ରାମ ବଳରାମ: ୧୯୮୦ ମସିହାର ଓଡ଼ିଆ କଥାଚିତ୍ର

ରାମ ବଳରାମ, ୧୯୮୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ନସାର ରାଜୁ । ଗୋବିନ୍ଦ ସେନାପତି ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏ.

ସଞ୍ଜୀବ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ରାମ ବଳରାମ
ନିର୍ଦ୍ଦେଶକଏ. ସଞ୍ଜୀବ
ପ୍ରଯୋଜକପୂର୍ଣ୍ଣଚନ୍ଦ୍ର ରାଓ ଅତୁଲୁରୀ
ସଂଳାପଗୋବିନ୍ଦ ସେନାପତି
ଚିତ୍ରନାଟ୍ୟଏ. ସଞ୍ଜୀବ
କାହାଣୀନସାର ରାଜୁ
କଳାକାରଉତ୍ତମ ମହାନ୍ତି
ଅନିତା ଦାସ
ଦୀପା ସାହୁ
ବିରେନ ରାଉତରାୟ
ରାଧା ପଣ୍ଡା
ଗ୍ଲୋରିଆ ମହାନ୍ତି
ମାମିନା
ସଙ୍ଗୀତପ୍ରଫୁଲ୍ଲ କର
ଚିତ୍ରଗ୍ରହଣଟି. ଏଚ୍. ରାମା ରାଓ
ସମ୍ପାଦକଏ. ସଞ୍ଜୀବ
ମୁକ୍ତିଲାଭ ତାରିଖ
୧୯ ସେପ୍ଟେମ୍ବର ୧୯୮୦
ଦେଶରାମ ବଳରାମ: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଉତ୍ତମ ମହାନ୍ତି, ଅନିତା ଦାସ, ଦୀପା ସାହୁ, ବିରେନ ରାଉତରାୟ, ରାଧା ପଣ୍ଡା, ଗ୍ଲୋରିଆ ମହାନ୍ତି, ମାମିନା, ସୁଜାତା, ରୁକ୍ମଣୀ, ଅନଙ୍ଗ ଦ୍ୱିବେଦୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ପ୍ରଫୁଲ୍ଲ କର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତ ରଚନା କରିଥିଲେ । ଏସ୍. ଜାନକୀ, ଚିତ୍ତ ଜେନା, ପ୍ରଣବ ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ

ଆଧାର

ବାହାର ଆଧାର

Tags:

ରାମ ବଳରାମ ଅଭିନୟରାମ ବଳରାମ କାହାଣୀରାମ ବଳରାମ ଗୀତ ଏବଂ ସଙ୍ଗୀତରାମ ବଳରାମ ଆଧାରରାମ ବଳରାମ ବାହାର ଆଧାରରାମ ବଳରାମ

🔥 Trending searches on Wiki ଓଡ଼ିଆ:

ଶୁକ୍ରବାରରବୀନ୍ଦ୍ରନାଥ ଠାକୁରଉପେନ୍ଦ୍ର ଭଞ୍ଜଧର୍ମ ନିକିତିଓଉରାମକୃଷ୍ଣ ନନ୍ଦଭୁବନେଶ୍ୱର ବେହେରାଦୀପା ସାହୁ (୧୯୮୫ ଜନ୍ମ)ଭୂଗୋଳ୧୯ ଜୁନପୃଥିବୀ୧୭ ଜୁଲାଇଓଡ଼ିଶାର ପର୍ବପର୍ବାଣିଭାରତୀୟ ଜନତା ପାର୍ଟିଢେଙ୍କାନାଳ ଜିଲ୍ଲାଧରିତ୍ରୀଓଡ଼ିଆ ଚଉତିଶା ଗୁଡ଼ିକର ତାଲିକାମଧୁସୂଦନ ରାଓଗୁଗଲପ୍ରଦୂଷଣଆର୍ଯ୍ୟଭଟ୍ଟ୨୭ ଅପ୍ରେଲଭର୍ତ୍ତୃହରି ମହତାବରବି ସିଂଧବଳେଶ୍ୱର ମନ୍ଦିରଯକୃତ୨ ଅପ୍ରେଲକଳିକେଶ ନାରାୟଣ ସିଂହଦେଓବି. ଆର. ଆମ୍ବେଦକରସୁରେଶ କୁମାର ରାଉତରାୟପଦ୍ମ ଲୋଚନ ପଣ୍ଡାପୂର୍ବାଷାଢ଼ା (ନକ୍ଷତ୍ର)ଓଡ଼ିଶାର ଦୋଳଯାତ୍ରାରାଧାନାଥ ରାୟଓଡ଼ିଶା ପ୍ରିମିଅର ଲିଗମହାତ୍ମା ଗାନ୍ଧୀଙ୍କ ପରିବାରଅସହଯୋଗ ଆନ୍ଦୋଳନଜଗନ୍ନାଥ ମିଶ୍ର (ରାଜନେତା)ଦଅଣାପୂର୍ବ ଭାଦ୍ରପଦ (ନକ୍ଷତ୍ର)କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଗୋବିନ୍ଦ ତ୍ରିପାଠୀରାଜ୍ୟ ସଭାମୁକ୍ତେଶ୍ୱର ଦେଉଳବୃନ୍ଦାବନଅଖିଳ ନାୟକଗଞ୍ଜାମ ଜିଲ୍ଲାଭାରତ ଲୀଳାଫେବୃଆରୀଗଡ଼ଗଡ଼ିଆ ମନ୍ଦିରଅର୍ଜୁନ ଗଛବନ୍ଦେ ଉତ୍କଳ ଜନନୀକାଳୀମୟୂରଭଞ୍ଜ ରାଜ୍ୟପରଶୁରାମଶ୍ରୀଧର ଦାସଲକ୍ଷ୍ମୀକାନ୍ତ ମହାପାତ୍ରମୋଗଲ ସାମ୍ରାଜ୍ୟଅଶ୍ୱିନୀ କୁମାର ଘୋଷଶିବାଜୀବୁଦ୍ଧ ପୂର୍ଣ୍ଣିମାସୂର୍ଯ୍ୟ ଦେବତାଇଜିପ୍ଟଜନ ଗଣ ମନନୀଳମାଧବ ମନ୍ଦିରଇରା ମହାନ୍ତିଗୋପବନ୍ଧୁ ଦାସମାଛଆଚାର୍ଯ୍ୟ ହରିହର🡆 More