ସମ୍ବଲପୁର ରେଳ ଷ୍ଟେସନ

ସମ୍ବଲପୁର ରେଳ ଷ୍ଟେସନ ଭାରତୀୟ ରାଜ୍ୟ ଓଡ଼ିଶାର ସମ୍ବଲପୁର ସହରର କେନ୍ଦ୍ର ସ୍ଥଳୀରେ ରହିଛି । ଏହା ଥିବା ଅଞ୍ଚଲକୁ କ୍ଷେତରାଜପୁର କୁହା ଯାଉଥିବାରୁ ଏହାକୁ କ୍ଷେତରାଜପୁର ଷ୍ଟେସନ ବୋଲି ମଧ୍ୟ କୁହାଯାଇଥାଏ । ସମ୍ବଲପୁର ସହର ଅଧୀନରେ ସମ୍ବଲପୁର ରୋଡ଼ , ସମ୍ବଲପୁର ସିଟି ଓ ହୀରାକୁଦ ଷ୍ଟେସନ ମଧ୍ୟ ରହିଛି ।

ସମ୍ବଲପୁର ରେଳ ଷ୍ଟେସନ
ସମ୍ବଲପୁର ଷ୍ଟେସନର ଦୃଶ୍ୟ
ସମ୍ବଲପୁର ରେଳ ଷ୍ଟେସନ
12586 ସମ୍ବଲପୁର -ହାୱଡା ଏକ୍ସପ୍ରେସ

 

ଇତିହାସ 

ଏହି ଷ୍ଟେସନ ୧୯୬୦ ମସିହାରେ ଆରମ୍ଭ ହୋଇଥିଲା କେବଳ କୋତ୍ତଭରମ-କୋରାପୁଟ-ଜୟପୁର ଲାଇନକୁ ନେଇ । ପରେ ଟିଟିଲାଗଡ଼-ଝାରସୁଗୁଡ଼ା-ରାଉରକେଲା ଲାଇନ ଯୋଗ ହେଲା ପରେ ଏହା ଜଙ୍କସନର ମାନ୍ୟତା ପ୍ରାପ୍ତ ହେଲା । ୧୯୮୩ରେ ଆରମ୍ଭ ହେଇଥିବା ସମ୍ବଲପୁର-ତାଳଚେର ଲାଇନ ୧୯୯୮ରେ ସମ୍ପୂର୍ଣ୍ଣ ହେଲା ପରେ ଏହି ଲାଇନଦ୍ୱାରା ସମ୍ବଲପୁରରୁ ଭୁବନେଶ୍ୱରକୁ ସିଧା ସଳଖ ଯୋଗାଯୋଗ ସମ୍ଭବ ହେଇ ପାରିଛି । ଏବେ ଏହି ମାର୍ଗ ଦେଇ ଭୁବନେଶ୍ୱରକୁ ଉତ୍ତର ଭରତର ବିଭିନ୍ନ ଅଞ୍ଚଳକୁ ଟ୍ରେନ ଶୀଘ୍ର ଯାତାୟତ କରିପାରୁଛି । 

ରେଳ ଅନୁଷ୍ଠାନ 

ନୂତନ ଭାବେ ହେଇଥିବା ପୂର୍ବତଟ ରେଳପଥ ଅଧୀନରେ ସମ୍ବଲପୁର ରେଳ ଦିଭିଜନ ରହିଛି । ଏହାର ମୁଖ୍ୟ ଦପ୍ତର ଭୁବନେଶ୍ୱରଠାରେ ଅଛି । 

ଲାଇନ ଦୋହରିକରଣ ଓ ବିଦ୍ୟୁତିକରଣ

ଟିଟିଲାଗଡ-ସମ୍ବଲପୁର-ଝାରସୁଗୁଡା ରେଳ ପଥ ଓ ସମ୍ବଲପୁର - ଅନୁଗୁଳ ରେଳପଥର ଲାଇନ ଦୋହରିକରଣ ମଧ୍ୟ କରାଯାଇଛି । ଏହି ଲାଇନରେ ବିଦ୍ୟୁତିକରଣ କାର୍ଯ୍ୟ ମଧ୍ୟ କରାଯାଇଛି ।


ଆଧାର 

ବାହାର ଲିଙ୍କ 

Tags:

ସମ୍ବଲପୁର ରେଳ ଷ୍ଟେସନ ଇତିହାସ ସମ୍ବଲପୁର ରେଳ ଷ୍ଟେସନ ଆଧାର ସମ୍ବଲପୁର ରେଳ ଷ୍ଟେସନ ବାହାର ଲିଙ୍କ ସମ୍ବଲପୁର ରେଳ ଷ୍ଟେସନସମ୍ବଲପୁର

🔥 Trending searches on Wiki ଓଡ଼ିଆ:

ଓଡ଼ିଆ କଥାଚିତ୍ର ଜଗତବିଷ୍ଣୁରାଜନୀତି ବିଜ୍ଞାନଚନ୍ଦ୍ରଶେଖର ରଥଇସଲାମ ଧର୍ମପାଲାଜାପାନୀ ଭାଷାଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭର୍ତ୍ତୃହରି ମହତାବଟାଇଫଏଡଛତ୍ରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରଥଆଦିଶଙ୍କରମେଷ (ରାଶି)ଇନକ୍ଲିସିରାନଆମାଜନ୍.କମ୍‌କଥକଳୀଶବ୍ଦ (ଧ୍ୱନି)ପ୍ରସନ୍ନ ଆଚାର୍ଯ୍ୟବିଦ୍ୟାଳୟସାଧୁ ମେହେରରଜଅଚ୍ୟୁତ ସାମନ୍ତରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଗଣନ ସଂଖ୍ୟାଅଇଘରାଓଡ଼ିଆ ଭାଗବତମାସବାଟମଙ୍ଗଳାଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସର୍ବପଲ୍ଲୀ ରାଧାକୃଷ୍ଣନଜଗନ୍ନାଥ ମନ୍ଦିରଗୁଗଲଇଂରାଜୀ ଭାଷାପରିବାରଜଳକୃଷ୍ଣ ଜନ୍ମାଷ୍ଟମୀଚାରି ଧାମଓଡ଼ିଆ ସାହିତ୍ୟବେଲଛଉ ନାଚଏଣ୍ଟ୍ରେକ୍ଟିନିବଦଣ୍ଡ ନାଟଆର୍ଯ୍ୟଭଟ୍ଟରୋହିତ ପୂଜାରୀଇରା ମହାନ୍ତିନିତ୍ୟାନନ୍ଦ ଶତପଥୀଓଡ଼ିଶା ଉଚ୍ଚ ନ୍ୟାୟାଳୟଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାରାବଣଜିନା ସାମଲଦାମୋଦର ରାଉତକାଳୀଚରଣ ପଟ୍ଟନାୟକକଳାହାଣ୍ଡି ଜିଲ୍ଲାଶିଶୁ ଅନନ୍ତ ଦାସଗଙ୍ଗାଧର ମେହେର୨ (ସଂଖ୍ୟା)ରାଶି ଓ ନକ୍ଷତ୍ରଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପବାବୁଶାନ୍ଛ ମାଣ ଆଠ ଗୁଣ୍ଠ (ଓଡ଼ିଆ କଥାଚିତ୍ର)ଦାସକାଠିଆଗୁଲଜାରଦିଗରାଜ ବ୍ରହ୍ମାଗୋଲୋକ ବିହାରୀ ଧଳବିଜୟ ମିଶ୍ରପ୍ରସନ୍ନ ଦାସରେବତୀ (କ୍ଷୁଦ୍ରଗଳ୍ପ)🡆 More