ରୋମାନିଆ

ରୋମାନିଆ ଇଉରୋପର ଦକ୍ଷିଣପୂର୍ବରେ ଅବସ୍ଥିତ ଏକ ଦେଶ। ଏହାର ପଶ୍ଚିମରେ ହଙ୍ଗେରୀ ଓ ସର୍ବିଆ, ଉତ୍ତରପୂର୍ବ ଓ ପୂର୍ବରେ ୟୁକ୍ରେନ ଓ ମାଲଡୋଭା ଏବଂ ଦକ୍ଷିଣରେ ବୁଲଗାରିଆ ରହିଛନ୍ତି।

ରୋମାନିଆ
ରୋମାନିଆ ପତାକା
ରୋମାନିଆ
ରୋମାନିଆ ଅବସ୍ଥିତି

ଆୟତନ ଅନୁସାରେ ଏହା ଇଉରୋପିଆନ୍ ୟୁନିଅନ୍‍ର ନବମ ବୃହତ୍ତମ (୨୩୮,୪୦୦ ବର୍ଗ କି.ମି) ଏବଂ ଜନସଂଖ୍ୟା ଅନୁସାରେ ସପ୍ତମ ବୃହତ୍ତମ (୨.୧୯ କୋଟି)। ବୁଖାରେଷ୍ଟ ଏହାର ରାଜଧାନୀ ଓ ସର୍ବବୃହତ୍ ସହର। ୨୦ ଲକ୍ଷର ଜନସଂଖ୍ୟା ସହ ଏହା ମଧ୍ୟ ଇଉରୋପିଆନ୍ ୟୁନିଅନ୍‍ର ଷଷ୍ଠ ବୃହତ୍ତମ ସହର।

ବ୍ୟୁତ୍ପତ୍ତି

ରୋମାନିଆ 
ନିଆକ୍‍ସୁଙ୍କ ଚିଠି (୧୫୨୧) ରୋମାନିୟ ଭାଷାରେ ଲେଖାଯାଇଥିବା ସର୍ବପୁରାତନ ସଂରକ୍ଷିତ ଦଲିଲ୍। "Rumanian" ଶବ୍ଦ ଏଥିରେ ପ୍ରଥମ ଥର ପାଇଁ ଦୃଷ୍ଟିଗୋଚର ହୁଏ।

ରୋମାନିଆର ନାଁ România, român (କିମ୍ବା rumân) ଶବ୍ଦରୁ ଆନୀତ ଯାହାକି ଲାଟିନ୍ ଶବ୍ଦ romanusରୁ ଉତ୍ପନ୍ନ, ଯାହାର ଅର୍ଥ ରୋମ୍‍ର ନାଗରିକ।

ଇତିହାସ

ଭୂଗୋଳ

ଧର୍ମ

ପ୍ରଶାସନିକ ବିଭାଜନ

ଭାଷା

ଆଧାର

Tags:

ରୋମାନିଆ ବ୍ୟୁତ୍ପତ୍ତିରୋମାନିଆ ଇତିହାସରୋମାନିଆ ଭୂଗୋଳରୋମାନିଆ ଧର୍ମରୋମାନିଆ ପ୍ରଶାସନିକ ବିଭାଜନରୋମାନିଆ ଭାଷାରୋମାନିଆ ଆଧାରରୋମାନିଆସର୍ବିଆୟୁକ୍ରେନ

🔥 Trending searches on Wiki ଓଡ଼ିଆ:

ଦିବାକର ପରିଡ଼ାପୁରୀ ଜିଲ୍ଲାଯୁଗଳ କିଶୋର ପଟ୍ଟନାୟକଜ୍ୟୋତି ପ୍ରକାଶ ପାଣିଗ୍ରାହୀୟୁ ଟ୍ୟୁବପରିବେଶଯୋଗଓଡ଼ିଆ ରାନ୍ଧଣାସଫ୍ଟୱେରମହାଭାରତସିରହିନ୍ଦ-ଫତେହଗଡ଼ଇରା ମହାନ୍ତିଉତ୍କଳ ବ୍ରାହ୍ମଣପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷକାମଧେନୁଯୀଶୁଅମ୍ଳଜାନବିଜୟ ମିଶ୍ରଫତୁରାନନ୍ଦମହେନ୍ଦ୍ର ସିଂହ ଧୋନିସାହି ଯାତ୧୮୫୬ସୁରେନ୍ଦ୍ର ସିଂହ ଭୋଇତେନ୍ତୁଳିଗଉଡ଼ ବାଡ଼ି ଖେଳସୁଦର୍ଶନ ପଟ୍ଟନାୟକବ୍ରାଉଜରଜ୍ଞାନପୀଠ ପୁରସ୍କାରସୈଫ ଅଲ୍ଲୀ ଖାନଅମୃତାୟନବିଜୟ ମହାନ୍ତିହନୁମାନ ଜୟନ୍ତୀନନ୍ଦିଘୋଷପଠାଣି ସାମନ୍ତସାକ୍ଷୀଗୋପାଳ୧୩ ଅଗଷ୍ଟଅଶୋକ (ଗଛ)ବର୍ଷାଚିତ୍ତରଞ୍ଜନ ଦାସପଦ୍ମଚରଣ ପଟ୍ଟନାୟକଦେବୀପ୍ରସନ୍ନ ପଟ୍ଟନାୟକଶ୍ରାଦ୍ଧଏସ୍. ସୋମନାଥକିଶୋରୀ ଚରଣ ଦାସମକର ସଂକ୍ରାନ୍ତିଜୈନ ଧର୍ମଭାରତୀୟ ଜାତୀୟ କଂଗ୍ରେସକୋଷ୍ଟାରିକାମନେ ରହିବ ଏ ପ୍ରେମ କାହାଣୀଯଶୋବନ୍ତ ଦାସସମାଜ (ଖବରକାଗଜ)ଜୟଦେବନୀଳାଦ୍ରି ବିଜୟ (ଉପନ୍ୟାସ)ଜଗନ୍ନାଥ ଦାସଚକ୍ରବର୍ତ୍ତୀ ରାଜଗୋପାଳାଚାରୀଶଶିଭୂଷଣ ରାୟସୁନା୧୮୭୪ପ୍ରଧାନ ପୃଷ୍ଠାମହାତ୍ମା ଗାନ୍ଧୀଦ୍ୱିତୀୟ ବିଶ୍ୱଯୁଦ୍ଧମାୟାଧର ମାନସିଂହସାଂସଦ ଆଦର୍ଶ ଗ୍ରାମ ଯୋଜନାପାଟିରୋମରଜାତୀୟ ଆୟ🡆 More