ଶୁଭପଲ୍ଲବ: ଓଡ଼ିଆ ଇ-ପତ୍ରିକା

ଶୁଭପଲ୍ଲବ, ଏକ ମାସିକ ଓଡ଼ିଆ ଇ-ପତ୍ରିକା । ଏହା ୨୦୧୮ମସିହା ଜାନୁଆରୀ ମାସରୁ ପ୍ରକାଶ ପାଉଛି । ସଂଗ୍ରାମ କେଶରୀ ସେନାପତି ଏହି ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଅଟନ୍ତି । ଏହା ପ୍ରଥମରୁ ନବପଲ୍ଲବ ନାମରେ ଏକ ତ୍ରୟମାସିକ ପତ୍ରିକା ଭାବରେ ପ୍ରକାଶିତ ହେଉଥିଲା । ୨୦୨୦ ମସିହାରୁ ଏହା ମାସିକ ପତ୍ରିକା ଭାବରେ ପ୍ରକାଶନ ଆରମ୍ଭ କରିଥିଲା । ୨୦୧୯ ମସିହା ଅପ୍ରେଲ ମାସରୁ ଏହାର ଓଡ଼ିଆ ପୋର୍ଟାଲ ଆରମ୍ଭ ହୋଇ କ୍ରମେ ଇଂରାଜୀ, ହିନ୍ଦୀ, ତେଲୁଗୁ, ବଙ୍ଗଳା ଓ ସଂସ୍କୃତ ପୋର୍ଟାଲ ମଧ୍ୟ ପ୍ରକାଶିତ ହୋଇଥିଲା ।

ଶୁଭପଲ୍ଲବ
ଶୁଭପଲ୍ଲବ: ଓଡ଼ିଆ ଇ-ପତ୍ରିକା
ପ୍ରତିଷ୍ଠାତାସଂଗ୍ରାମ କେଶରୀ ସେନାପତି
ସମ୍ପାଦକତାପସ ରଞ୍ଜନ, ସଂଗ୍ରାମ କେଶରୀ ସେନାପତି
ଭାଷାଓଡ଼ିଆ
ୱେବସାଇଟhttps://shubhapallaba.in/

ଶୁଭପଲ୍ଲବ ଷ୍ଟୋର ନାମରେ ପତ୍ରିକାର ଏକ ଇ-କମର୍ସ ସାଇଟ ମଧ୍ୟ ରହିଛି । ଏହା ମାଧ୍ୟମରେ ଓଡ଼ିଶାର କିଛି ଉତ୍ପାଦ, ଭାରତୀୟ ଲେଖକମାନଙ୍କର ପୁସ୍ତକ ଆଦି ସର୍ବଭାରତୀୟ ସ୍ଥରରେ ବିପଣନ କରାଯାଏ । ୨୦୧୯ ମସିହାରେ ଶୁଭପଲ୍ଲବର ପ୍ରଥମ ଇ-ପୁସ୍ତକ ସମ୍ପାଦକ ସଂଗ୍ରାମ ଓ ତାଙ୍କ ପିତା ଅଭିମନ୍ୟୁ ସେନାପତିଙ୍କଦ୍ୱାରା ଲିଖିତ ଦୁର୍ଗାପୂଜା ଇନ ଓଡ଼ିଶା ପ୍ରକାଶ କରାଯାଇଥିଲା ୨୦୨୦ ମସିହା ଦୁର୍ଗାପୂଜାରୁ ଶୁଭପଲ୍ଲବ ତରଫରୁ ଶୁଭୋଦୟ ନାମରେ ଅନ୍ୟଏକ ପତ୍ରିକା ଆରମ୍ଭ କରାଯାଇଥିଲା ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

କଟକକୋଣାର୍କଗରୁଡ଼କୁନ୍ଦୁଲି ଗଣଦୁଷ୍କର୍ମ ମାମଲାଆଦିଶଙ୍କରନ୍ୟାୟାଧୀଶଙ୍କ (ନିଯୁକ୍ତି ସମ୍ବନ୍ଧିତ) ତିନି ମାମଲାଖିଲିପାନଜଗନ୍ନାଥ ମନ୍ଦିରପୃଥିବୀସ୍ନେହସାରରାଶି ଓ ନକ୍ଷତ୍ରରାସାୟନିକ ମୌଳିକତେଲକୋଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅମର ସିଂହ ଚମକିଲାକମଳା ଦାସଗଜାନନ ବେଶରାମାନୁଜ ଆଚାର୍ଯ୍ୟଗୁରୁ ପ୍ରସାଦ ମହାନ୍ତିମହାଭାରତ୧୨ ଅପ୍ରେଲସଉରାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଗୁଗଲଅଟଳ ବିହାରୀ ବାଜପେୟୀକଣାଦ (ମୁନି)୨ (ସଂଖ୍ୟା)କିଶୋରଚନ୍ଦ୍ରାନନ୍ଦ ଚମ୍ପୂରାଜେନ୍ଦ୍ର କିଶୋର ପଣ୍ଡାସାଧୁ ମେହେରୟାଓଇଓ ଅନ୍ଧଗଳିରମାଦେବୀ ଚୌଧୁରୀଜାନକୀ ବଲ୍ଲଭ ପଟ୍ଟନାୟକନମିତା ଅଗ୍ରୱାଲଯଦୁନାଥ ଦାସ ମହାପାତ୍ରରବିବାରଜୟୀ ରାଜଗୁରୁଭାଷାବାଘଫକୀର ମୋହନ ସେନାପତିଜୈନ ଧର୍ମଛଉ ନାଚମସ୍କୋକେନ୍ଦୁଝର ଜିଲ୍ଲାଓଡ଼ିଶାର ପର୍ବପର୍ବାଣିଥାଲାସେମିଆଚାରି ଧାମବନ୍ଦେ ଉତ୍କଳ ଜନନୀଯବକ୍ଷାରଜାନହ୍ୱାଟ୍ସଆପଇନୋଟୁଜୁମାବ ଓଜୋଗାମିସିନହରେକୃଷ୍ଣ ମହତାବଋଷିଆଭଦ୍ରକ ଜିଲ୍ଲାପରିବାରସାପଭାରତୀୟ ଜନଗଣନାରବୀନ୍ଦ୍ରନାଥ ଠାକୁରଦକ୍ଷିଣ କୋରିଆଖାରବେଳବୈଷୟିକ ବିଜ୍ଞାନଇଣ୍ତିଆ ଗେଟ🡆 More