ସାନ୍ତାଳ ଜନଜାତି

ସାନ୍ତାଳ ଜନଜାତି ଭାରତୀୟ ଉପମହାଦେଶର ଏକ ଅଷ୍ଟ୍ରୋଏସୀୟ ଭାଷାଭାଷୀ ମୁଣ୍ଡା ଜାତିଗୋଷ୍ଠୀ । ଜନସଂଖ୍ୟା ଦୃଷ୍ଟିରୁ ଭାରତୀୟ ରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ସାନ୍ତାଳ ବୃହତ୍ତମ ଜନଜାତି ସାନ୍ତାଳମାନେ ଓଡ଼ିଶା, ବିହାର ଓ ଆସାମରେ ମଧ୍ୟ ବସବାସ କରିଥାନ୍ତି । ସାନ୍ତାଳମାନେ ଉତ୍ତର ବଙ୍ଗଳାଦେଶର ରାଜସାହି ଡିଭିଜନ ଏବଂ ରଙ୍ଗପୁର ଡିଭିଜନର ସର୍ବବୃହତ ସଂଖ୍ୟାଲଘୁ ଓ ନେପାଳରେ ଅନେକ ସାନ୍ତାଳ ବସବାସ କରନ୍ତି । ସାନ୍ତାଳମାନେ ଅଷ୍ଟ୍ରୋ-ଏସିଆଟିକ୍ ଭାଷା ପରିବାରର ସର୍ବାଧିକ କଥିତ ମୁଣ୍ଡା ଭାଷା ସାନ୍ତାଳୀ କୁହନ୍ତି ।

ସାନ୍ତାଳ ଜନଜାତି
ᱥᱟᱱᱛᱟᱲ ᱦᱚᱲ
ସାନ୍ତାଳ ଜନଜାତି
ବାହା ପରବ୍ ପାଳନ ସମୟରେ ପାରମ୍ପାରିକ ପୋଷାକ ପରିହିତ ସାନ୍ତାଳ ସମୂହାୟ
ସମୁଦାୟ ଜନସଂଖ୍ୟା
c. 7.5 million
ସଂଖ୍ୟାଧିକ ଜନସଂଖ୍ୟା ଥିବା ଅଞ୍ଚଳ
ସାନ୍ତାଳ ଜନଜାତି India • ସାନ୍ତାଳ ଜନଜାତି Bangladesh • ସାନ୍ତାଳ ଜନଜାତି   Nepal
ସାନ୍ତାଳ ଜନଜାତି India:
       Jharkhand

୨,୭୫୨,୭୨୩
       West Bengal୨,୫୧୨,୩୩୧
       Odisha୮୯୪,୭୬୪
       Bihar୪୦୬,୦୭୬
       Assam୨୧୩,୧୩୯
        Tripura୨,୯୧୩
ସାନ୍ତାଳ ଜନଜାତି Bangladesh୧୨୯,୦୪୯ (୨୦୨୧)
ସାନ୍ତାଳ ଜନଜାତି   Nepal୫୧,୭୩୫
ଭାଷାସମୂହ
ସାନ୍ତାଳୀ, ହିନ୍ଦୀ, ଓଡ଼ିଆ, ବଙ୍ଗଳା, ନେପାଳୀ
ଧର୍ମ
ସଂଖ୍ୟାଗରିଷ୍ଠ
ସାନ୍ତାଳ ଜନଜାତି ହିନ୍ଦୁ ଧର୍ମ
ସଂଖ୍ୟାଲଘୁ
ଲୌକିକ ଧର୍ମ (ସାରନା ଧରମ)
ସାନ୍ତାଳ ଜନଜାତି ଖ୍ରୀଷ୍ଟିଆନ ଧର୍ମ
ସାନ୍ତାଳ ଜନଜାତି ଇସଲାମ, ଅନ୍ୟାନ୍ୟ
ସମ୍ବନ୍ଧିତ ସମ୍ପ୍ରଦାୟ
ମୁଣ୍ଡା • ହୋ • ଜୁଆଙ୍ଗ • ଖଡ଼ିଆ • ଶବର • କୋର୍କୁ • ଭୂମିଜ

