ସମ୍ପଦାନନ୍ଦ ମିଶ୍ର

ସମ୍ପଦାନନ୍ଦ ମିଶ୍ର‌ (ଜନ୍ମ ୧୮ ନଭେମ୍ବର ୧୯୭୧) ଓଡ଼ିଶାର ଜଣେ ସଂସ୍କୃତ ପଣ୍ଡିତ ଏବଂ ବ୍ୟାକରଣ ବିଶେଷଜ୍ଞ । ୨୦୧୨ ମସିହାରେ ଭାରତର ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କଦ୍ୱାରା ତାଙ୍କୁ ସଂସ୍କୃତ ପାଇଁ ମହର୍ଷି ବଦ୍ରାୟନ ବ୍ୟାସ ପୁରସ୍କାର ପ୍ରଦାନ କରାଯାଇଥିଲା ।

ସମ୍ପଦାନନ୍ଦ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ (1971-11-17) ୧୭ ନଭେମ୍ବର ୧୯୭୧ (ବୟସ ୫୨)
ଓଡ଼ିଶା, ଭାରତ
ବୃତ୍ତିସଂସ୍କୃତ ପଣ୍ଡିତ, ସମ୍ପାଦକ ଏବଂ ଲେଖକ
ଭାଷାସଂସ୍କୃତ, ଓଡ଼ିଆ, ଇଂରାଜୀ
ଜାତୀୟତାଭାରତ
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ଶୈଳୀସଂସ୍କୃତ, ଭାରତୀୟ ସାହିତ୍ୟ

ଶିକ୍ଷା

ସମ୍ପଦାନନ୍ଦ ମିଶ୍ର ଉତ୍କଳ ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ସେ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ଭି.କୁଟୁମ୍ବ ଶାସ୍ତ୍ରୀଙ୍କ ଅଧୀନରେ ସଂସ୍କୃତ ବ୍ୟାକରଣରେ ଏମ.ଫିଲ ଗ୍ରହଣ କରିଥିଲେ ଏବଂ ସଂସ୍କୃତ ଓ ମାନବ ଭାଷଅର ବିବର୍ତ୍ତନ ଉପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ସମାପ୍ତ କରିଥିଲେ ।

ବୃତ୍ତି

ସେପ୍ଟେମ୍ବର ୧୯୯୫ରୁ ମାର୍ଚ୍ଚ ୨୦୨୧ ମସିହା ପର୍ଯ୍ୟନ୍ତ ସମ୍ପଦାନନ୍ଦ ମିଶ୍ର ଶ୍ରୀ ଅରବିନ୍ଦ ଫାଉଣ୍ଡେସନ୍ ଫର ଇଣ୍ଡିଆନ୍ କଲଚର (SAFIC), ପୁଡୁଚେରୀର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।

ବନ୍ଦେ ମାତରମ ଲାଇବ୍ରେରୀ

ହିନ୍ଦୁ ଜାତୀୟତାବାଦୀମାନେ ମର୍ଟି କ୍ଲାସିକାଲ୍ ଲାଇବ୍ରେରୀ ଅଫ୍ ଇଣ୍ଡିଆ (MCLI) ବିରୋଧରେ ଆବେଦନ କରିବାର କିଛି ଦିନ ପରେ ସମ୍ପଦାନନ୍ଦ ମିଶ୍ର ସଂସ୍କୃତ ଗ୍ରନ୍ଥଗୁଡ଼ିକର ଅନୁବାଦରେ ଏକ ସ୍ୱଦେଶୀ ଉଦ୍ୟମର ଧାରଣା ଦେଇଥିଲେ; MCLIର କାର୍ଯ୍ୟଗୁଡ଼ିକ ଉଚ୍ଚମାନର ଥିଲେ ହେଁ ସାଂସ୍କୃତିକ ବୁଝାମଣାର ଅଭାବ ରହିଥିଲା । ଏଣୁ ସେ ସଂସ୍କୃତରେ ଉପଲବ୍ଧ ପ୍ରାୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଶାସ୍ତ୍ରକୁ ଅନୁବାଦ କରିବା ପାଇଁ ଏକ ମୁକ୍ତ ଉତ୍ସ ପ୍ରୋଜେକ୍ଟ "ବନ୍ଦେ ମାତରମ ଲାଇବ୍ରେରୀ" ଟ୍ରଷ୍ଟର ସହ-ପ୍ରତିଷ୍ଠା କରିଥିଲେ । ବନ୍ଦେ ମାତରମ ଲାଇବ୍ରେରୀ ଅନୁବାଦ ସହିତ ଅନେକ ଧାର୍ମିକ ଗ୍ରନ୍ଥଖଣ୍ଡ ଏବଂ ଅଣ-ଧାର୍ମିକ ସଂସ୍କୃତ ଗ୍ରନ୍ଥ ପ୍ରକାଶ କରିବାକୁ ଯୋଜନା କରିଛି ।

