ଓଡ଼ିଆ କଥାଚିତ୍ର ରାମାୟଣ: ୧୯୮୦ର ଓଡ଼ିଆ କଥାଚିତ୍ର

ରାମାୟଣ ୧୯୮୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଧୀର ବିଶ୍ୱାଳ । ଗୋବିନ୍ଦ ତେଜ ଏହି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ, ଯିଏକି ଏହି କଥାଚିତ୍ର ଜରିଆରେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ଏହି କଥାଚିତ୍ରଟିର କାହଣୀ ବାଲ୍ମିକୀ ରାମାୟଣ ଉପରେ ଆଧାରିତ ଥିଲା ।

ରାମାୟଣ
ନିର୍ଦ୍ଦେଶକଗୋବିନ୍ଦ ତେଜ
ପ୍ରଯୋଜକଧୀର ବିଶ୍ୱାଳ
କାହାଣୀବାଲ୍ମିକୀ
କଳାକାରଧୀର ବିଶ୍ୱାଳ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ଅନିତା ଦାସ
ସଙ୍ଗୀତପ୍ରଫୁଲ୍ଲ କର
ଚିତ୍ରଗ୍ରହଣରଞ୍ଜନ କିନାଗୀ
ସମ୍ପାଦକଏ. ସଞ୍ଜୀବ
ମୁକ୍ତିଲାଭ ତାରିଖ
୧୯୮୦
ଦେଶଭାରତ
ଭାଷାଓଡ଼ିଆ

ଉତ୍ତମ ମହାନ୍ତି, ମିହିର ଦାସ, ଧୀର ବିଶ୍ୱାଳ, ଗୋବିନ୍ଦ ତେଜ, ପ୍ରଦୀପ, ଅପରାଜିତା ମହାନ୍ତି, ଅନିତା ଦାସ, ଶୁଭ୍ରା ପତି, ସୌଦାମିନୀ ମିଶ୍ର, ରବି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକରେ ଅଭିନୟ କରିଥିଲେ ।

ଅଭିନୟ

ଗୀତ ଓ ସଙ୍ଗୀତ

ପ୍ରଫୁଲ୍ଲ କର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ ଗୀତ ରଚନା କରିଥିଲେ । ଚିତ୍ତ ଜେନା, ସୁବାସ ଦାସ, ଏସ. ଜାନକୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଆଧାର

ବାହାର ଆଧାର

Tags:

ଓଡ଼ିଆ କଥାଚିତ୍ର ରାମାୟଣ ଅଭିନୟଓଡ଼ିଆ କଥାଚିତ୍ର ରାମାୟଣ ଗୀତ ଓ ସଙ୍ଗୀତଓଡ଼ିଆ କଥାଚିତ୍ର ରାମାୟଣ ଆଧାରଓଡ଼ିଆ କଥାଚିତ୍ର ରାମାୟଣ ବାହାର ଆଧାରଓଡ଼ିଆ କଥାଚିତ୍ର ରାମାୟଣଗୋବିନ୍ଦ ତେଜଧୀର ବିଶ୍ୱାଳରାମାୟଣ

🔥 Trending searches on Wiki ଓଡ଼ିଆ:

ସିଦ୍ଧାନ୍ତ ମହାପାତ୍ରକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଗୀତଗୋବିନ୍ଦଗତିକୃଷ୍ଣ ମିଶ୍ରଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଚାଚେରୀ ବେଶଜହ୍ନିଓଷାୟୁରାନସନାଗାବଳୀ ନଦୀଓଷାଆଫ୍ରିକାମହମ୍ମଦଭୂଗୋଳନଅଙ୍କ ଦୁର୍ଭିକ୍ଷଓଡ଼ିଆ ଲିପି୧୯୩୪୧୯୮୨ଜଗତସିଂହପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମନୋଜ ଦାସଙ୍କ କଥା ଓ କାହାଣୀଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଆଖଣ୍ଡଳମଣି ମନ୍ଦିରଭାରତ ସରକାରଟିଟିଲାଗଡ଼ସ୍ୱିଡେନଭାରତୀୟ ଇତିହାସ (୧୯୪୭-ବର୍ତ୍ତମାନ)ନୀଳମାଧବ ମନ୍ଦିରଭାରତୀୟ ମହିଳାରଚନା ବାନାର୍ଜୀଗୋପାଳ ଛୋଟରାୟଜୟୀ ରାଜଗୁରୁଚାରି ଧାମପୁରୀ ଜିଲ୍ଲାପୃଥିବୀଉଦୟନାଥ ଷଡ଼ଙ୍ଗୀମାସଓଡ଼ିଆ ଲୋକପୁଷ୍ଟିସାରନାରାୟଣ ସାହୁନବକୃଷ୍ଣ ଚୌଧୁରୀଡାଲଖାଇଫତୁରାନନ୍ଦଅକ୍ଷୟ ତୃତୀୟାସୂର୍ଯ୍ୟପରାଗବିଦ୍ୟୁତଓଡ଼ିଆ ଉଇକିପିଡ଼ିଆହେମଲତା ମାନସିଂହ୨୦୧୪ଅଭିମନ୍ୟୁ ସାମନ୍ତସିଂହାରଧ୍ୟାନଚାନ୍ଦସେବିସ୍ୱତନ୍ତ୍ର ବିବାହ ଅଧିନିୟମ, ୧୯୫୪ବିଷଭକ୍ତ ଚରଣ ଦାସ (ରାଜନେତା)ଆନି ବେସାନ୍ତ୭ ଅପ୍ରେଲଅର୍ଜୁନ ଚରଣ ସେଠୀପୁରାଣଖାରବେଳଜଣ୍ଡିସ୍କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଓଡ଼ିଶାର ଭୂଗୋଳଆଉରଙ୍ଗଜେବଦାଣ୍ଡ ଯାତ୍ରାକଦଳୀପ୍ରାଣବନ୍ଧୁ କରନୀଳକଣ୍ଠ ଦାସନେପୋଲିୟନ ବୋନାପାର୍ଟବିରଜା ମନ୍ଦିର🡆 More