ବିଧାନ ସଭା ନିର୍ବାଚନ ମଣ୍ଡଳୀ ରାୟଗଡ଼ା

ରାୟଗଡ଼ା (କ୍ରମିକ ସଂଖ୍ୟା: ୧୪୦) ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ରାୟଗଡ଼ା (ପୌ) ରାୟଗଡ଼ା ବ୍ଳକ ଓ କାଶିପୁର ବ୍ଳକ ।

ରାୟଗଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୧୫,୫୦୫
ଜିଲ୍ଲା: ରାୟଗଡ଼ା
ଲୋକ ସଭା ନିର୍ବାଚନ ମଣ୍ଡଳୀ: କୋରାପୁଟ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଲାଲ୍ ବିହାରୀ ହିମିରିକା ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ମକରନ୍ଦ ମୁଦୁଲିଙ୍କଠାରୁ ୮୨୮୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଲାଲ ବିହାରି ହିମିରିକା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଉଲାକା ରାମଚନ୍ଦ୍ରଙ୍କଠାରୁ ୧୫,୬୬୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ରାୟଗଡ଼ା
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଲାଲ ବିହାରୀ ହିମିରିକା ୫୨,୮୪୭ ୪୪.୪୫ -
କଂଗ୍ରେସ ରାମଚନ୍ଦ୍ର ଉଲାକା ୩୭,୧୮୬ ୩୧.୨୮ -
ବସପା ଭାସ୍କର ମୂତୁକା ୯,୨୧୩ ୭.୭୫ -
ଭାଜପା କାଲିରାମ ମାଝି ୭,୮୯୦ ୬.୬୪ -
ସ୍ୱାଧୀନ ଶଙ୍କର ବିଦିକା ୪,୨୧୪ ୩.୫୪ -
ଲୋକ ଜନଶକ୍ତି ପାର୍ଟି ପିଦିକା ଶିରି ମାଝି ୨,୧୬୦ ୧.୮୨ -
ସିପିଆଇ(ମାଲେ) ଲିବରେସନ ସମ୍ବର ଶବର ୧,୮୬୦ ୧.୫୬ -
ସ୍ୱାଧୀନ କୃଷ୍ଣ ହୁଇକା ୧,୮୧୬ ୧.୫୩ -
ରିସୋପା ରାମ ମୁଦୁଲି ୧,୭୧୦ ୧.୪୪ -
ଭୋଟ ବ୍ୟବଧାନ ୧୫,୬୬୧ ୧୩.୧୭* -
ମତଦାନ ହାର ୧,୧୯,୪୮୦ ୬୧.୦୪ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାରାୟଗଡ଼ାରାୟଗଡ଼ା ଜିଲ୍ଲା

🔥 Trending searches on Wiki ଓଡ଼ିଆ:

୨୫ ମାର୍ଚ୍ଚବିଦୁସ୍ମିତାମୋରୋକ୍କୋଚିତ୍ତରଞ୍ଜନ ଦାସଭଗବତୀ ଚରଣ ପାଣିଗ୍ରାହୀମନୋଜ ଦାସଅଂଶୁପା ହ୍ରଦରାଜ୍ୟ ସଭାଜଗନ୍ନାଥ ଦାସଚନ୍ଦନଲାଗି ବେଶଓଡ଼ିଆ ଭାଗବତବିମ୍ବାଧର କୁଅଁରବଳରାମ ଦାସଓଡ଼ିଶା ଆଦର୍ଶ ବିଦ୍ୟାଳୟମୀନ (ମାସ)ଓଡ଼ିଶାଭାରତୀୟ ମୁଦ୍ରାଇଣ୍ଡୋନେସିଆଋଷିଆକବିସୂର୍ଯ୍ୟ ବଳଦେବ ରଥମାଟିର ମଣିଷଶିବଗୁରୁ ପ୍ରସାଦ ମହାନ୍ତିରାକ୍ଷୀ ବାନ୍ଧିଲି ମୋ ରଖିବ ମାନପରଶୁରାମଓଡ଼ିଆ ଯୁବକ ପାଠାଗାରରାଜକିଶୋର ରାୟକୁଞ୍ଜବିହାରୀ ଦାଶଔଷଧୀୟ ଗଛଲତାମାନଙ୍କର ତାଲିକାନେମାଳଅଶୋକ (ସମ୍ରାଟ)ଓଡ଼ିଆ ବାହାଘରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଗୀତଗୋବିନ୍ଦକଳମଶାଗପରିସଂଖ୍ୟାନମହାପାତ୍ର ନୀଳମଣି ସାହୁଭାରତର ପ୍ରଧାନମନ୍ତ୍ରୀଅଭିରାମ ପରମହଂସ୨୯ ଅପ୍ରେଲଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶ୍ରୀରାଧାଖୋର୍ଦ୍ଧା ଜିଲ୍ଲାwiki.phtmlଓଡ଼ିଶୀବୈଷ୍ଣବ ପାଣିଉଦୟନାଥ ଷଡ଼ଙ୍ଗୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଗ୍ରହଅଖିଳ ମୋହନ ପଟ୍ଟନାୟକବନ୍ଧୁ ମହାନ୍ତିଚତୁର ବିନୋଦଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଯୁକ୍ତରାଷ୍ଟ୍ର ଆମେରିକାଏଚଆଇଭି/ଏଡସଆନନ୍ଦପୁରଡାଲିହିଙ୍ଗୁଳା ମନ୍ଦିରକୋଣାର୍କ ସୂର୍ଯ୍ୟ ମନ୍ଦିରଓଡ଼ିଶାର ଲୋକନୃତ୍ୟନଟବର ସାମନ୍ତରାୟରାସେଶ୍ୱରୀ ପାଣିଗ୍ରାହୀ🡆 More