ସତ୍ୟବାଦୀ ବନ ବିଦ୍ୟାଳୟ

ସତ୍ୟବାଦୀ ବନ ବିଦ୍ୟାଳୟ ଭାରତର ପ୍ରଥମ ମୁକ୍ତ ବିଦ୍ୟାଳୟ । ଏହି ଶିକ୍ଷାନୁଷ୍ଠାନଟି ୧୨ ଅଗଷ୍ଟ ୧୯୦୯ ମସିହାରେ ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, କୃପାସିନ୍ଧୁ ମିଶ୍ର , ପଣ୍ଡିତ ଲିଙ୍ଗରାଜ ମିଶ୍ର , ଆଚାର୍ଯ୍ୟ ହରିହର , ନନ୍ଦ କିଶୋର ଦାସଙ୍କ ମିଳିତ ପ୍ରଚେଷ୍ଟାରେ ପ୍ରତିଷ୍ଠିତ ହୋଇଥିଲା। ସେ ସମୟରେ ଓଡ଼ିଶାର ଜଣାଶୁଣା ପଣ୍ଡିତ ଜ୍ଞାନୀ ଦେଶଭକ୍ତମାନେ ଏହି ବିଦ୍ୟାଳୟର ଶିକ୍ଷକ ଥିଲେ । ଓଡ଼ିଶାର ସବୁ ଅଞ୍ଚଳରୁ, ବହୁ ଦୂରଦୂରାନ୍ତରୁ ପିଲାମାନେ ଆସି ପଢ଼ୁଥିଲେ ।

ସତ୍ୟବାଦୀ ବନ ବିଦ୍ୟାଳୟ
ବନ ବିଦ୍ୟାଳୟ

ଭାରତର ଚାରିଆଡେ ଏହି ବିଦ୍ୟାଳୟର ଖ୍ୟାତି ରହିଥିଲା । ସେ ସମୟର ବଡ଼ବଡ଼ ଶିକ୍ଷାବିତ୍, ମାନ୍ୟଗଣ୍ୟ ବ୍ୟକ୍ତି ବିଦ୍ୟାଳୟକୁ ଦେଖିବାକୁ ଆସୁଥିଲେ । ବିଦ୍ୟାଳୟ ପରିଚାଳନା କାର୍ଯ୍ୟ ଦେଖି ପ୍ରଶଂସା କରୁଥିଲେ ।

ତତ୍କାଳୀନ ବିହାର-ଓଡ଼ିଶାର ଇଂରେଜ ଶାସକ ସାର 'ଏଡ଼ୱାର୍ଡ ଗେଟ' ଶିକ୍ଷା ବିଭାଗର ଡିରେକ୍ଟର ଡିଉକ, କଲିକତା ବିଶ୍ୱବିଦ୍ୟଳୟର ସୁନାମଧନ୍ୟ କୁଳପତି 'ସାର ଆଶୁତୋଷ ମୁଖାର୍ଜୀ', ଅଧ୍ୟାପକ 'ଯୋଗେଶ ଚନ୍ଦ୍ର ରାୟ ବିଦ୍ୟାନିଧି' (ଓଡ଼ିଶାର ପ୍ରଖ୍ୟାତ ଜ୍ୟୋତିଷ ମହାମୋହପାଧ୍ୟାୟ ଚନ୍ଦ୍ରଶେଖର ସାମନ୍ତ ସିଂହ ଓ ତାଙ୍କ ପ୍ରଣୀତ ପ୍ରସିଦ୍ଧ 'ସିଦ୍ଧାନ୍ତ ଦର୍ପଣ' ପୁସ୍ତକକୁ ଯିଏ ଲୋକ ଲୋଚନକୁ ଆଣିଥିଲେ) ପ୍ରମୁଖ ମନୀଷିମାନେ ଏହି ସ୍କୁଲକୁ ପ୍ରଶଂସା କରିଥିଲେ ।

ଆଧାର

Tags:

