ରାମ ପ୍ରସାଦ ସିଂହ: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ରାମ ପ୍ରସାଦ ସିଂହ (୧୯୦୪-୧୯୮୫) ଜଣେ ଓଡ଼ିଆ ସାହିତ୍ୟିକ ଥିଲେ । ସେ ଉଭୟ ଗଳ୍ପ ଓ ଉପନ୍ୟାସ ଲେଖୁଥିଲେ । ତାଙ୍କ ରଚନା ମୁଖ୍ୟତଃ ମାର୍କସବାଦୀ ଚିନ୍ତାଧାରାର ଥିଲା । ଶୋଷକର ଶୋଷିତ ଗୋଷ୍ଠୀଉପରେ ଅତ୍ୟାଚାର ଓ ଶୋଷିତର ଦୁଃଖ ତାଙ୍କ ରଚନାରେ ଶୋଭା ପାଉଥିଲା । ୧୯୩୦ ମସିହାରୁ ଲେଖାଲେଖି ଆରମ୍ଭ କରି, ସେ ୫୦ ବର୍ଷ ଧରି ଓଡ଼ିଆ ସାହିତ୍ୟ ସେବା କରିଥିଲେ । ସେ ପ୍ରାୟ ୨୦ଟି ପୁସ୍ତକ ରଚନା କରିଥିଲେ ।

ରାମ ପ୍ରସାଦ ସିଂହ
ଜନ୍ମ୧୯୦୪
କଅଁରପୁର, ମାହାଙ୍ଗା, କେନ୍ଦ୍ରାପଡ଼ା
ମୃତ୍ୟୁ୧୯୮୫
ଜାତୀୟତାଭାରତୀୟ
ସକ୍ରିୟ ବର୍ଷ୧୯୩୦ - ୧୯୮୫

ରାମ ପ୍ରସାଦ ବାମପନ୍ଥୀ ବିପ୍ଲବୀ ଥିଲେ ଓ ୧୯୩୦ ଦଶକର "ସିଭିଲ ଡିସଓବିଡିଏନ୍ସ ମୁଭମେଣ୍ଟ"ରେ ଅଂଶଗ୍ରହଣ କରି ହଜାରିବାଗ ଜେଲରେ କାରାବରଣ କରିଥିଲେ । ସେ ସମୟର ଓଡ଼ିଆ ସାହିତ୍ୟରେ ଭକ୍ତିବାଦର ପ୍ରାବଲ୍ୟ ଥିଲା । ରାମ ପ୍ରସାଦଙ୍କ ମତ ଥିଲା, "ସାହିତ୍ୟ ଭକ୍ତିବାଦରୁ ବାହାରି ଲୋକାଭିମୁଖୀ ହେବା ଓ ଲୋକଙ୍କ ସମସ୍ୟାକୁ କହିବା ଉଚିତ ।" ସାହିତ୍ୟ ଧନୀ, ଜମିଦାର ଓ ରାଜାଙ୍କ କବଳରୁ ମୁକ୍ତ ହୋଇ ସାଧାରଣ ଜନତାଙ୍କର ହେବା ଉଚିତ ବୋଲି ସେ କହିଥିଲେ ।

ରଚନାବଳୀ

ଗଳ୍ପ

  • ଛାତିର ରକ୍ତ
  • ଶେଷ ରାତି
  • କଲ୍ଲୋଳ
  • ଘାସିପଡ଼ାର ମାୟା
  • ଟିକସ ମଉସା
  • ଚୋରାବାଲି

ଉପନ୍ୟାସ

  • ମରୀଚିକା
  • ଅଗ୍ନିପଥେ
  • ଛିନ୍ନମସ୍ତା
  • ପ୍ରତିହିଂସା - ୧୯୩୦-୩୧
  • ହୋମଶିକ୍ଷା - ୧୯୩୭
  • ପୂଜାର ବାଲି

ଆଧାର

Tags:

ରାମ ପ୍ରସାଦ ସିଂହ ରଚନାବଳୀରାମ ପ୍ରସାଦ ସିଂହ ଆଧାରରାମ ପ୍ରସାଦ ସିଂହଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ଚୈତନ୍ୟରିକେଟପଞ୍ଚାୟତ ରାଜମାଇକ୍ରୋସଫ୍ଟମଥୁରା ମଙ୍ଗଳଓଡ଼ିଶାର ଜୈବ ବିବିଧତାତମନ୍ନା ବ୍ୟାସପ୍ରଭୁ ଜାନିପ୍ରଥମାଷ୍ଟମୀଧର୍ମମମତା ଦାଶଧଉଳିଭାରତର ରାଷ୍ଟ୍ରପତିମହାତ୍ମା ଗାନ୍ଧୀକଣ୍ଡୋମପିଙ୍କି ପ୍ରଧାନଭାରତ ମସଲାଭୃସଙ୍ଗ ଗଛଖୋର୍ଦ୍ଧାନନ୍ଦ କିଶୋର ବଳଗାଟିଫ୍ଲୋକ୍ସାସିନଉଇକିମିଡ଼ିଆ ଫାଉଣ୍ଡେସନବିଲଙ୍କା ରାମାୟଣଦିଲୀପ ତିର୍କୀବନ୍ଦେ ଉତ୍କଳ ଜନନୀଭାସ୍କର ଚନ୍ଦ୍ର ମହାପାତ୍ରମୀରା ବାଈଅଚ୍ୟୁତାନନ୍ଦ ଦାସସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂରସୀତା ବିବାହସୂଚନା ଅଧିକାର ଆଇନ ୨୦୦୫ଧନୁଷ୍ଟଙ୍କାରଲିଓ ଟଲଷ୍ଟୟଶେଷ ବସନ୍ତର ଚିଠିଜବାହରଲାଲ ନେହେରୁଜୟୀ ରାଜଗୁରୁବୈଦେହୀଶ ବିଳାସଗଙ୍ଗା (ହିନ୍ଦୁଧର୍ମରେ)ସର୍ବପଲ୍ଲୀ ରାଧାକୃଷ୍ଣନଦଣ୍ଡ ନାଟକୁନ୍ତଳା କୁମାରୀ ସାବତବୀଜାଣୁଗ୍ରୀକ ଭାଷାଓଡ଼ିଆ ଭାଷାକୋଷ୍ଠକାଠିନ୍ୟନାରଦପାଟଦେଇପରମାନନ୍ଦ ଆଚାର୍ଯ୍ୟଗୁରୁ ପ୍ରସାଦ ମହାନ୍ତିଭାରତର ସଂସ୍କୃତିହିନ୍ଦୁ ମନ୍ଦିର ସ୍ଥାପତ୍ୟକଳାପ୍ରସନ୍ନ କୁମାର ପାଟ୍ଟଶାଣୀଅଶୋକ (ସମ୍ରାଟ)ଲିଙ୍ଗରାଜ ମନ୍ଦିରଉଦ୍ଭିଦ ବିଜ୍ଞାନପ୍ରଦୂଷଣବିଜୟ ମିଶ୍ରଦଶରଥଟ୍ରାକ୍ଟରଛାନ୍ଦଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯କାଟୁଲୁ ରବି କୁମାରପଖାଳ ଦିବସ୩ (ସଂଖ୍ୟା)ହିନ୍ଦୀ🡆 More