ଆଧାର

Tags:

ସମ୍ପଦାନନ୍ଦ ମିଶ୍ର ଶିକ୍ଷାସମ୍ପଦାନନ୍ଦ ମିଶ୍ର ବୃତ୍ତିସମ୍ପଦାନନ୍ଦ ମିଶ୍ର ବନ୍ଦେ ମାତରମ ଲାଇବ୍ରେରୀସମ୍ପଦାନନ୍ଦ ମିଶ୍ର ଆଧାରସମ୍ପଦାନନ୍ଦ ମିଶ୍ରପ୍ରତିଭା ପାଟିଲସଂସ୍କୃତ

🔥 Trending searches on Wiki ଓଡ଼ିଆ:

ଶନିଇମେଲଭାନୁଜୀ ରାଓରାମାୟଣସୀତା ବିବାହସୁରେନ୍ଦ୍ର ମହାନ୍ତିଶ୍ରୀଧର ଦାସସୁଦଶା ବ୍ରତବେକ୍ଲୋମେଟାଜୋନ ଡାଇପ୍ରୋପିଓନେଟୟୁରୋପଚନ୍ଦ୍ରସାତକଡ଼ି ହୋତାକାନାଡ଼ାଓଧଅକ୍ଷାଂଶଗୋପାଳ ଚନ୍ଦ୍ର ପ୍ରହରାଜବ୍ରାହ୍ମଣଚେକ୍ ଗଣରାଜ୍ୟଅଚ୍ୟୁତାନନ୍ଦ ଦାସମଧ୍ୟ ଏସିଆହିନ୍ଦୁ ବିବାହ ଅଧିନିୟମ, ୧୯୫୫ଇତିହାସସୁଦାମ ମାରାଣ୍ଡିସୁଶାନ୍ତ ସିଂହଚୈତ୍ରମହାବୀର ଜୈନଶବ୍ଦ (ପଦ)ଜାପାନନବଗୁଞ୍ଜରରସାୟନ ବିଜ୍ଞାନନକ୍ସଲବାଦମଙ୍ଗଳ ପାଣ୍ଡେଅର୍ଥଶାସ୍ତ୍ରରଜମହାଦେଶକର୍କଟ ରୋଗସୁନ୍ଦରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶ୍ରୀ ଅରବିନ୍ଦ୨ ଅପ୍ରେଲଜିନା ସାମଲଦେବଦୁର୍ଲ୍ଲଭ ଦାସଆନିଫ୍ରୋଲୁମାବସୁକୁମାର ସେନଗ୍ରେଗୋରି ପାଞ୍ଜିକଲେରାସ୍ୱର ବର୍ଣ୍ଣତ୍ରିକୋଣମିତିନୋଟା (ଭାରତ)୧୯୭୦୮ ଅପ୍ରେଲପ୍ଲାଟିପସବଲାଙ୍ଗୀରଗଣ୍ଡାଧାତୁ୨୧ଧର୍ମପଖାଳ ଦିବସସ୍ୱସ୍ତିକ୧୯୮୮୭ ଫେବୃଆରୀଲିଙ୍ଗରାଜ ମନ୍ଦିରବିଶ୍ୱ ଘରଚଟିଆ ଦିବସ୨୦୦୬ପ୍ରାଣବନ୍ଧୁ କରଯୁକ୍ତରାଷ୍ଟ୍ର ଆମେରିକାଗଙ୍ଗା ଦଶହରାଅଖିଳ ମୋହନ ପଟ୍ଟନାୟକତମନ୍ନା ବ୍ୟାସକଳିଙ୍ଗ ଯୁଦ୍ଧଚନ୍ଦ୍ରଗୁପ୍ତଭଗବତ ଗୀତା🡆 More