ଲିପି ଶିକ୍ଷାକେନ୍ଦ୍ର

ଲିପି ଶିକ୍ଷାକେନ୍ଦ୍ର, ଓଡ଼ିଶା ସରକାରଙ୍କଦ୍ୱାରା ୨୦୦୩ ମସିହାରେ ପ୍ରତିଷ୍ଠିତ ଏକ ଶିକ୍ଷାନୁଷ୍ଠାନ । ଏହା ଓଡ଼ିଶାର ସୀମାନ୍ତବର୍ତ୍ତୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମ ବଙ୍ଗ ଓ ଆନ୍ଧ୍ର ପ୍ରଦେଶରେ କାର୍ଯ୍ୟ କରେ । ଏଠାରେ ଓଡ଼ିଆ ଭାଷା କେବଳ କହିପାରୁଥିବା ଓ ଲେଖିପଢି ପାରୁନଥିବା ଲୋକଙ୍କୁ ଲିପି ଶିଖାଯାଇ, ସେମାନଙ୍କୁ ଓଡ଼ିଆ ପଢ଼ିବା ଲେଖିବାରେ ସମର୍ଥ କରାଯାଏ । ଉତ୍କଳ ସମ୍ମିଳନୀ ଏହି ଅନୁଷ୍ଠାନର ପରିଚାଳନା ଦାୟିତ୍ୱରେ ଅଛି ।

ସମୁଦାୟ ୫୯୪ଟି କେନ୍ଦ୍ର ମଧ୍ୟରୁ ବର୍ତ୍ତମାନ ଝାଡ଼ଖଣ୍ଡରେ ୧୪୫ଟି, ଛତିଶଗଡ଼ରେ ୧୯୨ଟି, ପଶ୍ଚିମ ବଙ୍ଗରେ ୧୩୫ଟି ଓ ଆନ୍ଧ୍ର ପ୍ରଦେଶରେ ୧୨୨ଟି ଲିପି ଶିକ୍ଷାକେନ୍ଦ୍ର ଚାଲୁଅଛି । ଏହି ଅନୁଷ୍ଠାନର ପରିଚାଳନା ପାଇଁ ଅର୍ଥ ଓଡ଼ିଶା ସରକାର ଦେଇଥାନ୍ତି ଓ ପ୍ରତ୍ୟେକ ରାଜ୍ୟ ପାଇଁ ବିଧାନ ସଭା ପକ୍ଷରୁ ଭିନ୍ନ ଭିନ୍ନ କମିଟି ରହିଛି । ଏହି କେନ୍ଦ୍ରରେ ଶିକ୍ଷାର୍ଥୀମାନଙ୍କ ପାଇଁ କୌଣସି ବୟସ ସୀମା ନାହିଁ । ଦୈନିକ ଏକ ଘଣ୍ଟା ଶିକ୍ଷାଦାନ କରାଯାଏ । ଶିକ୍ଷାଦାନ କରୁଥିବା ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ମାସକୁ ୩୦୦୦ଟଙ୍କା ଦରମା ଦିଆଯାଏ ।

ଆଧାର

Tags:

ଆନ୍ଧ୍ର ପ୍ରଦେଶଉତ୍କଳ ସମ୍ମିଳନୀଓଡ଼ିଆ ଭାଷାଓଡ଼ିଶାଓଡ଼ିଶା ସରକାରଛତିଶଗଡ଼ଝାଡ଼ଖଣ୍ଡପଶ୍ଚିମ ବଙ୍ଗ

🔥 Trending searches on Wiki ଓଡ଼ିଆ:

ଭାରତୀୟ ମହିଳାଅନନ୍ତ ଦାସ୧୯୨୨ନୀଳମାଧବ ମନ୍ଦିର୭ ଫେବୃଆରୀଭାରତୀୟ ଜାତୀୟ କଂଗ୍ରେସସୀତାକାନ୍ତ ମହାପାତ୍ରକୃଷ୍ଣଚନ୍ଦ୍ର ତ୍ରିପାଠୀ (କବି)ଗଉଡ଼ ବାଡ଼ି ଖେଳଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଶାରଳା ପୁରସ୍କାରଉଇକିପିଡ଼ିଆ ସମୂହର ତାଲିକାଗାଲୁଆତ୍ରିଲୋଚନେଶ୍ଵର ମନ୍ଦିରଜ୍ଞାନପୀଠ ପୁରସ୍କାର୨୦୧୧ କ୍ରିକେଟ ବିଶ୍ୱ କପଯକ୍ଷ୍ମାଜିନା ସାମଲବ୍ରଜ କିଶୋର ପ୍ରଧାନଉତ୍ତମ କୁମାର ପ୍ରଧାନହାଡ଼ଫୁଟିବେଲଦୁର୍ଗା ପୂଜାଚନ୍ଦ୍ରଶେଖର ରଥବିବାହWiki Foundationପାଇକ ବିଦ୍ରୋହଦେବରାଜ ମହାନ୍ତିଅର୍କ କେଶରୀ ଦେଓଗ୍ରହଜର୍ଜିଆଆପଲ ଇନକର୍ପୋରେଟେଡକଳାହାଣ୍ଡି ଜିଲ୍ଲାଆଣ୍ଟିଅକ୍ସିଡାଣ୍ଟଦକ୍ଷିଣ ଆଫ୍ରିକାରାମାୟଣଗୀତଗୋବିନ୍ଦମଙ୍ଗଳୁ ଚରଣ ବିଶ୍ୱାଳ୨୪ ମାର୍ଚ୍ଚଭୀମ ଭୋଇଗ୍ରେଗୋରି ପାଞ୍ଜିଲୋକ ସଭାକ୍ୱାଣ୍ଟମ କମ୍ପ୍ୟୁଟିଙ୍ଗକଳିଙ୍ଗ ଯୁଦ୍ଧମରିସସୟୁରୋପକଟକ ଜିଲ୍ଲାଖାରବେଳ ସ୍ୱାଇଁଭୁବନେଶ୍ୱରକୋଇଲିଖିଆକୋଣାର୍କ ସୂର୍ଯ୍ୟ ମନ୍ଦିରକାର୍ତ୍ତିକ ପୂର୍ଣ୍ଣିମାଡାଇନୋସରଦେବଗଡ଼ ଜିଲ୍ଲାଅରବିନ୍ଦ ମୁଦୁଲିତାଜମହଲଆଇଭରି କୋଷ୍ଟଫକୀର ମୋହନ ସେନାପତିମନୋରଞ୍ଜନ ଦାସ🡆 More