ଲଳିତଗିରି

ଲଲିତଗିରି (ନଳିତଗିରି ନାମରେ ମଧ୍ୟ ଜଣା) ଓଡ଼ିଶାର କେତେକ ମୁଖ୍ୟ ଓ ପୁରାତନ ବୌଦ୍ଧ ସ୍ତୂପ ଓ ବିହାରର ସମାହାର । ଏହା ଓଡ଼ିଶାର ରତ୍ନଗିରି ଭଳି ଏକ ପୁରାତନ କୀର୍ତ୍ତିରାଜି । ଲଳିତଗିରି, ଉଦୟଗିରି ଓ ରତ୍ନଗିରି ପୁରାତନ ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ଏକ ଅଂଶ । ପୁରାତନ ଅନୁଶାସନ ଅନୁସାରେ ଏହାର ଐତିହାସିକ ନାମ ମାଧବପୁର ମହାବିହାର ଥିଲା ।

ଲଲିତଗିରି
ଲଳିତଗିରି
ଏକ ବିହାର ଭିତରକୁ ପଥ
Religion
ଅନୁବନ୍ଧଗୁଡ଼ିକବୌଦ୍ଧ ବାଦ
Statusସଂରକ୍ଷିତ
Location
ସ୍ଥାନଲଳିତଗିରି ଭାରତ
Stateଓଡ଼ିଶା
ବୌଦ୍ଧବାଦ

ଲଳିତଗିରି
ମୂଳ ଲକ୍ଷ · ପୋର୍ଟାଲ

ଇତିହାସ
ସମୟ · ସଙ୍ଘ
ଗୌତମ ବୁଦ୍ଧ
ଶିଷ୍ୟଗଣ
ବୌଦ୍ଧବାଦୀ

ଧର୍ମ ବା ମତବାଦ

ଚାରୋଟି ସତ
ପାଞ୍ଚଟି ସମୂହ
ଅଦୃଶ୍ୟପଣ
ଯାତନା · ନିଜେ-ନୁହେଁ
ପ୍ରତିତ୍ୟସମୁତ୍ପଦ
ମଝି ବାଟ · ଶୂନ୍ୟତା
କମ · ପୁନର୍ଜନ୍ମ
ସଁସାର · ପୃଥିବୀର ଜନ୍ମ

ଆଚରଣ

ତିନୋଟି ରତନ
ଉପଦେଶ · ଶୁଦ୍ଧତା
ଧ୍ୟାନ · ଜ୍ଞାନ
ମହାନ ଆଠ ପରସ୍ତ ଜ୍ଞାନ
ବୋଧି ପାଇଁ ସାଧନ
ଆୟାତ୍ମ · ଗାର୍ହସ୍ଥ୍ୟ

ନିବାଣ
ଚାରୋଟି ସ୍ତର · ଅରହନ୍ତ
ବୁଦ୍ଧ · ବୋଧିସତ

ପରମ୍ପରା · ଧର୍ମଗ୍ରନ୍ଥ
ଥେରବାଦ · ପାଳି
ମହାଜାନ · ଚାଇନିଜ
ବଜଜାନ · ତିବବତୀୟ

ଗୌତମ ବୁଦ୍ଧଙ୍କ ଅସ୍ଥି-ସମ୍ବଳିତ ଏକ ପୁରାତନ ଆଧାର ରଖାଯାଇ ଏକ ସଂଗ୍ରହାଳୟ ଏଠାରେ ନିର୍ମାଣ କରାଯାଇଅଛି । ତାହା ସହ ବାକି ଅନେକ ପ୍ରତ୍ନତତ୍ତ୍ୱିକ ବସ୍ତୁ ମଧ୍ୟ ଏଠାରେ ଜନସାଧାରଣଙ୍କ ଦର୍ଶନ ନିମନ୍ତେ ରଖାଯାଇଅଛି । ୧୯୮୫-୯୨ ଭିତରେ ଏହା ଏ.ଏସ.ଆଇ. ଦେଇ ବହୁଭାବରେ ଖନନ କରାଯାଇଥିଲା । ଏଥିରୁ ଏକ ବିଶାଳ ସ୍ତୂପର ଅବଶେଷ, ଖୋଣ୍ଡାଲାଇଟ, ଷ୍ଟାଲାଇଟ, ସୁନା ଓ ରୂପରେ ତିଆରି ପୁରାତନ ଆଧାର ଆଦି ଏଠାରୁ ମିଳିଅଛି ।

ଉତ୍‌ଖନନ

୧୯୮୫ରୁ ୧୯୯୨ ମଧ୍ୟରେ ଲଳିତଗିରିର ଉତ୍‌ଖନନ କରାଯିବା ବେଳେ ବହୁ ଦୁର୍ମୂଲ୍ୟ ବୌଦ୍ଧ ମୂର୍ତ୍ତି ଓ ବୌଦ୍ଧ ଧର୍ମ ସମ୍ପର୍କୀତ ଏକ ବିଶାଳ ସ୍ତୂପ ଲୋକଲୋଚନକୁ ଆସିଥିଲା ୤ ଉକ୍ତ ସ୍ତୂପ ମଧ୍ୟରୁ ଗୋଟିତ ଭିତରେ ଗୋଟିଏ ଥାଇ ୪ଟି ଫରୁଆ ମିଳିଥିଲା ୤ ଖାଣ୍ଡେଲାଇଟ ପଥରରେ ନିର୍ମିତ ପ୍ରଥମ ଫରୁଆ ମଧ୍ୟରେ ଷ୍ଟେଟାଇଟ ନିର୍ମିତ ଏକ ଫରୁଆ, ତାମଧ୍ୟରେ ରୂପାର ନିର୍ମିତ ଫରୁଆ ଏବଂ ସେଥିମଧ୍ୟରେ ଏକ ସୁନା ଫରୁଆ ଥିଲା ୤ ଶେଷୋକ୍ତ ସୁନା ଫରୁଆ ମଧ୍ୟରେ ଗୌତମ ବୁଦ୍ଧଙ୍କ ଦେହାବଶେଷ ଥିଲା ୤ ଉକ୍ତ ଦେହାବଶେଷ ସହ ୪ଟି ଫରୁଆ ବର୍ତ୍ତମାନ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଭୁବନେଶ୍ୱରସ୍ଥ କାର୍ଯ୍ୟାଳୟରେ ଅଛି ୤

