍ତନଆଚାର୍ଯ୍ୟ ହରିହରଲକ୍ଷ୍ମୀକାନ୍ତ ମହାପାତ୍ରଜୀବସାର ଖବୌଦ୍ଧ ଧର୍ମୱିଲିଅମ ସେକ୍ସପିଅରସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆଦ୍ରୌପଦୀ ମୁର୍ମୁସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିତାରାତାରିଣୀ ମନ୍ଦିରଓଡ଼ିଶାର ଲୋକନୃତ୍ୟକିଶୋରୀ ଚରଣ ଦାସ୨୯ ଅପ୍ରେଲଆଲେକ୍‌ଜାଣ୍ଡର୍ ମହାନ୨୩ ଅପ୍ରେଲଲଣ୍ଡନସମାଜ (ଖବରକାଗଜ)ପଠାଣି ସାମନ୍ତଅପରାଜିତା ଷଡ଼ଙ୍ଗୀବନ୍ଦେ ଉତ୍କଳ ଜନନୀସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଭାରତୀୟ ଜାତୀୟ କଂଗ୍ରେସଓଡ଼ିଆ ଭାଗବତହୃତ୍‌ପିଣ୍ଡଚନ୍ଦନ ବୋଡ଼ାମହାତ୍ମା ଗାନ୍ଧୀଶିମିଳିପାଳ ଜାତୀୟ ଉଦ୍ୟାନଭଦ୍ରକ ଜିଲ୍ଲାଅଚ୍ୟୁତାନନ୍ଦ ଦାସସ୍ୱାଧୀନତା ଦିବସ‌ (ଭାରତ)ସତ୍ୟ ସାଇ ବାବାମ୍ୟାଲେରିଆଭାରତୀୟ ମୁଦ୍ରାଗଣନ ସଂଖ୍ୟାଜଣ୍ଡିସ୍୧୨ ଫେବୃଆରୀଗାର୍ଗୀ ମହାନ୍ତିପ୍ରଦ୍ୟୁମ୍ନ ଲେଙ୍କାଛବିଳ ମଧୁ ବର୍ଣ୍ଣବୋଧରମାକାନ୍ତ ରଥଚକ୍ରଧର ବେହେରାରାକ୍ଷୀ ବାନ୍ଧିଲି ମୋ ରଖିବ ମାନଆମ୍ବପ୍ରଦୀପ କୁମାର ପାଣିଗ୍ରାହୀ🡆 More