୧୯୬୨ ଜନ୍ମ ଲଲାଟେନ୍ଦୁ ମହାପାତ୍ର

ଲଲାଟେନ୍ଦୁ ମହାପାତ୍ର (ଜନ୍ମ: ୨୩ ଫେବୃଆରୀ ୧୯୬୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲିକୁଦା-ଏରସମା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଲଲାଟେନ୍ଦୁ ମହାପାତ୍ର
୧୯୬୨ ଜନ୍ମ ଲଲାଟେନ୍ଦୁ ମହାପାତ୍ର
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୦
ପୂର୍ବ ଅଧିକାରୀଉମେଶ ଚନ୍ଦ୍ର ସ୍ୱାଇଁ
ପର ଅଧିକାରୀଉମେଶ ଚନ୍ଦ୍ର ସ୍ୱାଇଁ
ନିର୍ବାଚନ ମଣ୍ଡଳୀବାଲିକୁଦା-ଏରସମା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1962-02-23) ୨୩ ଫେବୃଆରୀ ୧୯୬୨ (ବୟସ ୬୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀଗାୟତ୍ରୀ ବିଶ୍ୱାଳ
ବାପା/ବୋଉବାସୁଦେବ ମହାପାତ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଲଲାଟେନ୍ଦୁ ମହାପାତ୍ର ୧୯୬୨ ମସିହାର ଫେବୃଆରୀ ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବାସୁଦେବ ମହାପାତ୍ର ଓ ପତ୍ନୀଙ୍କ ନାମ ଗାୟତ୍ରୀ ବିଶ୍ୱାଳ ।

ରାଜନୈତିକ ଜୀବନ

ଲଲାଟେନ୍ଦୁ ମହାପାତ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।

ଆଧାର

Tags:

ଓଡ଼ିଆ ଲୋକଓଡ଼ିଶା ବିଧାନ ସଭାବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

🔥 Trending searches on Wiki ଓଡ଼ିଆ:

ଭୃସଙ୍ଗ ଗଛବିର୍ସା ମୁଣ୍ଡାତପସ୍ୱିନୀକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)୧୯୮୯ସ୍ୱସ୍ତିକପରିସଂଖ୍ୟାନକାହ୍ନୁଚରଣ ମହାନ୍ତିକଳାପାହାଡ଼୨୭ ଅପ୍ରେଲକଇଥଅଂଶୁଘାତସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିଚନ୍ଦ୍ରଅଚ୍ୟୁତ ସାମନ୍ତଓଡ଼ିଶାର ତହସିଲ ତାଲିକାବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୯ ଫେବୃଆରୀଇଂରାଜୀ ଭାଷାଗୋପୀନାଥ ନନ୍ଦବର୍ଷା ପ୍ରିୟଦର୍ଶିନୀଅକ୍ଷାଂଶଜାଭା (ପ୍ରୋଗ୍ରାମିଂ ଭାଷା)ଓଡ଼ିଶାର ଭୂଗୋଳ୨୦୦୪କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବକାଳିନ୍ଦୀ ଚରଣ ପାଣିଗ୍ରାହୀଇନଷ୍ଟାଗ୍ରାମତମନ୍ନା ବ୍ୟାସଗଙ୍ଗା ଦଶହରାବେକ୍ଲୋମେଟାଜୋନ ଡାଇପ୍ରୋପିଓନେଟଶାନ୍ତନୁ କୁମାର ଆଚାର୍ଯ୍ୟମଙ୍ଗଳ ପାଣ୍ଡେପଦାର୍ଥଭକ୍ତ ଚରଣ ଦାସଦେଉଳଝରି ଉଷ୍ଣପ୍ରସ୍ରବଣକୁଞ୍ଜବିହାରୀ ଦାଶଅନ୍ତରା ଚକ୍ରବର୍ତ୍ତୀନିତ୍ୟାନନ୍ଦ ମହାପାତ୍ରପଞ୍ଚତନ୍ତ୍ରମହେଶ ସାହୁବଡ଼ଦିନଭୂମିକମ୍ପଭୀମ ଭୋଇଯକ୍ଷ୍ମାମହାନଦୀଚନ୍ଦକା ହାତୀ ଅଭୟାରଣ୍ୟଦୀନକୃଷ୍ଣ ଦାସଆହେ ଦୟାମୟ ବିଶ୍ୱ ବିହାରୀକାଳୀଚରଣ ପଟ୍ଟନାୟକ୧୭ ଅପ୍ରେଲନମିତା ଅଗ୍ରୱାଲଭାରତୀୟ ଡାକ ସେବାହଂକଂଓଡ଼ିଆ ସାହିତ୍ୟର ଇତିହାସଚାନ୍ଦବାଲିଝୁଲଣ ଯାତ୍ରାଭାରତର ଜାତୀୟ ପତାକାଚଇତି ଘୋଡ଼ା ନାଚଜିନା ସାମଲଫିନଲ୍ୟାଣ୍ଡଆଜରବାଇଜାନନୃସିଂହଏମିତି ଭାଇ ଜଗତେ ନାହିଁ🡆 More