ଶ୍ରୀଧର ସ୍ୱାମୀ

ଶ୍ରୀଧର ସ୍ୱାମୀ ଜଣେ ଭାରତୀୟ ସାଧକ ଓ ଟୀକାକାର ଥିଲେ । ସେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ନୃସିଂହଙ୍କର ଉପାସକ ଥିଲେ ଓ ଭାବାର୍ଥ ଦୀପୀକା ଓ ଭଟ୍ଟି ଆଦି ଗ୍ରନ୍ଥ ରଚନା କରିଥିଲେ । କେତେକଙ୍କ ମତରେ ସେ ବିଷ୍ଣୁସ୍ୱାମୀ ସମ୍ପ୍ରଦାୟର ବୈଷ୍ଣବ ଥିଲେ । ଏହି ସମ୍ପ୍ରଦାୟରେ କବି ଜୟଦେବ ଓ ବଲ୍ଲଭାଚାର୍ଯ୍ୟ ମଧ୍ୟ ଥିଲେ । ଏମାନେ ଶୁଦ୍ଧାଦ୍ୱୈତ ବାଦର ପ୍ରଚାରକ ଥିଲେ ।

ଶ୍ରୀଧର ସ୍ୱାମୀ
ଜନ୍ମ୧୩୦୧ ଖ୍ରୀଷ୍ଟାବ୍ଦ
ମୟୁରଗ୍ରାମ, ରେମୁଣା, ବାଲେଶ୍ୱର, ଓଡ଼ିଶା
ମୃତ୍ୟୁ୧୩୭୩ ଖ୍ରୀଷ୍ଟାବ୍ଦ
ଅନ୍ୟ ନାମଟୀକା ଶ୍ରୀଧର
ବୃତ୍ତିପୌରାଣିକ କବି
ଉଲ୍ଲେଖନୀୟ କୃତିଓଡ଼ିଆ ଭାଗବତର ଟୀକା


ଜୀବନ କାଳ

ଶ୍ରୀଧର ସ୍ୱାମୀ ଓଡ଼ିଶାର ବାଲେଶ୍ୱର ଜିଲାର ରେମୁଣା ନିକଟରେ ଥିବା ମରେଇ ଗାଁ(ମୟୁରଗ୍ରାମ)ରେ ୧୪ଶ ଶତକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଭକ୍ତିଭାବ ଯୋଗୁଁ ପରେ ପୁରୀଠାରେ ଗୋବର୍ଧନ ପୀଠରେ ମହନ୍ତ ଭାବରେ ତାଙ୍କୁ ବଛାଯାଇଥିଲା ।

ରଚନାବଳୀ

  • ଶ୍ରୀମଦ ଭଗବଦଗୀତାର ସୁବୋଧିନୀ ଟୀକା
  • ଶ୍ରୀମଦ ଭାଗବତର ଭାବାର୍ଥ ଦୀପିକା ଟୀକା
  • ବିଷ୍ଣୁ ପୁରାଣର ଆତ୍ମପ୍ରକାଶ ଟୀକା
  • ବାଳବୋଧିନୀ ଟୀକା
  • ପଦାର୍ଥ ପ୍ରକାଶିକା
  • ବେଦ ସ୍ମୃତି ଟୀକା
  • ଅଥର୍ବ ବେଦର କର୍ମସମୂଚ୍ଚୟ ଟୀକା
  • ବ୍ରଜବିହାର କବିତା

ବାଣୀ

ଦ୍ରଷ୍ଟବ୍ୟ

ବାହାର ଲିଙ୍କ

Tags:

ଶ୍ରୀଧର ସ୍ୱାମୀ ଜୀବନ କାଳଶ୍ରୀଧର ସ୍ୱାମୀ ରଚନାବଳୀଶ୍ରୀଧର ସ୍ୱାମୀ ବାଣୀଶ୍ରୀଧର ସ୍ୱାମୀ ଦ୍ରଷ୍ଟବ୍ୟଶ୍ରୀଧର ସ୍ୱାମୀ ବାହାର ଲିଙ୍କଶ୍ରୀଧର ସ୍ୱାମୀଓଡ଼ିଶାନୃସିଂହବାଲେଶ୍ୱର ଜିଲ୍ଲାଭାରତ

🔥 Trending searches on Wiki ଓଡ଼ିଆ:

Globe ruptureଶ୍ରୀଧର ଦାସସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିରାମାୟଣବଡ଼ିଜୟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କିଶୋରୀ ଚରଣ ଦାସସ୍ୱସ୍ତିକଶକ୍ତି ପୀଠଓଡ଼ିଆ ସାହିତ୍ୟର ଇତିହାସକଳିଙ୍ଗ ଯୁଦ୍ଧଉଦ୍‌ବେଗଅରବିନ୍ଦ କେଜରିୱାଲବାଲେଶ୍ୱରବୀଜାଣୁରାଜନୀତି ବିଜ୍ଞାନଏମିତି ଭାଇ ଜଗତେ ନାହିଁଶନିସମ୍ବଲପୁରଆସନଜ୍ଞାନକୋଷବୀର ସୁରେନ୍ଦ୍ର ସାଏଲକ୍ଷ୍ମୀକାନ୍ତ ମହାପାତ୍ରମଣିଷଓଡ଼ିଆ ଖାଦ୍ୟଟୋକିଓଓଡ଼ିଶାର ଦୋଳଯାତ୍ରାମାଳତୀ ଚୌଧୁରୀହିନ୍ଦୁ ବିବାହ ଅଧିନିୟମ, ୧୯୫୫ଭୁବନେଶ୍ୱରସ୍ୱର ବର୍ଣ୍ଣଓଡ଼ିଶା ବିଧାନ ସଭାବୈକୁଣ୍ଠନାଥ ପଟ୍ଟନାୟକସଂସଦୀୟ ଗଣତନ୍ତ୍ରଯମୁନାମଧୁସୂଦନ ଦାସଉଇକିକଥାଗଙ୍ଗାଧର ମେହେରଅମୃତଭଣ୍ଡାମୂରଲୀଧର କୁଅଁରଦଅଣାଲୁଣମହେଶ ସାହୁହୃଷୀକେଶ ପଣ୍ଡାଚିକିତ୍ସା ବିଜ୍ଞାନଉପବାସନବଗୁଞ୍ଜରଅଶୋକ ସମ୍ରାଟଲୋସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡକଲେରାଜ୍ୟୈଷ୍ଠବିଶ୍ୱନାଥ କରକୁଞ୍ଜବିହାରୀ ତ୍ରିପାଠୀରାଜା ରାମମୋହନ ରାୟମାର୍ଚ୍ଚଗୋକୁଳାନନ୍ଦ ମହାପାତ୍ରଗଣ୍ଡାତିର୍ଥେଶ୍ୱର ଶିବ ମନ୍ଦିରଭାସ୍କୋ ଡା ଗାମାସତୀ (ହିନ୍ଦୁ ଦେବୀ)ଗୋପୀନାଥ ମହାନ୍ତିଜୈନ ଧର୍ମସାମାଜିକ ବିଜ୍ଞାନସୁଦାମ ମାରାଣ୍ଡିସୌର ଜଗତଓଡ଼ିଶାଦାମୋଦର ରାଉତଗଣନ ସଂଖ୍ୟା🡆 More