ଶରତ କୁମାର ମହାନ୍ତି: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଶରତ କୁମାର ମହାନ୍ତି (୨୬ ଜାନୁଆରୀ ୧୯୩୮ - ୧୮ ମାର୍ଚ୍ଚ ୨୦୦୬) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ । ଶିଶୁ ସାହିତ୍ୟ, ବିଜ୍ଞାନ ଭିତ୍ତିକ ସାହିତ୍ୟ, ନିବନ୍ଧ ଓ ଜୀବନୀ ଆଦି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ସେ ନିଜର ଅବଦାନ ଛାଡ଼ି ଯାଇଛନ୍ତି ।

ଶରତ କୁମାର ମହାନ୍ତି
ଜନ୍ମ(1938-01-26)୨୬ ଜାନୁଆରୀ ୧୯୩୮
ଜରିପଡ଼ା, କଟକ
ମୃତ୍ୟୁ୧୮ ମାର୍ଚ୍ଚ ୨୦୦୬(2006-03-18) (ବୟସ ୬୮)
ଜାତୀୟତାଭାରତୀୟ
ପ୍ରସିଦ୍ଧିସାହିତ୍ୟିକ,ଅଧ୍ୟାପକ
ସନ୍ତାନମଧୁମିତା ମହାନ୍ତି
ପିତାମାତା(s)ବୀରବର ମହାନ୍ତି , ଆଦରମଣି ମହାନ୍ତି
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ବ୍ୟକ୍ତିଗତ ଜୀବନ

ଶରତ, ୧୯୩୮ ମସିହାରେ କଟକ ଜିଲ୍ଲାର ଜରିପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ବୀରବର ମହାନ୍ତି ଓ ମାତାଙ୍କ ନାମ ଆଦରମଣି ମହାନ୍ତି ଥିଲା । ବଟ୍ରାଣ୍ଡ ରସେଲଙ୍କ ଲେଖାଦ୍ୱାରା ସେ ପ୍ରଭାବିତ ଥିଲେ । ୨୦୦୬ ମାର୍ଚ୍ଚ ୧୮ ତାରିଖରେ ଭୁବନେଶ୍ୱରଠାରେ ତାଙ୍କର ତିରୋଧାନ ଘଟିଥିଲା ।

ସାହିତ୍ୟ ସର୍ଜନା

ନିଜ ସାହିତ୍ୟ ରଚନା ବାବଦରେ ଶରତ କୁମାର ଲେଖିଥିଲେ " ଯଦି କୌଣସି ବଡ଼ ମଣିଷ ମତେ ଉଦବୁଦ୍ଧ କରନ୍ତି, ଗୋଟିଏ ମହାନ ଚିନ୍ତା ପ୍ରଭାବିତ କରେ, ତେବେ ତାକୁ ବାଣ୍ଟିବା ପାଇଁ ମୁଁ କଲମ ଧରେ । ଲେଖିଦେଲେ, ମୋ ନିଜ ସନ୍ତୋଷ ବଢେ, ନିଜକୁ ଅଧିକ ପୂର୍ଣ୍ଣ କଲା ପରି ଲାଗେ । ଏହି କାରଣରୁ ଲେଖେ ।"

ସମ୍ମାନ ଓ ପୁରସ୍କାର

ଆଧାର

Tags:

ଶରତ କୁମାର ମହାନ୍ତି ବ୍ୟକ୍ତିଗତ ଜୀବନଶରତ କୁମାର ମହାନ୍ତି ସାହିତ୍ୟ ସର୍ଜନାଶରତ କୁମାର ମହାନ୍ତି ସମ୍ମାନ ଓ ପୁରସ୍କାରଶରତ କୁମାର ମହାନ୍ତି ଆଧାରଶରତ କୁମାର ମହାନ୍ତିଓଡ଼ିଆ ଭାଷାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା

🔥 Trending searches on Wiki ଓଡ଼ିଆ:

ମଙ୍ଗଳା ମନ୍ଦିରକେଦାରନାଥ ମନ୍ଦିରଗଙ୍ଗାଧର ମେହେରସାନଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଆମାଜନ୍.କମ୍‌ଅଚ୍ୟୁତାନନ୍ଦ ପ‌ତିପିଙ୍କି ପ୍ରଧାନରାଜକିଶୋର ରାୟପାରିକୁଦରଥଯାତ୍ରାଭାରତର ଜାତୀୟ ପତାକାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରନବୀନ ପଟ୍ଟନାୟକବସନ୍ତ କୁମାର ଶତପଥୀବୈକୁଣ୍ଠନାଥ ପଟ୍ଟନାୟକଚନ୍ଦ୍ରଗୁପ୍ତପବିତ୍ର ମୋହନ ଜେନାଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଗୋପାଳ ଛୋଟରାୟବିବାହକଳିଙ୍ଗ ଯୁଦ୍ଧହନୁମାନ ଜୟନ୍ତୀଦାସକାଠିଆଆମ୍ବକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୁନ୍ଦୁଲି ଗଣଦୁଷ୍କର୍ମ ମାମଲାଗ୍ରହମନୋଜ ଦାସଙ୍କ କଥା ଓ କାହାଣୀକଥା (ପତ୍ରିକା)ଗୁଗଲପ୍ରସନ୍ନ କୁମାର ଦାଶକନ୍ଧମାଳ ଜିଲ୍ଲାପ୍ରସନ୍ନ ଦାସବାଘଖିଲିପାନପଦାର୍ଥଉଇଲିୟମ୍ ହେନେରୀ ପର୍କିନରୋହିତ ପୂଜାରୀଧନୁଯାତ୍ରାଓଡ଼ିଆ ଭାଷାବରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପାଲାରାଶି ଓ ନକ୍ଷତ୍ରଜୟା ଶର୍ମା (କାର୍ଯ୍ୟକର୍ତ୍ତା)ପୁଷ୍ଟିସାରଉଇକିପିଡ଼ିଆମହାନଦୀମହାପାତ୍ର ନୀଳମଣି ସାହୁହେମୋଫିଲିଆଭୂମିକମ୍ପସୁଧାକର ନନ୍ଦତେଲକୋଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବର କୋଳିସ୍ନେହସାରନୀଳକଣ୍ଠ ଦାସଲୋକ ସଭାର ବାଚସ୍ପତିମାସଲାରି ସାଙ୍ଗରwiki.phtmlଗୁରୁପ୍ରସାଦ ମହାନ୍ତିଜାଭା (ପ୍ରୋଗ୍ରାମିଂ ଭାଷା)ଆଚାର୍ଯ୍ୟ ହରିହର୫ ଜୁନ🡆 More