ଶବର: ଭାରତୀୟ ଆଦିବାସୀ (ଅନୁସୂଚିତ ଜନଜାତି)

ଶବର (ସବର ବା ସଉରା) ଭାରତର ଏକ ଆଦିବାସୀ ଜାତି । ସେମାନେ ମୁଖ୍ୟତ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ବସବାସ କରିଥାନ୍ତି । ଇଂରେଜ ଶାସନ କାଳରେ ୧୮୭୧ ମସିହାର ଜାତି ମୋକଦମା ନିୟମ ଅନୁସାରେ ସେମାନଙ୍କୁ ଦୋଷୀ ଜାତି ବୋଲି ଅଭିହିତ କରାଯାଇଥିଲା ଯାହା ଆଜି ମଧ୍ୟ କେତେକାଂଶରେ ସେମାନଙ୍କୁ ସମାଜିକତାରୁ ଦୂରେଇ ରଖିଅଛି ।

ଓଡ଼ିଶାରେ ଏମାନଙ୍କୁ ସଉରା ମଧ୍ୟ କୁହାଯାଇଥାଏ । ହିନ୍ଦୁ ପୁରାଣ ମହାଭାରତରେ ଏମାନଙ୍କ ବାବଦରେ ବର୍ଣ୍ଣନା କରାଯାଇଅଛି ।, ପୂର୍ବ ସିଂହଭୂମ ଜିଲ୍ଲାର ମୂଷାବଣି କେତେକ ଅଂଶରେ ଏମାନଙ୍କୁ କରିଆ ବୋଲି କୁହାଯାଇଥାଏ । ଜଣାଶୁଣା ଲେଖିକା ଓ ଜନସେବିକା ମହାଶ୍ୱେତା ଦେବୀ ବନବାସୀ ସଉରାମାନଙ୍କ ପାଇଁ କାମ କରିଥିଲେ ।

ଝାଡ଼ଖଣ୍ଡର ସିଂହଭୂମ ଓ ବଙ୍ଗର ମେଦିନୀପୁର ଜିଲ୍ଲା ଏମାନେ ବଣଜଙ୍ଗଲରେ ବସବାସ କରିଥାନ୍ତି ଓ ଚାଷ କାମ ଜାଣିନଥାନ୍ତି ଓ ଜଙ୍ଗଲଜାତ ଖାଦ୍ୟ ଉପରେ ନିର୍ଭର କରିଥାନ୍ତି । ବିଗତ ବର୍ଷ ସବୁରେ ଏସବୁ ଅଞ୍ଚଳରେ ନକ୍ସଲ ରାଜ ଯୋଗୁଁ ପୁଲିସ ଅନେକ ସମୟରେ ଏମାନଙ୍କର ଜଙ୍ଗଲରେ ଗମନାଗମକୁ କଡ଼ାକଡ଼ି କରିଥାଏ । ୨୦୦୪ରେ ମେଦିନୀପୁରର ୫ ଜଣ ଶବର ଖାଇବାକୁ ନପାଇ ମୃତ୍ୟୁ ବରଣ କରିଥିଲେ ।

ଆଗକୁ ପଢ଼ିବେ

  • The Book of the Hunter, Mahasweta Devi, translated by Sagaree and Mandira Sengupta, Seagull, 2002. ISBN 81-7046-204-5.
  • Hated, Humiliated, Butchered by Mahasweta Devi, Tehelka, October 12, 2007

ଆଧାର

ବାହାର ଲିଙ୍କ

Tags:

ଆଦିବାସୀଓଡ଼ିଶାଝାଡ଼ଖଣ୍ଡପଶ୍ଚିମବଙ୍ଗଭାରତ

🔥 Trending searches on Wiki ଓଡ଼ିଆ:

ଚାଣକ୍ୟ୨୦୨୪ ଭାରତୀୟ ସାଧାରଣ ନିର୍ବାଚନଭାରତର ପ୍ରଧାନମନ୍ତ୍ରୀଓଡ଼ିଆ ନାଟକଶନିହାତଜଗନ୍ନାଥତାରିଣୀ ମନ୍ଦିର, ଘଟଗାଁଟେପ୍ରୋଟୁମୁମାବପୃଥିବୀକଳାହାଣ୍ଡି ଜିଲ୍ଲାରମଣ ପ୍ରଭାବରମେଶ ପ୍ରସାଦ ମହାପାତ୍ରସାବିତ୍ରୀବାଈ ଫୁଲେକାର୍ଲ୍ ଲିନିଅସ୍ରଜକଇଥକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା୨୦୦୫ରାମଢୁମ୍ପା୨୦୨୨ ରୁଷର ୟୁକ୍ରେନ ଉପରେ ଆକ୍ରମଣଚନ୍ଦ୍ରଯାନ-୧ସାରଳା ପୁରସ୍କାରବରାହଆଦିଶଙ୍କରମହେଶ୍ୱର ମହାନ୍ତି (ସାହିତ୍ୟିକ)ତେଜସ୍କ୍ରିୟ କ୍ଷୟଓଡ଼ିଶାର କଳାଶେୟାର ବଜାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସଂସ୍କୃତ ଲେଖକମାନଙ୍କ ତାଲିକାଗୋପବନ୍ଧୁ ଦାସଲକ୍ଷ୍ମଣ ନାୟକଓଡ଼ିଆ ଉଇକିପିଡ଼ିଆଛ ମାଣ ଆଠ ଗୁଣ୍ଠମାଛ ଭଜାପଦ୍ମଚରଣ ପଟ୍ଟନାୟକଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରନିତ୍ୟାନନ୍ଦ ମହାପାତ୍ରଓଡ଼ିଶାର ଗଙ୍ଗବଂଶ ଓ ସୂର୍ଯ୍ୟବଂଶ୫୫୭ବନମାଳୀ ଦାସଓଡ଼ିଶାର ଭୂଗୋଳକନ୍ଥାପ୍ରଥମ ଭାସ୍କରଭୂଇଁ କଖାରୁବିଶ୍ୱଜିତ ଦାସବାଲ୍ମିକୀଭାରତୀୟ ମହାକାଶ ଗବେଷଣା ସଂସ୍ଥାରାମଚନ୍ଦ୍ର ବେହେରାପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରମଦର ଟେରେସାପ୍ରଜ୍ଞା ପ୍ରବର୍ତ୍ତିକା ଦାଶଫୁସଫୁସତମନ୍ନା ବ୍ୟାସସରୋଜିନୀ ନାଇଡୁଭର୍ଟେପୋର୍ଫିନବିଶ୍ୱତାପନରାଧାନାଥ ରାୟକେଶବ କୋଇଲିରମାଦେବୀ ଚୌଧୁରୀପ୍ରଷ୍ଟେରନବାଜି ରାଉତଆଳି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସରଳା ଦେବୀ୨ ଫେବୃଆରୀକପିଳାସ ଶିବ ମନ୍ଦିରଶିବ🡆 More