ସବୁଠାରୁ ଦୀର୍ଘ ରାତି

ସବୁଠାରୁ ଦୀର୍ଘ ରାତି ଚନ୍ଦ୍ରଶେଖର ରଥଙ୍କ ରଚିତ ଏକ ଓଡ଼ିଆ ଗପ ସଙ୍କଳନ । ଏହା ୧୯୯୫ ମସିହାରେ ଗ୍ରନ୍ଥମନ୍ଦିର ପ୍ରକାଶନଦ୍ୱାରା ପ୍ରକାଶିତ ହୋଇଥିଲା । କଥାକାର ଚନ୍ଦ୍ରଶେଖର ରଥଙ୍କୁ ଏଥି ପାଇଁ ୧୯୯୭ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ସବୁଠାରୁ ଦୀର୍ଘ ରାତି  
ଲେଖକଚନ୍ଦ୍ରଶେଖର ରଥ
ଦେଶସବୁଠାରୁ ଦୀର୍ଘ ରାତି ଭାରତ
ଭାଷାଓଡ଼ିଆ
ବିଭାଗଗପ ସଙ୍କଳନ
ପ୍ରକାଶକଗ୍ରନ୍ଥମନ୍ଦିର
ପ୍ରକାଶ ତାରିଖ୧୯୯୫

ଏହି ଗଳ୍ପ ସଂକଳନରେ ଥିବା ଗପଗୁଡ଼ିକ :

  • ସବୁଠାରୁ ଦୀର୍ଘରାତି
  • ରୁନିପାଇଁ ନୀରବ ପ୍ରାଥନା
  • ନିମ୍ନ ପାହାଚ
  • ଏଇ ବୋଧେ ଶେଷଦୁଃଖ
  • ଘର ନିଲାମ ହଉଛି
  • ସେ ତୁମ ମା' ପରା !
  • ତିଳିଛି ମହାପାତ୍ର
  • ଦୀନବନ୍ଧୁ ଦାସ
  • ଛୁଇଁଲେ ଉଭାନ ହୋଇଯିବି
  • ବର୍ଷକ ଏକ ଋତୁ : ଋତୁକ ତିନି ଦିନ
  • କମଳେଶ୍ୱରୀ
  • ପ୍ରଶ୍ନବାଚକ

ଆଧାର

ଆହୁରି ଦେଖନ୍ତୁ

Tags:

ଚନ୍ଦ୍ରଶେଖର ରଥ

🔥 Trending searches on Wiki ଓଡ଼ିଆ:

ଭାରତକାହ୍ନୁଚରଣ ମହାନ୍ତିନାନ୨ୟ ଓଡ଼ିଶା ବିଧାନ ସଭାନୂଆ ଦିଲ୍ଲୀଓଡ଼ିଆ ଲିପିରାଧାଜଗନ୍ନାଥଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାQR codeପଦାର୍ଥଓଡ଼ିଆ ସାହିତ୍ୟର ଇତିହାସମୁଁ ରାଜା ତୁ ରାଣୀଓଡ଼ିଶାର ଇତିହାସବିଭୂତି ପଟ୍ଟନାୟକରାବଣଛାୟାଏଚଆଇଭି/ଏଡସଜଗନ୍ନାଥଙ୍କ ବେଶ୧୮ ଅପ୍ରେଲଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାରାମ ନବମୀପଖାଳକୁଷ୍ଠଅଭିମନ୍ୟୁ ସାମନ୍ତସିଂହାରମହାବୀର ଜୈନପିପିଲିମନୋଜ ଦାସସୋଫିଆ ଆଲାମଗୋପାଳ ଛୋଟରାୟପ୍ରସନ୍ନ ଦାସ (ବହୁବିକଳ୍ପ)ପାଲାପ୍ରସନ୍ନ ଦାସଜୈନବାଦମୋହନ ସୁନ୍ଦର ଦେବ ଗୋସ୍ୱାମୀହନୁମାନଭାରତୀୟ ଜନତା ପାର୍ଟିବି. ଆର. ଆମ୍ବେଦକରବୌଦ୍ଧ ଧର୍ମମାଗୁଣିର ଶଗଡ଼ (କଥାଚିତ୍ର)ପରି ମହଲମଙ୍ଗଳା ମନ୍ଦିରକୃପାସିନ୍ଧୁ ମିଶ୍ରଶାରଳା ପୁରସ୍କାରଭୀମାଶଙ୍କର ମନ୍ଦିରମେଷ (ରାଶି)ସୁଭାଷ ଚନ୍ଦ୍ର ବୋଷଇନ୍‌ଫ୍ଲୁଏଞ୍ଜାଆମାଜନ୍.କମ୍‌କମ୍ପ୍ୟୁଟରକାଜାଖସ୍ତାନଗରୁଡ଼ଭୂମିକମ୍ପକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାନାରୀବାଦଦି ଟେଷ୍ଟ ଅଫ ମାଇ ଲାଇଫହରପ୍ରସାଦ ଦାସଶ୍ରୀମନ୍ଦିର ବେଢ଼ା-ଦେବାଦେବୀୟୁ ଟ୍ୟୁବଦାଶରଥି ଦାସପ୍ରାଚୀ ନଦୀଚାନ୍ଦିପୁରଲକ୍ଷ୍ମୀକାନ୍ତ ମହାପାତ୍ରଓଡ଼ଗାଁଯୁକ୍ତରାଜ୍ୟରାଜନୀତି ବିଜ୍ଞାନଦିବ୍ୟସିଂହ ଦେବବୈଶାଖଓଡ଼ିଆ କଥାଚିତ୍ର ଜଗତତେଲକୋଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)🡆 More