ବ୍ୟୁତ୍ପତ୍ତି

ସାନ୍ତାଳ ସମ୍ଭବତଃ ଏକ ବହିର୍ନାମକରଣ (ଏକ୍ସୋନିମ)ରୁ ଉତ୍ପନ୍ନ ହୋଇଥାଏ । ଏହି ଶବ୍ଦ ପଶ୍ଚିମବଙ୍ଗର ମେଦିନୀପୁର ଅଞ୍ଚଳର ତତ୍କାଳୀନ ସିଲଦାର ବାସିନ୍ଦା ସାଓନ୍ତମାନଙ୍କୁ ବୁଝାଏ । ସଂସ୍କୃତ ଶବ୍ଦ ସମନ୍ତ ବା ବଙ୍ଗଳା ସଅନ୍ତର ଅର୍ଥ ସମତଳ ଭୂମି । ସାନ୍ତାଳମାନଙ୍କ ସ୍ୱନାମକରଣ ହର୍ ହପନ୍ ("ମାନବଜାତିର ପୁତ୍ରଗଣ") ।


ଆଧାର


Tags:

ଆସାମଓଡ଼ିଶାଝାଡ଼ଖଣ୍ଡନେପାଳପଶ୍ଚିମବଙ୍ଗବଙ୍ଗଳାଦେଶବିହାରଭାରତୀୟ ଉପମହାଦେଶ

🔥 Trending searches on Wiki ଓଡ଼ିଆ:

ଇଲେକ୍ଟ୍ରୋନିକ କମର୍ସବିର୍ସା ମୁଣ୍ଡାବିଶ୍ୱତାପନଅର୍ଜୁନ ଗଛଓଡ଼ିଶାସୁବର୍ଣ୍ଣରେଖା ନଦୀୱିଲିଅମ ସେକ୍ସପିଅରଅଲାରନାଥ ମନ୍ଦିରରାଜନୀତି ବିଜ୍ଞାନଗୁରୁପ୍ରସାଦ ମହାନ୍ତିସାରଳା ସମ୍ମାନ୨୫ ମାର୍ଚ୍ଚଅନାଦି ଚରଣ ସାହୁଦଶାବତାରରସୁଣଚିତ୍ତରଞ୍ଜନ ଦାସଦ୍ରାଘିମାଅନ୍ନଦା ଶଙ୍କର ରାୟଭାରତର ପ୍ରଧାନମନ୍ତ୍ରୀଗାର୍ଗୀ ମହାନ୍ତିଭାରତର ଜାତୀୟ ପତାକା୧୯୨୦୧୭୩୬କୁଜିବର ପ‌ତ୍ରଟୋଲକାପୋନସମୁଦ୍ରନଟବର ସାମନ୍ତରାୟକାନାଡ଼ାସରୋଜିନୀ ନାଇଡୁଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟକାଠଚମ୍ପାରାଜ ଯୋଗତାରିଣୀ ମନ୍ଦିର, ଘଟଗାଁରାମାୟଣସ୍ତନଆସିକାଗନରିଆଦ୍ରୌପଦୀ ମୁର୍ମୁପୁରୁଷୋତ୍ତମ ଦେବସୌର ଜଗତନବୀନ ପଟ୍ଟନାୟକବ୍ୟଞ୍ଜନ ବର୍ଣ୍ଣଶାରଳା ପୁରସ୍କାରଓଡ଼ିଶା ସରକାରଓଡ଼ିଶାର ସଂସ୍କୃତିଚେରୋ ଜାତିବନ୍ଧୁ ମହାନ୍ତିକଲମ୍ବିଆସବ୍ୟସାଚୀ ମିଶ୍ରଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଅଟିଜିମ୍‌ବଳରାମ ଦାସପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଚୈତ୍ରପୁରୀ ଜିଲ୍ଲାଅକ୍ଷି ତୃତୀୟାପୂର୍ଣ୍ଣାନନ୍ଦ ଦାନୀରାଜ୍ୟ ସଭାମାଳିକାଜଗନ୍ନାଥଙ୍କ ବେଶଉଇକିପିଡ଼ିଆ ସମୂହର ତାଲିକାକ୍ୟୁ. ଆର. କୋଡ଼ଗଣନ ସଂଖ୍ୟାଜଳସଂଗୀତରାସାୟନିକ ମୌଳିକସେପ୍ଟେମ୍ବରଛାନ୍ଦ🡆 More