ବିଧାନ ସଭା ନିର୍ବାଚନ ମଣ୍ଡଳୀ ସତ୍ୟବାଦୀ

ସତ୍ୟବାଦୀ (କ୍ରମିକ ସଂଖ୍ୟା: ୧୦୯) ପୁରୀ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ସତ୍ୟବାଦୀ ବ୍ଳକ ଓ କଣାସ ବ୍ଳକ ।

ସତ୍ୟବାଦୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୧,୭୩୦
ଜିଲ୍ଲା: ପୁରୀ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ପୁରୀ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଉମାବଲ୍ଲଭ ସାମନ୍ତରାୟ ବିଜୁ ଜନତା ଦଳ ପ୍ରାର୍ଥୀ ରମାରଞ୍ଜନ ବଳିୟାର ସିଂଙ୍କଠାରୁ ୧୫୩୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପ୍ରସାଦ କୁମାର ହରିଚନ୍ଦନ, ବିଜୁ ଜନତା ଦଳ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କଠାରୁ ୮,୨୮୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ସତ୍ୟବାଦୀ
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ପ୍ରସାଦ କୁମାର ହରିଚନ୍ଦନ ୪୪,୮୬୨ ୩୫.୫୬ -
ବିଜଦ ଉମାକାନ୍ତ ସାମନ୍ତରାୟ ୩୬,୫୮୨ ୨୯.୦୦ -
ସ୍ୱାଧୀନ ରାମ ରଞ୍ଜନ ବଳିଆରସିଂହ ୩୧,୯୮୭ ୨୫.୩୫ -
ଭାଜପା କୃଷ୍ଣ ଚନ୍ଦ୍ର ଜଗଦେବ ୭,୯୧୪ ୬.୨୭ -
ବସପା ଅଶ୍ୱିନୀ ନନ୍ଦ ୧,୩୩୧ ୧.୦୫ -
ସ୍ୱାଧୀନ ଲକ୍ଷ୍ମୀନାରାୟଣ ମିଶ୍ର ୮୦୩ ୦.୬୪ -
ଏଜେଏସୟୁ ପାର୍ଟି ମାନସ ରଞ୍ଜନ ପାତ୍ର ୫୨୬ ୦.୪୨ -
ସିପିଆଇ(ମାଲେ) ଲିବରେସନ ଯୁଧିଷ୍ଠିର ମହାପାତ୍ର ୪୯୭ ୦.୩୯ -
ରିସୋପା ପ୍ରସନ୍ନ ବେହେରା ୪୯୦ ୦.୩୯ -
ସମୃଦ୍ଧ ଓଡ଼ିଶା ସତ୍ୟ ନାରାୟଣ ପଟ୍ଟନାୟକ ୪୭୮ ୦.୩୮ -
ସ୍ୱାଧୀନ ସୁକାନ୍ତ କିଶୋର ସାମନ୍ତରାୟ ୪୦୧ ୦.୩୨ -
ସ୍ୱାଧୀନ ଗୋବିନ୍ଦ ଚନ୍ଦ୍ର ମହାପାତ୍ର ୨୯୪ ୦.୨୩ -
ଭୋଟ ବ୍ୟବଧାନ ୮,୨୮୦ ୬.୫୬* -
ମତଦାନ ହାର ୧,୨୬,୧୬୫ ୭୦.୯୬ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

ବାହାର ତଥ୍ୟ

Tags:

ବିଧାନ ସଭା ନିର୍ବାଚନ ମଣ୍ଡଳୀ ସତ୍ୟବାଦୀ ୨୦୦୯ ନିର୍ବାଚନ ଫଳାଫଳବିଧାନ ସଭା ନିର୍ବାଚନ ମଣ୍ଡଳୀ ସତ୍ୟବାଦୀ ନିର୍ବାଚିତ ବିଧାୟକଗଣବିଧାନ ସଭା ନିର୍ବାଚନ ମଣ୍ଡଳୀ ସତ୍ୟବାଦୀ ଆଧାରବିଧାନ ସଭା ନିର୍ବାଚନ ମଣ୍ଡଳୀ ସତ୍ୟବାଦୀ ବାହାର ତଥ୍ୟବିଧାନ ସଭା ନିର୍ବାଚନ ମଣ୍ଡଳୀ ସତ୍ୟବାଦୀଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାପୁରୀ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

୦ (ମସିହା)ଏସ୍. ସୋମନାଥସୁଦର୍ଶନ ପଟ୍ଟନାୟକଦେବୀ ନଦୀରେଢ଼ାଖୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସମ୍ବଲପୁର ଜିଲ୍ଲାଭାରତବୀର ସୁରେନ୍ଦ୍ର ସାଏଯାଜପୁର ଜିଲ୍ଲାରଜଜହ୍ନମାମୁଁମହାଭାରତହିନ୍ଦୁସ୍ତାନ ପେଟ୍ରୋଲିୟମବାଲେଶ୍ୱର ଜିଲ୍ଲାଚକ୍ରବର୍ତ୍ତୀ ରାଜଗୋପାଳାଚାରୀଚରକସାରଳା ଦାସନରେନ୍ଦ୍ର ମୋଦୀନିରଞ୍ଜନ ପଟ୍ଟନାୟକଅଷ୍ଟ୍ରେଲିଆମାୟାଧର ମାନସିଂହତେନ୍ତୁଳିଗୋପାଳକୃଷ୍ଣ ପଟ୍ଟନାୟକ୨୪ ଅପ୍ରେଲମନେ ମନେ ମନ ଖୋଜୁଥିଲାଜୟ ଜଗନ୍ନାଥଭକ୍ତ ଚରଣ ଦାସହିନ୍ଦୁ ଧର୍ମଜୟନ୍ତ ମହାପାତ୍ରସମ୍ବାଦ (ଖବରକାଗଜ)ବିଜୁ ଜନତା ଦଳଫେବୃଆରୀସୈଫ ଅଲ୍ଲୀ ଖାନଆତ୍ମହତ୍ୟା୧୮୭୪ମାଉସଭୁବନେଶ୍ୱର ରେଳ ଷ୍ଟେସନମହା ଶିବରାତ୍ରିସାରଦା ଦେବୀବନମାଳୀ ଦାସଯାଜପୁରଫେସୋଟେରୋଡାଇନଭାରତର ସଂସ୍କୃତିନୀଳମାଧବ ମନ୍ଦିରଚିଲିକା (ବହୁବିକଳ୍ପ)ପ୍ରାଣବନ୍ଧୁ କରଲୋକ ସଭାଭିଏନାମେଲାଟୋନିନଶୈଳବାଳା ଦାସମିନତି ମିଶ୍ରଆଲାନ ଟ୍ୟୁରିଙ୍ଗନଅଙ୍କ ଦୁର୍ଭିକ୍ଷରଥଯାତ୍ରା୧୮୧୮ବଳରାମ ଦାସଇଂରାଜୀ ଭାଷାଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିକଳାପାହାଡ଼ମୟୂରଭଞ୍ଜ ଜିଲ୍ଲାହାଡ଼ଫୁଟିଜଗତସିଂହପୁର ଜିଲ୍ଲାଗୁଗଲଗୁରୁ ପ୍ରସାଦ ମହାନ୍ତିସାପମହାବୀର ଜୈନଏଲ ସାଲଭାଡୋରସୁନା🡆 More