ଆଚାର୍ଯ୍ୟ ହରିହରକୃପାସିନ୍ଧୁ ମିଶ୍ରଗୋଦାବରୀଶ ମିଶ୍ରଗୋପବନ୍ଧୁ ଦାସନନ୍ଦ କିଶୋର ଦାସନୀଳକଣ୍ଠ ଦାସଲିଙ୍ଗରାଜ ମିଶ୍ର

🔥 Trending searches on Wiki ଓଡ଼ିଆ:

କୋରାପୁଟ ଜିଲ୍ଲାଉତ୍କଳ ସମ୍ମିଳନୀବିଶ୍ୱଜିତ ଦାସଦକ୍ଷିଣ କୋରିଆଅରୁଣ କୁମାର ପତିଧ୍ରୁବୀୟ ଜ୍ୟୋତିଅଯୋଧ୍ୟାସିପାହୀ ବିଦ୍ରୋହଲକ୍ଷ୍ମୀ ପ୍ରତିମାବିଶ୍ୱତାପନସମ୍ବାଦରାଜନୀତି ବିଜ୍ଞାନଲକ୍ଷ୍ମୀବାଇ ତିଳକକଇଁଛପ୍ରାଚୀନ ମିଶରଚିନ୍ତାମଣି ବେହେରାପୁଷ୍ଟିସାରଶିଶୁ ଅନନ୍ତ ଦାସରେଙ୍ଗାଳୀ ବନ୍ଧମହା ଶିବରାତ୍ରୀମୁକ୍ତିକାନ୍ତ ମଣ୍ଡଳଲୋକନାଥ ମନ୍ଦିରପ୍ରତୀକ୍ଷାକଲେରାଗଜପତି ସାମ୍ରାଜ୍ୟରକ୍ତ ଶର୍କରା ସ୍ତରଅର୍ଥଶାସ୍ତ୍ରଭାରତୀୟ ଡାକ ସେବାମିଶନ ଶକ୍ତିରାମବାଗ ପ୍ୟାଲେସପ୍ରବାସୀ ଶ୍ରମିକସ୍ୱଚ୍ଛ ଭାରତ ଅଭିଯାନଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସଶକ୍ତିବକ୍ସି ଜଗବନ୍ଧୁଫକୀର ମୋହନ ସେନାପତିରାଜକନିକାରାମ ମନ୍ଦିର, ଜୁଣିଆରଥଯାତ୍ରାଗର୍ଭାବସ୍ଥାଅଶୋକ (ସମ୍ରାଟ)Vigabatrinଗୀତଗୋବିନ୍ଦଓଡ଼ିଶାଜାତୀୟ ଯୁବ ଦିବସ (ଭାରତ)ଓଡ଼ିଆ କଥାଚିତ୍ର ଜଗତନିକୋଲା ଟେସ୍‌ଲାରମାକାନ୍ତ ରଥଆଜ୍‌ମାଭି. କାର୍ତ୍ତିକେୟ ପାଣ୍ଡିଆନକୋଇଲି ଚଉତିଶାପ୍ରମୁଖ ସଂଖ୍ୟାଲଘୁକିରଣ ବେଦୀପାରାଦୀପ ବନ୍ଦରସ୍ତନଯକୃତ୧୩ ଫେବୃଆରୀହୋଲିକୁକୁରShakuntala Deviଓଡ଼ିଆ କବି ମାନଙ୍କର ତାଲିକାହରଗୋବିନ୍ଦ ଖୁରାନାକେନ୍ଦ୍ରାପଡ଼ା ଜିଲ୍ଲାପ୍ରଦୂଷଣଶୁକ୍ରଇଣ୍ତିଆ ଗେଟଚନ୍ଦ୍ରଶେଖର ଭେଙ୍କଟ ରମଣଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାମସ୍ତିଷ୍କଭୁବନେଶ୍ୱର ବେହେରାଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାପଦାର୍ଥ ବିଜ୍ଞାନ🡆 More