ଶିବ ପାଣିଗ୍ରାହୀ: ଓଡ଼ିଆ ଚିତ୍ରଶିଳ୍ପୀ

ଶିବ ପାଣିଗ୍ରାହୀ (୧ ମାର୍ଚ୍ଚ ୧୯୪୩ - ୯ ନଭେମ୍ବର ୨୦୨୦) ଜଣେ ଓଡ଼ିଆ ଚିତ୍ରଶିଳ୍ପୀ । ପ୍ରକୃତି ଓ ପରିବେଶ ତାଙ୍କ ଚିତ୍ରକଳାର ମୁଖ୍ୟ ସ୍ଥାନ ଅଧିକାର କରୁଥିଲା । ସୂକ୍ଷ୍ମ ଚିତ୍ରକଳା, ପୁସ୍ତକର ପ୍ରଚ୍ଛଦ ଅଙ୍କନ ସହିତ ଓଡ଼ିଆ ଭାଷା ସାହିତ୍ୟରେ ମଧ୍ୟ ତାଙ୍କର ପ୍ରବେଶ ରହିଥିଲା । ସେ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି(୨୦୧୩-୨୦୧୫) ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଶିବ ପାଣିଗ୍ରାହୀ
ଜନ୍ମ ନାଆଁଶିବ ପାଣିଗ୍ରାହୀ
ଜନ୍ମ(1943-03-01)୧ ମାର୍ଚ୍ଚ ୧୯୪୩
ମୟୂରଭଞ୍ଜ ଜିଲ୍ଲା
ମୃତ୍ୟୁ୯ ନଭେମ୍ବର ୨୦୨୦(2020-11-09) (ବୟସ ୭୭)
କଟକ
ବିଭାଗଚିତ୍ରଶିଳ୍ପୀ

ଜୀବନ କାଳ

ଶିବ ୧୯୪୩ ମସିହାରେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣାଠାରେ ପିତା କେଦାରନାଥ ପାଣିଗ୍ରାହୀ ଓ ମାତା କ୍ଷେତ୍ରମଣି ପାଣିଗ୍ରାହୀଙ୍କ ପରିବାରରେ ଜନ୍ମଗ୍ରହଣ କରିଥିଲେ । ମୟୁରଭଞ୍ଜର ଛଉ ନାଚ ଦେଖି, ସେ ଚିତ୍ରକଳା ପ୍ରତି ଆକର୍ଷିତ ହୋଇଥିଲେ । ୧୯୬୨ ମସିହାରେ ଖଲ୍ଲିକୋଟ ଚାରୁକଳା ବିଦ୍ୟାଳୟରୁ ସେ ଚିତ୍ରକଳାରେ ଉପାଧି ଶିକ୍ଷା ପ୍ରାପ୍ତ କରିଥିଲେ । ପରେ ବିଶ୍ୱଭାରତୀ ଶାନ୍ତିନିକେତନରୁ ଚିତ୍ରକଳା ବାବଦରେ ଅଧିକ ଶିକ୍ଷାଲାଭ କରିଥିଲେ । ଶିକ୍ଷା ସମାପ୍ତି ପରେ ସେ ଭୁବନେଶ୍ୱରସ୍ଥିତ ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗଦେଇଥିଲେ ଓ ସେଠାରୁ ଚିତ୍ରକଳା ବିଭାଗର ମୁଖ୍ୟ ଭାବେ ଅବସର ମଧ୍ୟ ଗ୍ରହଣ କରିଥିଲେ ।

୨୦୨୦ ନଭେମ୍ବର ୧୧ ତାରିଖରେ ହୃଦ୍‌ଘାତ ଯୋଗୁ ତାଙ୍କର ପରଲୋକ ଘଟିଥିଲା ।

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ଲଳିତ କଳା ଏକାଡେମୀ ପୁରସ୍କାର
  • ପ୍ରାଣନାଥ ପୁରସ୍କାର (୨୦୧୦)

ଆଧାର

ଅଧିକ ତଥ୍ୟ

Tags:

