ଓଡ଼ିଆ କଥାଚିତ୍ର ସତ୍ୟମେବ ଜୟତେ

ସତ୍ୟମେବ ଜୟତେ, ୨୦୦୮ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ବିରଞ୍ଚି ନାରାୟଣ ପଣ୍ଡା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବସନ୍ତ ସାହୁ କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ସତ୍ୟମେବ ଜୟତେ
ନିର୍ଦ୍ଦେଶକବସନ୍ତ ସାହୁ
ପ୍ରଯୋଜକବିରଞ୍ଚି ନାରାୟଣ ପଣ୍ଡା
ସଂଳାପରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟବସନ୍ତ ସାହୁ
କାହାଣୀବିରଞ୍ଚି ନାରାୟଣ ପଣ୍ଡା
କଳାକାରଆକାଶ ଦାସନାୟକ
ସୋନାଲି ଚକ୍ରବର୍ତ୍ତୀ
ବିଜୟ ମହାନ୍ତି
କୁନା ତ୍ରିପାଠୀ
ଜର୍ଜ ତିଆଡ଼ି
ସୁରେଶ ବଳ
ଅନିତା ଦାସ
ଜ୍ଞାନ ହୋତା
ହରିହର ମହାପାତ୍ର
ସଙ୍ଗୀତସ୍ୱରୂପ ନାୟକ
ଚିତ୍ରଗ୍ରହଣଅଭିରାମ ମିଶ୍ର
ସମ୍ପାଦକଅଶୋକ ଶର୍ମା
ମୁକ୍ତିଲାଭ ତାରିଖ
୨୦୦୮
କଥାଚିତ୍ରର ସମୟ
୧୫୮ ମିନିଟ
ଦେଶଓଡ଼ିଆ କଥାଚିତ୍ର ସତ୍ୟମେବ ଜୟତେ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଆକାଶ ଦାସ ନାୟକ ଓ ସୋନାଲି ଚକ୍ରବର୍ତ୍ତୀ । ବିଜୟ ମହାନ୍ତି, କୁନା ତ୍ରିପାଠୀ, ଜର୍ଜ ତିଆଡ଼ି, ସୁରେଶ ବଳ, ଅନିତା ଦାସ, ଜ୍ଞାନ ହୋତା, ହରିହର ମହାପାତ୍ର, ଭାଗ୍ୟଶ୍ରୀ ଭୂୟାଁ, ସୁନୀତା ଦାସ, ହାଡ଼ୁ, ହର ରଥ, ଅକ୍ଷୟ ବସ୍ତିଆ, ରୂପଶ୍ରୀ ରଥ, ସାନୁ ରଥ, ରବି ମିଶ୍ର, ସାଗରିକା ପଣ୍ଡା, ନୀଳମଣି, ପ୍ରସନ୍ନ ପାତ୍ର, ନିରଞ୍ଜନ ଦାସ, ସୁର ମହାରଣା, ଅମର ବାନାର୍ଜୀ, ଧୀର ବାସା, ବାବୁ ପ୍ରଧାନ, ବୁଲେଟ ମହାନ୍ତି, ଦେବୁ ବୋଷ, ସଲିଲ ମିତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ସ୍ୱରୂପ ନାୟକ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତ ରଚନା କରିଥିଲେ । କୁମାର ବାପି, ଜ୍ଞାନ ହୋତା, ତପୁ ମିଶ୍ର, ମୀରା ମିଶ୍ର, ଆଶୀର୍ବାଦ ମୁଦୁଲି, ସ୍ୱରୂପ ନାୟକ, ଟି. ସୌରୀ ଆଦି କଣ୍ଠଶିଳ୍ପୀମାଏ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ

ଆଧାର

ବାହାର ଆଧାର

Tags:

