ଶରତ ଚନ୍ଦ୍ର ପ୍ରଧାନ: ଓଡ଼ିଆ ସାହିତ୍ୟିକ

ଶରତ ଚନ୍ଦ୍ର ପ୍ରଧାନ (୫ ମଇ ୧୯୩୪ – ୭ ଜାନୁଆରୀ ୨୦୨୩) ଜଣେ ଅଧ୍ୟାପକ ତଥା ଓଡ଼ିଆ କବି, ପ୍ରାବନ୍ଧିକ ଓ ସମାଲୋଚକ ଥିଲେ । ସେ ମୁଖ୍ୟତଃ ଲୋକ ଲୋକ ସଂସ୍କୃତିକୁ ଭିତ୍ତି କରି ସାହିତ୍ୟ ରଚନା କରିଥିଲେ । ଯଯାତି ନିମନ୍ତେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ପ୍ରଜାତନ୍ତ୍ର ପ୍ରଚାର ସମିତିର ବିଷୁବ ପୁରସ୍କାର, ଗଙ୍ଗାଧର ରଥ ଫାଉଣ୍ଡେସନର ସାହିତ୍ୟ ଭାରତୀ ପୁରସ୍କାର ଏବଂ ଓଡ଼ିଆ ଗବେଷଣା ପରିଷଦର କ୍ଷେତ୍ରବାସୀ ସାହିତ୍ୟବିଦ୍ୟା ପୁରସ୍କାର ସେ ପାଇଥିବା ଅନ୍ୟ କେତୋଟି ପ୍ରମୁଖ ପୁରସ୍କାର । ତାଙ୍କର ଆତ୍ମଜୀବନୀର ନାମ ସାହିତ୍ୟର ସେବାୟତ ।

ଶରତ ଚନ୍ଦ୍ର ପ୍ରଧାନ
ଜନ୍ମ(1934-05-05)୫ ମଇ ୧୯୩୪
ମୃତ୍ୟୁ୭ ଜାନୁଆରୀ ୨୦୨୩(2023-01-07) (ବୟସ ୮୭)
ଯୋବ୍ରା ମଝିସାହି, କଟକ
ବୃତ୍ତିଅଧ୍ୟାପନା
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୪

୨୦୨୩ ଜାନୁଆରୀ ୮ ତାରିଖରେ କଟକର ମଝିସାହିସ୍ଥିତ ତାଙ୍କ ବାସଭବନରେ ତାଙ୍କର ୮୯ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।

ଜୀବନୀ

ଶରତ ଚନ୍ଦ୍ର ପ୍ରଧାନ ଓଡ଼ିଶାର କେନ୍ଦୁଝର ଜିଲ୍ଲାସ୍ଥିତ ଚମ୍ପୁଆ ଅନ୍ତର୍ଗତ ଟୋଲକନଣ୍ଡା ଗ୍ରାମରେ ୧୯୩୪ ମଇ ୫ ତାରିଖରେ ଜନ୍ମନେଇଥିଲେ । ୧୯୫୯ ମସିହାରେ ଓଡ଼ିଆରେ ସ୍ନାତକ ସମାପ୍ତ କରି ପରେ ସେ ରେଭେନ୍ସା ମହାବିଦ୍ୟାଳୟ ସମେତ ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ। ପରେ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରାଧ୍ୟାପକ ହୋଇଥିଲେ ।

ରଚନାବଳୀ

ତାଙ୍କର ଗବେଷଣା ସନ୍ଦର୍ଭ "ମଧୁସୃଷ୍ଟି : ଅମୂର୍ତ୍ତ "ଦୃଷ୍ଟିସମେତ "କାବ୍ୟ ଧାରା ଓ କବିମାନସ", "ସାହିତ୍ୟ ସଂଗମ", "ସାହିତ୍ୟାବର୍ତ୍ତ", "ସାଂପ୍ରତିକ କବିତାର କୁଳ ଓ ଶୀଳ" ଆଦି ତାଙ୍କର ପ୍ରମୁଖ ସମାଲୋଚନା ଗ୍ରନ୍ଥ ଏବଂ "ନଈ ଆଉ ମାଛ ହଂସ ଓ ସାରସ", "ଉଚ୍ଚୈଶ୍ରବା", "ଯଯାତି", "ଅଭୟଭୟ", "ବୃକୋଦର" ଆଦି ତାଙ୍କର ପ୍ରମୁଖ କାବ୍ୟକୃତି ।