ଅବସ୍ଥାନ

ଅକ୍ଷାଂଶ ୨୦.୨୫୯୪୫୮ ଉତ୍ତର ଓ ଦ୍ରାଘିମା ୮୬.୨୫୦୬୯ ପୂର୍ବ ଓ ମୁଖ୍ୟ ସ୍ତୁପର ଅବସ୍ଥାନ ୨୦.୫୮୯୪୫୮, ୮୬୨୫୦୬୯ ।

ଟୀକା

ଆଧାର

"Indian Archaeology - A Review" (IAR) ଖଣ୍ଡରେ ଖନନ ବାବଦରେ ସବିଶେଷ ଏହିଠାରେ ଦେଖନ୍ତୁ:

  • IAR 1985-86, pp. 62-63
  • IAR 1986-87, pp. 64-67
  • IAR 1987-88, pp. 88-90
  • IAR 1988-89, pp. 65-66

ଅଧିକ ତଥ୍ୟ

Tags:

ଲଳିତଗିରି ଉତ୍‌ଖନନଲଳିତଗିରି ଅବସ୍ଥାନଲଳିତଗିରି ଟୀକାଲଳିତଗିରି ଆଧାରଲଳିତଗିରି ଅଧିକ ତଥ୍ୟଲଳିତଗିରିଉଦୟଗିରିଓଡ଼ିଶାବିହାରବୌଦ୍ଧ ବାଦରତ୍ନଗିରି

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ଭାଗବତସୀତା ବିବାହଭକ୍ତ ଚରଣ ଦାସଲୋକ ସଭାର ବାଚସ୍ପତିମାଣବସା ଗୁରୁବାରପୌରସଂସ୍ଥାନବଗୁଞ୍ଜରଲକ୍ଷ୍ମୀଗୁରୁ ପ୍ରସାଦ ମହାନ୍ତିଜୀବାଣୁ ଭାଜିନୋସିସଇଣ୍ଡିଆନ ପ୍ରିମିଅର ଲିଗଅଟଳ ବିହାରୀ ବାଜପେୟୀମାସଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପଦାର୍ଥଅଇଘରାନବଯୌବନ ବେଶହ୍ୱାଟ୍ସଆପହିନ୍ଦୁ ଧର୍ମଗ୍ରୀକ ଭାଷାଦଣ୍ଡ ନାଟସମାଜ (ଖବରକାଗଜ)ପ୍ଲୀହାତାରାତାରିଣୀ ମନ୍ଦିରହିନ୍ଦୁସ୍ତାନ ପେଟ୍ରୋଲିୟମମହାକାଳପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସାଧୁ ମେହେରସୀତାକାନ୍ତ ମହାପାତ୍ରଆରିଷ୍ଟୋଟଲପିପିଲିଶାନ୍ତନୁ କୁମାର ଆଚାର୍ଯ୍ୟପୁନର୍ମିଳନଗୋଲୋକ ବିହାରୀ ଧଳପୋଡ଼ ପିଠାରାଜ୍ୟ ସଭାଇନୋଟୁଜୁମାବ ଓଜୋଗାମିସିନଲକ୍ଷ୍ମଣ ନାୟକରଘୁବଂଶକିଶୋରୀ ଚରଣ ଦାସଗଣେଶରାଜକିଶୋର ରାୟରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗତରଳ ଝାଡ଼ାସାପଦଶହରାଯୁକ୍ତରାଜ୍ୟଭାରତର ନ୍ୟାୟୀକ ବ୍ୟବସ୍ଥାବାରବାଟି ଦୁର୍ଗସଫ୍ଟୱେରବିଷ୍ଣୁପୃଥିବୀସୁଭାଷ ଚନ୍ଦ୍ର ବୋଷଡଙ୍ଗାବର କୋଳିଶିବାଜୀଖାରବେଳକଟକକବିସୂର୍ଯ୍ୟ ବଳଦେବ ରଥରାସନ କାର୍ଡ଼ (ଭାରତ)ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିରୋହିଦାସ ସିଂ ନାଗକଣ୍ଟାବାଞ୍ଝି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜଗନ୍ନାଥ ପ୍ରସାଦ ଦାସଟାଇଫଏଡଦଶରଥକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଜାଭା (ପ୍ରୋଗ୍ରାମିଂ ଭାଷା)ଜ୍ୟୋତି ପ୍ରକାଶ ପାଣିଗ୍ରାହୀସୌରୀନ୍ଦ୍ର ବାରିକବୌଦ୍ଧ ଧର୍ମ🡆 More