ବିଧାନ ସଭା ନିର୍ବାଚନ ମଣ୍ଡଳୀ ରାୟଗଡ଼ା

ରାୟଗଡ଼ା (କ୍ରମିକ ସଂଖ୍ୟା: ୧୪୦) ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ରାୟଗଡ଼ା (ପୌ) ରାୟଗଡ଼ା ବ୍ଳକ ଓ କାଶିପୁର ବ୍ଳକ ।

ରାୟଗଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୧୫,୫୦୫
ଜିଲ୍ଲା: ରାୟଗଡ଼ା
ଲୋକ ସଭା ନିର୍ବାଚନ ମଣ୍ଡଳୀ: କୋରାପୁଟ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଲାଲ୍ ବିହାରୀ ହିମିରିକା ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ମକରନ୍ଦ ମୁଦୁଲିଙ୍କଠାରୁ ୮୨୮୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଲାଲ ବିହାରି ହିମିରିକା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଉଲାକା ରାମଚନ୍ଦ୍ରଙ୍କଠାରୁ ୧୫,୬୬୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ରାୟଗଡ଼ା
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଲାଲ ବିହାରୀ ହିମିରିକା ୫୨,୮୪୭ ୪୪.୪୫ -
କଂଗ୍ରେସ ରାମଚନ୍ଦ୍ର ଉଲାକା ୩୭,୧୮୬ ୩୧.୨୮ -
ବସପା ଭାସ୍କର ମୂତୁକା ୯,୨୧୩ ୭.୭୫ -
ଭାଜପା କାଲିରାମ ମାଝି ୭,୮୯୦ ୬.୬୪ -
ସ୍ୱାଧୀନ ଶଙ୍କର ବିଦିକା ୪,୨୧୪ ୩.୫୪ -
ଲୋକ ଜନଶକ୍ତି ପାର୍ଟି ପିଦିକା ଶିରି ମାଝି ୨,୧୬୦ ୧.୮୨ -
ସିପିଆଇ(ମାଲେ) ଲିବରେସନ ସମ୍ବର ଶବର ୧,୮୬୦ ୧.୫୬ -
ସ୍ୱାଧୀନ କୃଷ୍ଣ ହୁଇକା ୧,୮୧୬ ୧.୫୩ -
ରିସୋପା ରାମ ମୁଦୁଲି ୧,୭୧୦ ୧.୪୪ -
ଭୋଟ ବ୍ୟବଧାନ ୧୫,୬୬୧ ୧୩.୧୭* -
ମତଦାନ ହାର ୧,୧୯,୪୮୦ ୬୧.୦୪ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାରାୟଗଡ଼ାରାୟଗଡ଼ା ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଏଚଆଇଭି/ଏଡସଚନ୍ଦନହୃତ୍‌ପିଣ୍ଡଉତ୍କଳ ଦିବସଭାରତୀୟ ଜନତା ପାର୍ଟିପ୍ଲୀହାଅଶୋକାଷ୍ଟମୀବାଘଅନୁପମ ଭାରତଲକ୍ଷ୍ମଣ ନାୟକଗୁରୁବାରଏସିଆକାଲିଫର୍ମିଅମଭଗବତୀ ଚରଣ ପାଣିଗ୍ରାହୀରୋହିତ ପୂଜାରୀମନୋଜ ଦାସମାଟିର ମଣିଷ (ଉପନ୍ୟାସ)ବାଜି ରାଉତହନୁମାନପ୍ରଦୀପ କୁମାର ପାଣିଗ୍ରାହୀଅଂଶୁଘାତଚୈତ୍ର ମଙ୍ଗଳବାର ଓଷାବୈଶାଖଭାନୁଜୀ ରାଓଘର ବାହୁଡ଼ାପ୍ରଦୀପ କୁମାର ପଣ୍ଡାବାରାକ ଓବାମାଜର୍ଜ କ୍ୟାଣ୍ଟରଉତ୍କଳ ସମ୍ମିଳନୀଅର୍ଜୁନ ଗଛଅଭିମନ୍ୟୁ ସାମନ୍ତସିଂହାରଓଡ଼ିଆ କାବ୍ୟ କବିତା୪ ଅପ୍ରେଲସମାଜ (ଖବରକାଗଜ)୧୨ ଫେବୃଆରୀକିଶୋରୀ ଚରଣ ଦାସହୀରାକୁଦ ବନ୍ଧସଚ୍ଚିଦାନନ୍ଦ ରାଉତରାୟଗଜଲରାଜ୍ୟ ସଭାତରୁଣକାନ୍ତି ମିଶ୍ରଲକ୍ଷ୍ମୀକାନ୍ତ ମହାପାତ୍ରସୁବର୍ଣ୍ଣରେଖା ନଦୀସୀତାକାନ୍ତ ମହାପାତ୍ରଅମ୍ଳଜାନକାଜୁ୨୧ସବ୍ୟସାଚୀ ମିଶ୍ରୟୁରୋପଡାଲିଗୋପାଳ ଚନ୍ଦ୍ର ପ୍ରହରାଜରେବତୀ (କ୍ଷୁଦ୍ରଗଳ୍ପ)ସାଦୃଶ୍ୟମୋରୋକ୍କୋଦାମୋଦର ରାଉତଚିନ୍ତାମଣି ମହାନ୍ତିହନୁମାନ ଚାଳିଶାପୂର୍ଣ୍ଣାନନ୍ଦ ଦାନୀସୁଭାଷ ଚନ୍ଦ୍ର ବୋଷଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଭୁବନେଶ୍ୱର ବେହେରା🡆 More