ସାଳନ୍ଦୀ ନଦୀ: ଓଡ଼ିଶାର ନଈ

ସାଳନ୍ଦୀ ନଦୀ ଉତ୍ତର ଓଡ଼ିଶାର ଏକ ନଦୀ । ଏହା ମୟୂରଭଞ୍ଜ ଜିଲ୍ଲାରୁ ବାହାରି କେନ୍ଦୁଝର, ଭଦ୍ରକ ଜିଲ୍ଲା ଦେଇ ବଙ୍ଗୋପସାଗରରେ ପଡ଼ିଛି । ଏହି ନଦୀ କୂଳରେ ଭଦ୍ରକ ସହର ଅବସ୍ଥିତ । ସାଳନ୍ଦୀ ନଦୀ ଉପରେ ନିର୍ମାଣ କରାଯାଇଥିବା ଡ୍ୟାମ୍‌କୁ ସାଳନ୍ଦୀ ଡ୍ୟାମ୍ ବା ହଦଗଡ଼ ଡ୍ୟାମ୍ ବୋଲି କୁହାଯାଏ । ସାଳନ୍ଦୀ ନଦୀରେ ଅଧିକ କୁମ୍ଭୀର ବାସ କରନ୍ତି ।

ସାଳନ୍ଦୀ
ନଦୀ
ସାଳନ୍ଦୀ ନଦୀ: ଓଡ଼ିଶାର ନଈ
ସାଳନ୍ଦୀ ନଦୀ ଉପରେ ନିର୍ମିତ ହଦଗଡ଼ ଡ୍ୟାମ୍
ଦେଶ ଭାରତ
Parts ଓଡ଼ିଶା
ଅଞ୍ଚଳ ଉପକୂଳ ଓଡ଼ିଶା
City ଭଦ୍ରକ
Landmark ହଦଗଡ଼ ବନ୍ଧ
Source
 - location ମେଘସନୀ, ମୟୂରଭଞ୍ଜ, ଓଡ଼ିଶା, ଭାରତ
Mouth
 - elevation ୦ m (୦ ft)
Length ୧୪୪ km (ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୧" । mi)

ଉତ୍ପତ୍ତି

ସାଳନ୍ଦୀ ନଦୀ ମୟୂରଭଞ୍ଜ ଜିଲ୍ଲାର ମେଘସନୀ ପର୍ବତରୁ ଉତ୍ପତ୍ତିଲାଭ କରିଛି । ଏକ କମ୍ବଦନ୍ତୀ ଅନୁସାରେ ଦେବୀଙ୍କ କୃପାରୁ ଏହି ପର୍ବତରୁ ଝରୁଥିବା କ୍ଷୀର ମୟୂରଭଞ୍ଜର ଶାଳବଣ ଦେଇ ପ୍ରବାହିତ ହୋଇଥିଲା, ଯାହା ଫଳରେ ଏହାର ନାମକରଣ ସାଳନ୍ଦୀ ହୋଇଥିଲା ।

କିମ୍ବଦନ୍ତୀ

ଭଦ୍ରକର ଆହାରପଦାସ୍ଥିତ ଭଦ୍ରକାଳୀ ମନ୍ଦିର ଉପରେ ଯେତେବେଳେ ମୁସଲମାନ ଶାସକଙ୍କଦ୍ୱାରା ଆକ୍ରମଣ କରାଯାଇ ନଷ୍ଟ କରିଦିଆଯାଇଥିଲା, ସେତେବେଳେ ମାଆ ଭଦ୍ରକାଳୀ ସାଳନ୍ଦୀ ନଦୀରେ ଅବସ୍ଥାନ କରିଥିଲେ । ମା' ଭଦ୍ରକାଳୀ ବାସ କରୁଥିବା ଏହି ସ୍ଥାନଟି ଭଦ୍ରକାଳୀ ଗଣ୍ଡ ଭାବରେ ଖ୍ୟାତ ।

ଆଧାର

Tags:

କେନ୍ଦୁଝର ଜିଲ୍ଲାବଙ୍ଗୋପସାଗରଭଦ୍ରକ ଜିଲ୍ଲାମୟୂରଭଞ୍ଜ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଭାରତର ଜାତୀୟ ପତାକାପ୍ରଣବ ପ୍ରକାଶ ଦାସରତ୍ନାକର ଚଇନିମଧୁସୂଦନ ଦାସଶ୍ରୀଧର ଦାସ୧୪୦୫ଶବ୍ଦ (ପଦ)ଇଣ୍ଡୋନେସିଆସୁନନ୍ଦା ଦାସଅଭିମନ୍ୟୁ ସାମନ୍ତସିଂହାରଆନିଫ୍ରୋଲୁମାବଭଗବତୀ ଚରଣ ପାଣିଗ୍ରାହୀବ୍ରାହ୍ମ ସମାଜଭାରତଦୀପକ ମିଶ୍ରଗ୍ରେଗୋରି ପାଞ୍ଜି୧୫୭୨ବୀଜାଣୁwiki.phtmlକ୍ଲାଉଡ଼ ଟେକ୍ନୋଲୋଜିଫୁଲଅର୍ଥଶାସ୍ତ୍ରପକ୍ଷୀଫକୀର ମୋହନ ସେନାପତିମହାଦେଶଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଶାନ୍ତନୁ କୁମାର ଆଚାର୍ଯ୍ୟଦାମୋଦର ରାଉତଖାଦ୍ୟ ଖଣିଜ ଲବଣଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱରଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଆଙ୍ଗୋଲାଓଡ଼ିଶାର ତହସିଲ ତାଲିକାନଦୀଇଣ୍ଟରନେଟବିଜୁ ପଟ୍ଟନାୟକପୃଥିବୀ ଦିବସବଡ଼ିପଦାର୍ଥଭାରତୀୟ ମୁଦ୍ରାଚାନ୍ଦବାଲି୭ ଫେବୃଆରୀନାରୀବାଦସୁଶାନ୍ତ ସିଂହ୨୭ ଅପ୍ରେଲକିଶୋରୀ ଚରଣ ଦାସମୁକ୍ତେଶ୍ୱର ଦେଉଳଜ୍ଞାନପୀଠ ପୁରସ୍କାରବୀରମହାରାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଧାମୋହନ ଗଡ଼ନାୟକଓଡ଼ିଶାବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜଗନ୍ନାଥ ମନ୍ଦିରପଞ୍ଚତନ୍ତ୍ରମନମୋହନ ସାମଲବଲାଙ୍ଗୀରଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଭୁବନେଶ୍ୱର ରେଳ ଷ୍ଟେସନନବୀନ ପଟ୍ଟନାୟକଓଡ଼ିଶାର ଭୂଗୋଳଚନ୍ଦ୍ରଶେଖର ରଥବୈଦେହୀଶ ବିଳାସଭାସ୍କୋ ଡା ଗାମାଓଡ଼ିଶୀଗୁଗଲଭୂମିକମ୍ପଶରଧାବାଲିକୁନ୍ତଳା କୁମାରୀ ସାବତ🡆 More