ଓଡ଼ିଆ କଥାଚିତ୍ର ସତ୍ୟମେବ ଜୟତେ ଅଭିନୟଓଡ଼ିଆ କଥାଚିତ୍ର ସତ୍ୟମେବ ଜୟତେ କାହାଣୀଓଡ଼ିଆ କଥାଚିତ୍ର ସତ୍ୟମେବ ଜୟତେ ଗୀତ ଏବଂ ସଙ୍ଗୀତଓଡ଼ିଆ କଥାଚିତ୍ର ସତ୍ୟମେବ ଜୟତେ ଆଧାରଓଡ଼ିଆ କଥାଚିତ୍ର ସତ୍ୟମେବ ଜୟତେ ବାହାର ଆଧାରଓଡ଼ିଆ କଥାଚିତ୍ର ସତ୍ୟମେବ ଜୟତେ

🔥 Trending searches on Wiki ଓଡ଼ିଆ:

୩୧ ମାର୍ଚ୍ଚବୀଜାଣୁବି. ଆର. ଆମ୍ବେଦକରଶାରଳା ପୁରସ୍କାରଫାଇଲିନଇଲନ ମସ୍କଶ୍ୟାମସୁନ୍ଦର କରବିନାୟକ ଦାମୋଦର ସାବରକରବିଶ୍ୱନାଥ କରସଚ୍ଚିଦାନନ୍ଦ ରାଉତରାୟଓଡ଼ିଶା ବିଧାନ ସଭାପୁରୁଣିବୃସେଲ୍ସଉପେନ୍ଦ୍ର ଭଞ୍ଜସାମସଙ୍ଗମୋରୋକ୍କୋମହିଳା ଯୌନାଙ୍ଗ ଛେଦନଭୀମ ପୃଷ୍ଟିଯଶୋବନ୍ତ ଦାସକଳସା ଚଉତିଶାମନମୋହନ ସାମଲମହାତ୍ମା ଗାନ୍ଧୀବିରି୧ ଜୁଲାଇଅବସାଦସତ୍ୟ ସାଇ ବାବାଜୀବନାନନ୍ଦ ପାଣିକୁଞ୍ଜବିହାରୀ ଦାଶଓଡ଼ିଶାର ପର୍ବପର୍ବାଣିସାଉଦି ଆରବପ୍ରମୁଖ ଅବସାଦ ବେମାରୀଓଡ଼ିଶା ସରକାରଦ୍ରୌପଦୀ ମୁର୍ମୁଗୁଗଲଉତ୍କଳ ସମ୍ମିଳନୀକୁନ୍ତଳା କୁମାରୀ ସାବତ୧୬୬୨ପଞ୍ଚଲିଙ୍ଗେଶ୍ଵର ମନ୍ଦିରଚନ୍ଦନ ବୋଡ଼ାଉଇକିକଥାପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷନବୀନ ପଟ୍ଟନାୟକ୭ (ସଂଖ୍ୟା)ଅମୃତାୟନମାନସିକ ରୋଗ୧୯୬୦ନମିତା ଅଗ୍ରୱାଲଓଡ଼ିଆ ଲିପିଜୀବ ବିଜ୍ଞାନବ୍ରାହ୍ମ ସମାଜ୨୦୧୧ କ୍ରିକେଟ ବିଶ୍ୱ କପଯାଯାବର (୧୯୭୫ର କଥାଚିତ୍ର)ତୁମ ପରି ଛୋଟ ପିଲାଟିଏକାଳିନ୍ଦୀ ଚରଣ ପାଣିଗ୍ରାହୀଭାରତର ସଂସ୍କୃତିଯୌନ ସମ୍ଭୋଗଶାନ୍ତନୁ କୁମାର ଆଚାର୍ଯ୍ୟତାଜିକିସ୍ତାନଚିଲିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଓଡ଼ିଆ କବି ମାନଙ୍କର ତାଲିକାଆସାମଡାଇନୋସରପ୍ରତୀକ୍ଷାମୁକ୍ତେଶ୍ଵର ଦେଉଳବେଲ🡆 More