ଶିବ ପାଣିଗ୍ରାହୀ ଜୀବନ କାଳଶିବ ପାଣିଗ୍ରାହୀ ସମ୍ମାନ ଓ ପୁରସ୍କାରଶିବ ପାଣିଗ୍ରାହୀ ଆଧାରଶିବ ପାଣିଗ୍ରାହୀ ଅଧିକ ତଥ୍ୟଶିବ ପାଣିଗ୍ରାହୀଓଡ଼ିଆ ଲୋକ

🔥 Trending searches on Wiki ଓଡ଼ିଆ:

ମାହିମ ଦୁର୍ଗ , ମୁମ୍ବାଇଗଞ୍ଜାମ ଜିଲ୍ଲାଜ୍ଞାନପୀଠ ପୁରସ୍କାରଜଗନ୍ନାଥ ପ୍ରସାଦ ଦାସଚନ୍ଦ୍ରଗୁପ୍ତସୋଫିଆ ଆଲାମମହାପାତ୍ର ନୀଳମଣି ସାହୁରୁକୁଣା ରଥଯାତ୍ରାମୁଣ୍ଡା ଭାଷାସମୂହଅଖିଳ ମୋହନ ପଟ୍ଟନାୟକନିତ୍ୟାନନ୍ଦ ମହାପାତ୍ରକରଣ (ଜାତି)ନାରୀବାଦଖୋର୍ଦ୍ଧାମିଳିତ ଜାତିସଂଘଜୈନ ଧର୍ମହାଡ଼ଫୁଟିପ୍ରତିଭା ରାୟଚିତ୍ରକୋଣ୍ଡା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦଶହରାଭାରତୀୟ ଡାକ ସେବାନୀଳକଣ୍ଠ ଦାସଆମ୍ବଚବିଶ ଗୁରୁସୁରେଶ କୁମାର ରାଉତରାୟପ୍ରାଚୀ ନଦୀପ୍ରସନ୍ନ କୁମାର ଦାଶକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାସିଦ୍ଧାନ୍ତ ମହାପାତ୍ରଗୁରୁ ପ୍ରସାଦ ମହାନ୍ତିଜୟ ଶ୍ରୀରାମକଣାଦ (ମୁନି)ବ୍ୟକ୍ତିଗତ ଅର୍ଥବ୍ୟବସ୍ଥାଗୋଦାବରୀଶ ମିଶ୍ରପଦ୍ମଚରଣ ପଟ୍ଟନାୟକଓଡ଼ିଆ ନାଟକଡଙ୍ଗାସର୍ବପଲ୍ଲୀ ରାଧାକୃଷ୍ଣନଶ୍ରୀତମ ଦାସସ୍ୱାମୀ ବିବେକାନନ୍ଦଅଭିନେତ୍ରୀ (ନାରୀ କଳାକାର)କୃଷ୍ଣଚନ୍ଦ୍ର ପାଣିଗ୍ରାହୀଆଲ୍‌କା ୟାଗ୍ନିକ୍‌ପ୍ରଧାନ ପୃଷ୍ଠାବିଦୁସ୍ମିତାଶିଶୁପାଳଗଡ଼ଲାରି ସାଙ୍ଗରରଥଜିନା ସାମଲଜାପାନୀ ଭାଷାତାରାତାରିଣୀ ମନ୍ଦିରଭାରତୀୟ ଜାତୀୟ କଂଗ୍ରେସଆର୍ଥିକ ସ୍ୱାଧୀନତାବ୍ୟଞ୍ଜନ ବର୍ଣ୍ଣକୃଷ୍ଣମଟର ସାଇକେଲମହାନଦୀସମାଜ (ଖବରକାଗଜ)ତେଲକୋଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବଲାଙ୍ଗୀର ଜିଲ୍ଲାଭଗବତ ଗୀତାପଣା ସଂକ୍ରାନ୍ତିରାଜନୀତି ବିଜ୍ଞାନରଘୁବଂଶସତ୍ୟବାଦୀ ବନ ବିଦ୍ୟାଳୟସେବିଓଡ଼ିଶାର ଭୂଗୋଳପ୍ରସନ୍ନ ଦାସ (ବହୁବିକଳ୍ପ)ଜୟ ଜଗନ୍ନାଥ🡆 More