ସାହିତ୍ୟ ଏକାଡେମୀ

ସାହିତ୍ୟ ଏକାଡେମୀ ଭାରତର ରାଷ୍ଟ୍ରୀୟ ସାହିତ୍ୟ ସଂସ୍ଥା । ଭାରତର ବିଭିନ୍ନ ପ୍ରାନ୍ତର ବିବିଧ ଭାଷା ସାହିତ୍ୟର ବିକାଶ ପାଇଁ ଏହା ହେଉଛି ସର୍ବୋଚ୍ଚ ସଂସ୍ଥା । ଏହା ୧୯୫୪ ମସିହା ମାର୍ଚ୍ଚ ୧୩ ତାରିଖରେ ସ୍ଥାପିତ ହୋଇଥିଲା । ଏହାର ମୁଖ୍ୟ କାର୍ଯ୍ୟାଳୟ ନୂଆଦିଲ୍ଲୀର ରବୀନ୍ଦ୍ର ଭବନରେ ଅବସ୍ଥିତ । ଯଦ୍ଦ୍ୟପି ସାହିତ୍ୟ ଏକାଡେମୀ ଭାରତ ସରକାରଙ୍କଠାରୁ ଅନୁଦାନ ପାଇଥାଏ, ଏହା ସରକାରଙ୍କ ନିୟନ୍ତ୍ରଣରୁ ମୁକ୍ତ ।

ସାହିତ୍ୟ ଏକାଡେମୀ
ସାହିତ୍ୟ ଏକାଡେମୀ
ରବୀନ୍ଦ୍ର ଭବନ, ଦିଲ୍ଲୀ ଯେଉଁଠାରେ ସଙ୍ଗୀତ ନାଟକ ଏକାଡେମୀ, ଲଳିତ କଳା ଏକାଡେମୀ ଏବଂ ସାହିତ୍ୟ ଏକାଡେମୀ ଅଛି
ଛୋଟ ନାଆଁSA
ସ୍ଥାପନା12 ମାର୍ଚ୍ଚ 1954 (1954-03-12) (୭୦ ବର୍ଷ ପୂର୍ବରୁ)
ମୁଖ୍ୟାଳୟରବୀନ୍ଦ୍ର ଭବନ, ଦିଲ୍ଲୀ
ଅବସ୍ଥାନନୂଆ ଦିଲ୍ଲୀ, ଭାରତ
ଅଞ୍ଚଳଭାରତ
ଅଧକ୍ଷଚନ୍ଦ୍ରଶେଖର କମ୍ବରା
ୱେବ୍‌ସାଇଟsahitya-akademi.gov.in

ଆଧାର

ବାହାର ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଜ୍ୟୋତି ରଞ୍ଜନ ନାୟକଭାରତୀୟ ସମ୍ବିଧାନଶିଶୁ ଅନନ୍ତ ଦାସତ୍ରୟୋଦଶୀସିଓଲଲବଣ ସତ୍ୟାଗ୍ରହଭୀମରାଓ ରାମଜୀ ଆମ୍ବେଦକରହ୍ୱାଟ୍ସଆପଭାରତୀ ମଠ ମନ୍ଦିର, ଭୁବନେଶ୍ୱରରକ୍ତଦାନଗଙ୍ଗାଧର ମେହେରଗୁଗଲଚୈତ୍ର ପୂର୍ଣ୍ଣିମାମହାପାତ୍ର ନୀଳମଣି ସାହୁରମେଶ ଚନ୍ଦ୍ର ମାଝିଲକ୍ଷ୍ମୀକାନ୍ତ ମହାପାତ୍ରପୁରୀ ଜିଲ୍ଲାଓଡ଼ିଆ ନାଟକନୂଆ ଦିଲ୍ଲୀସୁନାବେଶଇନ୍‌ଫ୍ଲୁଏଞ୍ଜାମହାଦେଶଭୀମ ଭୋଇଢେଙ୍କାନାଳ ଜିଲ୍ଲାଶାଶ୍ୱତ ଯୋଶୀଗତିକୃଷ୍ଣ ମିଶ୍ରପାର୍ବତୀବଙ୍ଗଳା ଭାଷାଅର୍ଚ୍ଚନା ନାୟକତାଳଦଣ୍ଡା କେନାଲନୀଳ ମାଷ୍ଟରାଣୀପ୍ରସନ୍ନ କୁମାର ପାଟ୍ଟଶାଣୀବିଷ୍ଣୁମେଘନା ନଦୀଜଗନ୍ନାଥଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱରଇଜିପ୍ଟମନମୋହନ ସାମଲଗୋଦାବରୀଶ ମହାପାତ୍ରସିଡିଏଜାତୀୟ ଯୁବ ଦିବସ (ଭାରତ)ରାଜଧାନୀ ପ୍ରତିଷ୍ଠା ଦିବସଜଗନ୍ନାଥ ପ୍ରସାଦ ଦାସଭାତଜଗନ୍ନାଥଙ୍କ ବେଶବିଶ୍ୱନାଥ କରଟାଇଫସ୨୧ଦୀପକ ମିଶ୍ରଗୁସ୍ତଭ୍ କିର୍ଚଫ୍‌ନିକୋଲା ଟେସ୍‌ଲାଦୟାନନ୍ଦ ସରସ୍ୱତୀକବିତା ବାରିକଦଶାବତାରଜନ ଗଣ ମନଗୋପପୁର (ଗପ ସଙ୍କଳନ)୨୫ ସେପ୍ଟେମ୍ବରଦୀପାବଳିଆନି ବେସାନ୍ତତାରାଶଙ୍କର ବନ୍ଦୋପାଧ୍ୟାୟଶବ୍ଦ (ଧ୍ୱନି)ନିମୋନିଆମାଳିକାଅଶ୍ୱିନୀ ବୈଷ୍ଣବଆଦି ପରାଶକ୍ତିଜିନା ସାମଲମକର ସଂକ୍ରାନ୍ତି🡆 More