ସନ୍ଧ୍ୟା ତାରା: ୧୯୭୭ର ଓଡ଼ିଆ କଥାଚିତ୍ର

ସନ୍ଧ୍ୟା ତାରା, ୧୯୭୭ ମସିହାର ଏକ ଓଡ଼ିଆ କଥାଚିତ୍ର । ଜଣାଶୁଣା ନାଟ୍ୟକାର ଚିନ୍ତାମଣି ଜେନା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଗୋପାଳ ଘୋଷ । ସଙ୍ଗୀତକାର ବାସୁଦେବ ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟି ମୁକ୍ତିଲାଭ କରିପାରିନଥିଲା ।

ସନ୍ଧ୍ୟା ତାରା
ନିର୍ଦ୍ଦେଶକଗୋପାଳ ଘୋଷ
କାହାଣୀଚିନ୍ତାମଣି ଜେନା
କଳାକାରସାମୁଏଲ ସାହୁ
ସୁଜାତା ଆନନ୍ଦ
ନିହାରିକା ସାହୁ
ଅଜିତ ଦାସ
ସଙ୍ଗୀତବାସୁଦେବ ରଥ
ମୁକ୍ତିଲାଭ ତାରିଖ
୧୯୭୭
ଦେଶସନ୍ଧ୍ୟା ତାରା: ଅଭିନୟ, ଗୀତ ଏବଂ ସଙ୍ଗୀତ, ଆଧାର ଭାରତ
ଭାଷାଓଡ଼ିଆ
ଖର୍ଚ୍ଚ୧୦,୨୫,୦୦୦

ବାବି, ସୁଜାତା ଆନନ୍ଦ, ନିହାରିକା, ଅଜିତ ଦାସ, ହେମନ୍ତ ଦାସ, ଜୟା ବି. ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାସୁଦେବ ରଥ । ଗୀତିକାର ଶିବବ୍ରତ ଦାସ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଆଶା ଭୋସଲେ, ମହେନ୍ଦ୍ର କପୁର, ଅମିତ କୁମାର, ଅନୁରାଧା ପୌଡ଼ୱାଲ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ
1."ଝରୁଛି ଏଇ ରାତି" 
2."ମୋତେ ଯିଏ ଯାହା କ‌ହୁ" 
3."ମୁଁ ଯାଇଚି" 
4."ଆହା ନାଚେରା" 

ଆଧାର

ବାହାର ଆଧାର

Tags:

ସନ୍ଧ୍ୟା ତାରା ଅଭିନୟସନ୍ଧ୍ୟା ତାରା ଗୀତ ଏବଂ ସଙ୍ଗୀତସନ୍ଧ୍ୟା ତାରା ଆଧାରସନ୍ଧ୍ୟା ତାରା ବାହାର ଆଧାରସନ୍ଧ୍ୟା ତାରାଚିନ୍ତାମଣି ଜେନା (ନାଟ୍ୟକାର)

🔥 Trending searches on Wiki ଓଡ଼ିଆ:

କାମିନୋ ମିଚିଅଚ୍ୟୁତାନନ୍ଦ ଦାସଗ୍ରହଆଙ୍ଗୋଲାକାଶୀ ବିଶ୍ୱନାଥ ମନ୍ଦିରପ୍ଲୀହାବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପକ୍ଷୀଧର୍ମେନ୍ଦ୍ର ପ୍ରଧାନମୂରଲୀଧର କୁଅଁରଅନୁଗୋଳ ଜିଲ୍ଲା୧୨ ଫେବୃଆରୀବାୟୋନ୍ ମନ୍ଦିରନକ୍ସଲବାଦଇଣ୍ଡୋନେସିଆସ୍ଫୁଲିଙ୍ଗ (କବିତା ସଙ୍କଳନ)ଇନଷ୍ଟାଗ୍ରାମକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଜୈନ ଧର୍ମଚୈତ୍ର୪ ଅପ୍ରେଲସିଂହଜାତୀୟ ସଂସଦ (ଜାପାନ)ରଘୁନାଥ ପରିଚ୍ଛାଉଦ୍‌ଜାନକୁଞ୍ଜବିହାରୀ ଦାଶଇସଲାମ ଧର୍ମଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରନଦୀବକ୍ସି ଜଗବନ୍ଧୁକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଦୁଃଖୀରାମ ସ୍ୱାଇଁପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଚିତ୍ତରଞ୍ଜନ ଦାସପ୍ରହ୍ଲାଦ ନାଟକଭାରତୀୟ ଡାକ ସେବାଶୁକ୍ରବାରଭୁବନେଶ୍ୱରସରସ୍ୱତୀଓଧବ୍ରହ୍ମୋତ୍ରୀ ମହାନ୍ତିପଇସାବେଣୁଧର ରାଉତଭୁବନେଶ୍ୱର ବେହେରାଗଣନ ସଂଖ୍ୟାଭଟଲୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ରତିଭା ଶତପଥୀସଚ୍ଚିଦାନନ୍ଦ ରାଉତରାୟରାଜକିଶୋର ରାୟବିଶ୍ୱନାଥ କରଦୀନନାଥ ପାଠୀଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାସତ୍ୟବାଦୀ ବନ ବିଦ୍ୟାଳୟବଣ୍ଡ (ଅର୍ଥ)ପୋଙ୍ଗଲଦ୍ରୌପଦୀ ମୁର୍ମୁଜୟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨୦୨୨ ଫିଫା ବିଶ୍ୱକପ୍୧୯ ଫେବୃଆରୀରାଜା ରାମମୋହନ ରାୟହଂକଂପକ୍ଷ୧ ସେପ୍ଟେମ୍ବରAnifrolumab🡆 More