  • ଅସ୍ଥିର ପାଦ
  • କାବ୍ୟଧାରା ଓ କବିମାନସ - ୧୯୭୬(ଫ୍ରେଣ୍ଡସ ପବ୍ଲିଶର୍ସ)
  • ନୀଳକଣ୍ଠ ଚୟନିକ - ୨୦୦୬(କେନ୍ଦ୍ର ସାହିତ୍ୟ ଏକାଡେମୀ)
  • ମଧୁସୃଷ୍ଟି ଅମୂର୍ତ୍ତ ଦୃଷ୍ଟି - ୧୯୮୩
  • ସାହିତ୍ୟ ସଙ୍ଗମ - ୧୯୮୧ (ବୁକ୍ସ ଆଣ୍ଡ ବୁକ୍ସ)
  • ଅଭୟ ଭୟ - ୧୯୯୪ (ଆର୍ଯ୍ୟ ପ୍ରକାଶନୀ)
  • ଅଦୃଶ୍ୟ ଡଗର - ୨୦୧୨ (ବିଜୟିନୀ ପବ୍ଲିକେଶନ୍ସ୍)
  • ବଗିଚାର ଦୃଶ୍ୟ - ୨୦୦୧ (ଆର୍ଯ୍ୟ ପ୍ରକାଶନ)
  • ବତ୍ରିଶ ସିଂହାସନ - ୧୯୯୮ (ଆର୍ଯ୍ୟ ପ୍ରକାଶନ)
  • ଇନ୍ଦ୍ରଧନୁର ଭାଷା - ୨୦୦୯ (ବିଜୟିନୀ ପବ୍ଲିକେଶନ୍ସ୍)
  • ଶରତ ସଂଭାର - ୨୦୦୬ (ଶବ୍ଦପ୍ରତିମା)
  • ସାଂପ୍ରତିକ କବିତାର କୁଳ ଓ ଶୀଳ - ୨୦୦୭(ଶବ୍ଦପ୍ରତିମା)

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କାବ୍ୟ କବିତା), ୧୯୯୪
  • ସାହିତ୍ୟ ଭାରତୀ ସମ୍ମାନ - ୨୦୧୯ (ଗଙ୍ଗାଧର ରଥ ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ)
  • ଗଙ୍ଗାଧର ମେହେର କବିତା ସମ୍ମାନ, ୨୦୦୧ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)

ଆଧାର

Tags:

ଶରତ ଚନ୍ଦ୍ର ପ୍ରଧାନ ଜୀବନୀଶରତ ଚନ୍ଦ୍ର ପ୍ରଧାନ ରଚନାବଳୀଶରତ ଚନ୍ଦ୍ର ପ୍ରଧାନ ସମ୍ମାନ ଓ ପୁରସ୍କାରଶରତ ଚନ୍ଦ୍ର ପ୍ରଧାନ ଆଧାରଶରତ ଚନ୍ଦ୍ର ପ୍ରଧାନଓଡ଼ିଆ ଭାଷାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

🔥 Trending searches on Wiki ଓଡ଼ିଆ:

ବିଷ୍ଣୁବେଦକାଳୀଚରଣ ପଟ୍ଟନାୟକଅଟିଜିମ୍‌ଚିନ୍ତାମଣି ମହାନ୍ତିଇଟାମାଟି ଗ୍ରାମଭୀମ ଭୋଇଆଙ୍ଗୋଲାବୈଦେହୀଶ ବିଳାସ୧୯୭୦ଓଡ଼ିଶାର ଭୂଗୋଳମାଳତୀ ଚୌଧୁରୀଦୀନକୃଷ୍ଣ ଦାସବ୍ରଜନାଥ ବଡ଼ଜେନାଶବ୍ଦ (ଧ୍ୱନି)ସୌଭାଗ୍ୟ କୁମାର ମିଶ୍ରଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଲକ୍ଷ୍ମୀକାନ୍ତ ମହାପାତ୍ରକୁଞ୍ଜବିହାରୀ ତ୍ରିପାଠୀଇତିହାସତମନ୍ନା ବ୍ୟାସଓଡ଼ିଶାର କଳାମାସଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରମୋହନ ଭୋଗସାହି ଯାତପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷବି. ଆର. ଆମ୍ବେଦକରଔଷଧୀୟ ଗଛଲତାମାନଙ୍କର ତାଲିକାଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୫ ମଇବାସନ୍ତୀଗଣ୍ଡା୬୦୨ଉଇକିକଥାରାମଚନ୍ଦ୍ର ବେହେରାନକ୍ସଲବାଦମଙ୍ଗଳା ମନ୍ଦିରବିରଜା ମନ୍ଦିରଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶ୍ୱଜିତ ଦାସବିନୋଦ ଚନ୍ଦ୍ର ନାୟକବୀଜାଣୁରାଉରକେଲାଲିଙ୍ଗରାଜ ମନ୍ଦିରସୁରେନ୍ଦ୍ର ମହାନ୍ତି୩୦ ଅପ୍ରେଲମହୁମାଛିଭବାନୀପାଟଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବଳରାମ ଦାସମହାଦେଶଇସଲାମ ଧର୍ମରେବତୀ (କ୍ଷୁଦ୍ରଗଳ୍ପ)ଓଡ଼ିଶା ସରକାରଧାତୁଚୈତ୍ରସମୟମଣ୍ଡଳବେଙ୍ଗଆଷାଢ଼ଓଡ଼ିଆ ସାହିତ୍ୟକବିଜ୍ୟୈଷ୍ଠଭାରତୀୟ ମୁଦ୍ରା🡆 More