![]() | |
![]() | |
Clinical data | |
---|---|
Trade names | Xarelto, others |
Synonyms | BAY 59-7939 |
AHFS/Drugs.com | monograph |
MedlinePlus | a611049 |
data |
|
Pregnancy category |
|
Routes of administration | By mouth |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 80–100%; Cmax = 2–4 hours (10 mg oral) |
Metabolism | CYP3A4, CYP2J2 and CYP-independent mechanisms |
Elimination half-life | 5–9 hours in healthy subjects aged 20 to 45 |
Excretion | 2/3 metabolized in liver and 1/3 eliminated unchanged |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
PDB ligand | |
ECHA InfoCard | 100.210.589 |
Chemical and physical data | |
Formula | C19H18ClN3O5S |
Molar mass | ୪୩୫.୮୮ g·mol−1 |
3D model (JSmol) | |
SMILES
| |
InChI
| |
![]() ![]() |
ରିଭାରୋକ୍ସାବାନ (ଇଂରାଜୀ ଭାଷାରେ Rivaroxaban), ବ୍ରାଣ୍ଡ ନାମ ଜାରେଲ୍ଟୋ/ Xarelto, ଏକ ରକ୍ତ ପତଳାକାରୀ ଔଷଧ ଯାହା ରକ୍ତ ଜମାଟ ପ୍ରତିରୋଧ ନିମନ୍ତେ ଦିଆଯାଏ । ନିର୍ଦ୍ଦିଷ୍ଟ ଭାବରେ ଏହା ଗଭୀର ଶିରା ଥ୍ରୋମ୍ବୋସିସ୍ ଏବଂ ଫୁସଫୁସ ଏମ୍ବୋଲିଜ୍ମର ଚିକିତ୍ସା ପାଇଁ ଓ ରକ୍ତ ଜମାଟ ପ୍ରତିରୋଧ ନିମନ୍ତ ଆଟ୍ରିଆଲ୍ ଫାଇବ୍ରିଲେସନ ଏବଂ ହିପ କିମ୍ବା ଆଣ୍ଠୁ ଅସ୍ତ୍ରୋପଚାର ପରବର୍ତ୍ତୀ ସମୟରେ ବ୍ୟବହୃତ ହୁଏ | ଏହା ପାଟିରେ ଦିଆଯାଏ |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ହୁଏ | ଅନ୍ୟାନ୍ୟ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ମେରୁଦଣ୍ଡ ହେମାଟୋମା ଏବଂ ଆନାଫାଇଲକ୍ସିସ ହୋଇପାରେ | ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ବ୍ୟବହାର ସୁରକ୍ଷିତ କି ନାହିଁ ତାହା ଅସ୍ପଷ୍ଟ ରହିଛି। ୱାରଫାରିନ ତୁଳନାରେ ଏହାର ଅନ୍ୟାନ୍ୟ ଔଷଧ ସହିତ ଅଳ୍ପ ପ୍ରତିକ୍ରିୟା ହୁଏ । ଏହା ଫ୍ୟାକ୍ଟର ଏକ୍ସଏର କାର୍ଯ୍ୟକଳାପକୁ ଅବରୋଧ କରି କାର୍ଯ୍ୟ କରେ |
ରିଭାରୋକ୍ସାବାନ ୨୦୦୭ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୨୦୧୧ ମସିହାରେ ଆମେରିକାରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ଯୁକ୍ତରାଷ୍ଟ୍ରରେ ଏହା ୨୦୨୪ ମସିହା ପର୍ଯ୍ୟନ୍ତ ସାଧାରଣ ଔଷଧ ଭାବରେ ଉପଲବ୍ଧ ହେବ ନାହିଁ | ଏକ ମାସ ଯୋଗାଣ ନିମନ୍ତେ ବ୍ରିଟେନରେ ୨୦୨୦ ମସିହାରଏଏନଏଚଏସର £ ୫୦ ଏହା ବାବଦରେ ଖର୍ଚ୍ଚ ହୋଇଥିଲା । ଆମେରିକାରେ ଏହି ପରିମାଣର ହୋଲସେଲ୍ ମୂଲ୍ୟ ଆମେରିକୀୟ 430 ଡଲାର ଥିଲା । ୨୦୧୭ ମସିହାରେ ଏହା ଆମେରିକାର ୧୦୯ ତମ ସାଧାରଣ ଔଷଧ ଥିଲା, ଯେଉଁଥିରେ ଛଅ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା |
{{cite book}}
: CS1 maint: date format (link) This article uses material from the Wiki ଓଡ଼ିଆ article ରିଭାରୋକ୍ସାବାନ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.