ଲକ୍ଷ୍ମୀର ଅଭିସାର: ୧୯୯୮ର ଓଡ଼ିଆ କଥାଚିତ୍ର

ଲକ୍ଷ୍ମୀର ଅଭିସାର, ୧୯୯୮ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ହରିରାମ ଅଗ୍ର‌ୱାଲ ଓ ଲକ୍ଷ୍ମୀନାରାୟଣ ଅଗ୍ର‌ୱାଲ । ମନୋଜ ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ରାଜୁ ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଲକ୍ଷ୍ମୀର ଅଭିସାର
ନିର୍ଦ୍ଦେଶକରାଜୁ ମିଶ୍ର
ପ୍ରଯୋଜକହରିରାମ ଅଗ୍ର‌ୱାଲ
ଲକ୍ଷ୍ମୀନାରାୟଣ ଅଗ୍ର‌ୱାଲ
ଚିତ୍ରନାଟ୍ୟରାଜୁ ମିଶ୍ର
କାହାଣୀମନୋଜ ଦାସ
କଳାକାରଯାଜ୍ଞସେନୀ ଯେନା, ମିହିର ଦାସ, ବିଦ୍ୟୁତଲାଲ ଦେବୀ, ରବି ମିଶ୍ର, ଶିଳାଲିପି ପରିଡ଼ା, ସରୋଜ ଦାସ, ଅନିତା ଦାସ
ସଙ୍ଗୀତଗିରିଧାର ଗମାଙ୍ଗ
ରାଜୁ ମିଶ୍ର
ଚିତ୍ରଗ୍ରହଣରାଜୁ ମିଶ୍ର
ସମ୍ପାଦକରୋହିତ ଗାନ୍ଧି
ମୁକ୍ତିଲାଭ ତାରିଖ
୧୯୯୮
ଦେଶଲକ୍ଷ୍ମୀର ଅଭିସାର: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଯାଜ୍ଞସେନୀ ଯେନା, ମିହିର ଦାସ, ବିଦ୍ୟୁତଲାଲ ଦେବୀ, ରବି ମିଶ୍ର, ଶିଳାଲିପି ପରିଡ଼ା, ସରୋଜ ଦାସ, ଅନିତା ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

୨୦୧୮ରେ ଆୟୋଜିତ ଦ୍ୱାଦଶ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଏହି ଚଳଚ୍ଚିତ୍ରଟିର ପ୍ରଦର୍ଶିତ ହୋଇଥିଲା । ୨୦୦୧ ମସିହାରେ ଏହି ଚଳଚ୍ଚିତ୍ରଟିର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ସମେତ ୮ଟି ବିଭାଗରେ ପୁରସ୍କାର ପାଇଥିଲା ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗିରିଧର ଗମାଙ୍ଗ ଓ ରାଜୁ ମିଶ୍ର ।

ଗୀତ

କ୍ରମଗୀତସମୟ

ଆଧାର

ବାହାର ଆଧାର

Tags:

ଲକ୍ଷ୍ମୀର ଅଭିସାର ଅଭିନୟଲକ୍ଷ୍ମୀର ଅଭିସାର କାହାଣୀଲକ୍ଷ୍ମୀର ଅଭିସାର ଗୀତ ଏବଂ ସଙ୍ଗୀତଲକ୍ଷ୍ମୀର ଅଭିସାର ଆଧାରଲକ୍ଷ୍ମୀର ଅଭିସାର ବାହାର ଆଧାରଲକ୍ଷ୍ମୀର ଅଭିସାର

🔥 Trending searches on Wiki ଓଡ଼ିଆ:

ରବି ନାରାୟଣ ନନ୍ଦ୨୧ଖୋର୍ଦ୍ଧାସଂଗୀତରାମାୟଣଆଲ୍‌କା ୟାଗ୍ନିକ୍‌କରଞ୍ଜବୈଷୟିକ ବିଜ୍ଞାନପ୍ରଥମ ବିଶ୍ୱଯୁଦ୍ଧମାଳତୀ ଚୌଧୁରୀହ୍ୱାଟ୍ସଆପଭକ୍ତ ଚରଣ ଦାସଓଡ଼ିଶାରାମଚନ୍ଦ୍ର ବେହେରାନବୀନ ପଟ୍ଟନାୟକଚାରି ଧାମ୩ (ସଂଖ୍ୟା)ଯକ୍ଷ୍ମାମୁଡ଼ି ନାଏକୋଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକା୧୮ ଅପ୍ରେଲପାରିକୁଦରାମଶଙ୍କର ରାୟଜଗନ୍ନାଥ ମନ୍ଦିରଦାସକାଠିଆତାଜମହଲବାଜି ରାଉତସମ୍ବଲପୁର ଜିଲ୍ଲାଏଡା ଲଭ୍‌ଲେସ୍‌ସିକ୍ଲ ସେଲ୍ ରୋଗଚୈତ୍ରକଳାକଳେବର ଚଉତିଶାରେବତୀ (କ୍ଷୁଦ୍ରଗଳ୍ପ)ସୁରମା ପାଢ଼ୀଉପେନ୍ଦ୍ର ଭଞ୍ଜଜଗନମୋହ‌ନ ଲାଲପ୍ରାଣବନ୍ଧୁ କରସ୍ନେହସାରମହାକାଳପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଛାନ୍ଦକୋଣାର୍କ ସୂର୍ଯ୍ୟ ମନ୍ଦିରଜାପାନୀ ଭାଷାଓଡ଼ିଆ ଭାଗବତପରିବାରସିଦ୍ଧାନ୍ତ ମହାପାତ୍ରଓଡ଼ିଆ ସାହିତ୍ୟଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସଓଡ଼ିଆ ରାମାୟଣତନ୍ତରେଢ଼ାଖୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମଧୁସୂଦନ ଦାସପ୍ଲୁଟୋରମାକାନ୍ତ ରଥକଳାହାଣ୍ଡି ଜିଲ୍ଲାରାବଣକୃଷ୍ଣବନମାଳୀ ଦାସଅଟଳ ବିହାରୀ ବାଜପେୟୀବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରମାଦେବୀ ଚୌଧୁରୀସମ୍ବାଦ (ଖବରକାଗଜ)ନ୍ୟାୟାଧୀଶଙ୍କ (ନିଯୁକ୍ତି ସମ୍ବନ୍ଧିତ) ତିନି ମାମଲାୟୁକ୍ରେନଗୁପ୍ତେଶ୍ୱରମାଦଳା ପାଞ୍ଜିଯବକ୍ଷାରଜାନଇନ୍‌ଫ୍ଲୁଏଞ୍ଜାରାଧାନାଥ ରାୟ🡆 More