ଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟ

ଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟ ଏକ ଓଡ଼ିଆ ଧର୍ମ ସମ୍ବନ୍ଧିତ ବହି । ଏହା ନିରଞ୍ଜନ ସାହୁ, ଶ୍ୟାମସୁନ୍ଦର ଦାସଙ୍କଦ୍ୱାରା ସଂକଳିତ ତଥା ଅଚ୍ୟୁତବାଣୀ ପ୍ରକାଶନୀ, କଟକରୁ ୱାରା ୨୦୧୫ ମସିହାରେ ପ୍ରକାଶିତ ହୋଇଥିଲା । ପଞ୍ଚସଖା ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଶିଶୁ ଅନନ୍ତ ଦାସ ଓ ଯଶୋବନ୍ତ ଦାସଙ୍କ ସାହିତ୍ୟିକ ରଚନାବଳୀ, ସାରଳା ଦାସଙ୍କ ପରବର୍ତ୍ତୀ ଓଡ଼ିଆ ସାହିତ୍ୟ ବାବଦରେ ବର୍ଣ୍ଣନା, ପଞ୍ଚସଖାଙ୍କ ସାଧନା, ଜୀବନ ଦର୍ଶନ, ସମାଜ ସଚେତନତା, ଶୂନ୍ୟବାଦୀ ଉପାସନ ଆଦି ଧାର୍ମିକ ବିଶ୍ୱାସ ଆଦିର ସମୀକ୍ଷାକୁ ନେଇ ଏହି ବହିଟି ରଚିତ । ଏଥିରେ ହରିବଂଶ ଓ ଓଡ଼ିଶାର ସାମାଜିକ ଭକ୍ତି ସଂଗଠନ, ପଞ୍ଚସଖା ସାହିତ୍ୟରେ ସଗୁଣ ଓ ନିର୍ଗୁଣର ସମନ୍ୱୟ, ଗୀତଗୋବିନ୍ଦ, ଅଚ୍ୟୁତାନନ୍ଦଙ୍କ ଜୀବନୀ, ଉତ୍କଳର ସନ୍ଥ ଓ ମାଳିକା ସାହିତ୍ୟ, ନାମ ଭଜନ ଆଦିର ସମୀକ୍ଷା, ଓ ପଞ୍ଚସଖାଙ୍କ ବିରଳ ରଚନାଗୁଡ଼ିକ ସମ୍ପର୍କରେ ସୂଚନା ସହ କିଛି ଲୋକପ୍ରିୟ ରଚନା ଏଥିରେ ସ୍ଥାନୀତ ।

ଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟ  
ଲେଖକନିରଞ୍ଜନ ସାହୁ ଓ ଶ୍ୟାମସୁନ୍ଦର ଦାସ
ଭାଷାଓଡ଼ିଆ
ବିଭାଗଧାର୍ମକ
ପ୍ରକାଶକଅଚ୍ୟୁତବାଣୀ ପ୍ରକାଶନୀ, କଟକ
ପ୍ରକାଶ ତାରିଖ୨୦୧୫
ମାଧ୍ୟମ ପ୍ରକାରଛପାବହି

ଆଧାର

Tags:

ଅଚ୍ୟୁତାନନ୍ଦ ଦାସଉତ୍କଳଓଡ଼ିଆ ଭାଷାକଟକଗୀତଗୋବିନ୍ଦଜଗନ୍ନାଥ ଦାସପଞ୍ଚସଖାବଳରାମ ଦାସମାଳିକାଯଶୋବନ୍ତ ଦାସଶିଶୁ ଅନନ୍ତ ଦାସଶ୍ୟାମସୁନ୍ଦର ଦାସସାରଳା ଦାସ

🔥 Trending searches on Wiki ଓଡ଼ିଆ:

ଗଜାନନ ବେଶଚାଣକ୍ୟସାରଳା ଦାସକିଶୋରୀ ଚରଣ ଦାସଜହ୍ନଇନକ୍ଲିସିରାନବିଶ୍ୱଜିତ ଦାସଇଣ୍ତିଆ ଗେଟଚନ୍ଦ୍ରଶେଖର ନନ୍ଦସ୍ତନ୍ୟପାନହୃଷୀକେଶ ପଣ୍ଡାଗଞ୍ଜାମ ଜିଲ୍ଲାମୋହନ ସୁନ୍ଦର ଦେବ ଗୋସ୍ୱାମୀସୋଫିଆ ଆଲାମତାରାତାରିଣୀ ମନ୍ଦିରସାପଉଇଲିୟମ୍ ହେନେରୀ ପର୍କିନଗୁପ୍ତେଶ୍ୱରଅମର ସିଂହ ଚମକିଲାସଂଗୀତହିନ୍ଦୁ ସମୟ ଗଣନାଗୁଣନପୋଇଜ୍ଞାନପୀଠ ପୁରସ୍କାରହନୁମାନ ଜୟନ୍ତୀଗୋଦାବରୀଶ ମିଶ୍ରବାଟମଙ୍ଗଳାସଫ୍ଟୱେରବିଦ୍ୟୁତକମଳା ଦାସଓଡ଼ିଶାର ଜିଲ୍ଲାମାନଙ୍କର ତାଲିକା୨୧କମ୍ପ୍ୟୁଟରଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟବାଲେଶ୍ୱର ଜିଲ୍ଲାବୈଶାଖଜାଭା (ପ୍ରୋଗ୍ରାମିଂ ଭାଷା)ଆମାଜନ୍.କମ୍‌ଗୋଦାବରୀଶ ମହାପାତ୍ରଗରୁଡ଼ଜଳ ପ୍ରଦୂଷଣପ୍ରସନ୍ନ ଦାସଅଂଶୁଘାତରାମ ନବମୀରବୀନ୍ଦ୍ର କୁମାର ପ୍ରହରାଜବଳରାମ ଦାସମାସରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗମୃତ୍ୟୁଞ୍ଜୟ ରଥପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷମୁମ୍ବାଇକ୍ୟୁ. ଆର. କୋଡ଼ଉତ୍କଳ ଦୀପିକାନୂଆ ଦିଲ୍ଲୀଦୀପକ ମିଶ୍ରରାବଣଛାୟାକୁଷ୍ଠଅଶୋକାଷ୍ଟମୀପଥ ଓ ପୃଥିବୀଓଡ଼ିଶା ବିଧାନ ସଭାଶିବାଜୀଲକ୍ଷ୍ମୀଲିନକ୍ସ ବଣ୍ଟନନବୀନ ପଟ୍ଟନାୟକରାଜକିଶୋର ରାୟଶିଶୁ ଅନନ୍ତ ଦାସ🡆 More