ଓଡ଼ିଆ କଥାଚିତ୍ର ଶ୍ରୀ ଜଗନ୍ନାଥ

ଶ୍ରୀ ଜଗନ୍ନାଥ - ୧୯୫୦ରେ ମୁକ୍ତିଲାଭ କରିଥିବା ଏକ ପୌରାଣିକ ଓଡ଼ିଆ କଥାଚିତ୍ର । ଓଡ଼ିଆ ଭାଷାରେ ଏହା ହେଉଛି ତୃତୀୟ କଥାଚିତ୍ର (ମୁକ୍ତିଲାଭ ଅନୁସାରେ) । ଶ୍ରୀଜଗନ୍ନାଥ ସଂସ୍କୃତି ଓ ଐତିହ୍ୟ ଉପରେ ଏହି କଥାଚିତ୍ରଟି ଆଧାରିତ ହୋଇଥିଲା ।

ଶ୍ରୀ ଜଗନ୍ନାଥ
ଓଡ଼ିଆ କଥାଚିତ୍ର ଶ୍ରୀ ଜଗନ୍ନାଥ
ନିର୍ଦ୍ଦେଶକଚିତ୍ତରଞ୍ଜନ ମିତ୍ର
ପ୍ରଯୋଜକସୁରେନ୍ଦ୍ର କୁମାର ଦାସ
ଚିତ୍ରନାଟ୍ୟଗୋପାଳ ଛୋଟରାୟ
କାହାଣୀଅଶ୍ୱିନୀ କୁମାର ଘୋଷ
କଳାକାରଗୋପାଳ ଘୋଷ, ଗ୍ଲୋରିଆ ମହାନ୍ତି
ସଙ୍ଗୀତବାଳକୃଷ୍ଣ ଦାସ, ରଣଜିତ ରାୟ
ମୁକ୍ତିଲାଭ ତାରିଖ
୨ ଫେବୃଆରୀ ୧୯୫୦
ଦେଶଭାରତ
ଭାଷାଓଡ଼ିଆ
ଖର୍ଚ୍ଚପ୍ରାୟ ୪,୦୦,୦୦୦ ଟଂକା

ଅଭିନୟରେ

ଓଡ଼ିଆ କଥାଚିତ୍ର ‘ଶ୍ରୀ ଜଗନ୍ନାଥ’ରେ ଅଭିନୟ କରିଥିବା କଳାକାର ହେଲେ:

ଏଥିରେ ଚପଳା ନାୟକ (ପାର୍ବତୀ ଘୋଷ) ଶିଶୁ କଳାକାର ଭାବେ ପ୍ରଥମେ ଅଭିନୟ କରିଥିଲେ ।

ଆଧାର

ବାହାର ଆଧାର

Tags:

🔥 Trending searches on Wiki ଓଡ଼ିଆ:

ରିକେଟରାଉରକେଲାସାମାଜିକ ବିଜ୍ଞାନପ୍ଲୀହାଭାରତ ସରକାରକୁନ୍ତଳା କୁମାରୀ ସାବତବେଙ୍ଗ୧୫ ଅପ୍ରେଲବିଦ୍ୟାଳୟବିଜୁ ପଟ୍ଟନାୟକଚିନ୍ତାମଣି ମହାନ୍ତିବୀଜାଣୁପ୍ରସନ୍ନ କୁମାର ପାଟ୍ଟଶାଣୀଭାରତୀୟ ଜାତୀୟ କଂଗ୍ରେସମଧୁସୂଦନ ଦାସସ୍ୱସ୍ତିକକଟକ ଜିଲ୍ଲାଆଲେକ୍‌ଜାଣ୍ଡର୍ ମହାନଗୋଦାବରୀଶ ମିଶ୍ରଫତୁରାନନ୍ଦଜଣ୍ଡିସ୍ଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବଳରାମ ଦାସ୧୯୯୦ମାଲଟାରାମଚନ୍ଦ୍ର ବେହେରାଶିମିଳିପାଳ ଜାତୀୟ ଉଦ୍ୟାନଆଣ୍ଟିଅକ୍ସିଡାଣ୍ଟକଣ୍ଡୋମଗୁରୁପକ୍ଷୀଶିବସୁଦର୍ଶନ ପଟ୍ଟନାୟକବିଭୂତି ପଟ୍ଟନାୟକଶ୍ୱେତସାରଜିନା ସାମଲଗୌତମ ବୁଦ୍ଧବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନବୀନ ପଟ୍ଟନାୟକଓଡ଼ିଆ ଭାଗବତବାୟୋନ୍ ମନ୍ଦିରବେଦଉଇକିକଥାଭୂମିକମ୍ପକାଳୀଚରଣ ପଟ୍ଟନାୟକ୭ ଅପ୍ରେଲସୁରେନ୍ଦ୍ର ମହାନ୍ତିଅର୍ଥଶାସ୍ତ୍ରଦେଓମାଳୀଓଡ଼ିଆଇଣ୍ଟରନେଟବଣ୍ଡ (ଅର୍ଥ)ବାସନ୍ତୀଭାରତୀୟ ଡାକ ସେବାଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଯୌନ ସମ୍ଭୋଗଶୈଳବାଳା ଦାସରାଧାନାଥ ରାୟକଲମ୍ବିଆବୈଦେହୀଶ ବିଳାସଆନନ୍ଦ ବାବୁସିନାପାଲିବେଣୁଧର ରାଉତ🡆 More