ରାମଚଉରା ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର

ରାମଚଉରା ମନ୍ଦିର , ଭାରତୀୟ ରାଜ୍ୟ ବିହାରର ହାଜିପୁର ସହରରେ ଥିବା ଏକା ହିନ୍ଦୁ ମନ୍ଦିର । ଏହା ଭଗବାନ ରାମଙ୍କ ଉପାସନା ପାଇ ରହିଛି ଓ ଏହା ହଜିପୁରର ହେଲାବଜାରର ରାମଭଦ୍ରଠାରେ  ରହିଛି ।ଏହି ସ୍ଥାନ ରାମାୟଣ ସମୟରେ ରହିଥିବାର ବିଶ୍ୱାସ କରାଯାଏ ଓ ଭଗବାନ ରାମ ଏଠାକୁ ଜଣକପୁର ଯିବା ସମୟରେ ଆସିଥିବାର ଜଣାଯାଏ । ଏଠାରେ ବାର୍ଷିକ ରାମ ନବମୀ ପର୍ବ ପାଳିତ ହେଇଥାଏ । ଏଠାରେ ସେହି ସମୟରେ ଏକା ମେଳାର ମଧ୍ୟ ଆୟୋଜନ ହେଇଥାଏ । 

Ramchaura Mandir
ରାମଚଉରା ମନ୍ଦିର: ବ୍ୟୁପତ୍ତି , ଦେବତା , ତାପ୍ତର୍ଜ୍ୟ 
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictVaishali
Location
ସ୍ଥାନRambhadra, Hajipur
StateBihar
CountryIndia
Architecture
TypeIndian

ଏଠାରେ ଖୋଦନରୁ ମିଳିଥିବା ପ୍ରତ୍ନତାତ୍ୱିକ ଦ୍ରବ୍ଯ ସବୁ ପାଟଣା ମିଉଜିଆମରେ ରଖା ଯାଇଛି ।  

ବ୍ୟୁପତ୍ତି 

ଚଉରାକୁ ଭୋଜପୁରୀରେ ଫୁଲ ବଗିଚା  କୁ ବୁଝାଏ । 

ଦେବତା 

ଭଗବାନ ରାମ ଏଠାରେ ଆରାଧ୍ୟ ଦେବତା । 

ତାପ୍ତର୍ଜ୍ୟ 

ଗ୍ୟାଲେରି 

ପୁନଶ୍ଚ ଦେଖଣା

  • List of Hindu temples in India
  • Hajipur

ଆଧାର 

ବାହାର ଲିଙ୍କ 

Tags:

ରାମଚଉରା ମନ୍ଦିର ବ୍ୟୁପତ୍ତି ରାମଚଉରା ମନ୍ଦିର ଦେବତା ରାମଚଉରା ମନ୍ଦିର ତାପ୍ତର୍ଜ୍ୟ ରାମଚଉରା ମନ୍ଦିର ଗ୍ୟାଲେରି ରାମଚଉରା ମନ୍ଦିର ପୁନଶ୍ଚ ଦେଖଣାରାମଚଉରା ମନ୍ଦିର ଆଧାର ରାମଚଉରା ମନ୍ଦିର ବାହାର ଲିଙ୍କ ରାମଚଉରା ମନ୍ଦିର

🔥 Trending searches on Wiki ଓଡ଼ିଆ:

କଲେରାମାଛଦ୍ୱିତୀୟ ବିଶ୍ୱଯୁଦ୍ଧରାବଣଛାୟାଦୀପ୍ତିରେଖା ପାଢ଼ୀଇଟାଲୀଅକ୍ଷାଂଶକୈଳାସ ସତ୍ୟାର୍ଥୀଭାରତର ନୋବେଲ ପୁରସ୍କାର ବିଜେତାକପିଳାସ ଶିବ ମନ୍ଦିରମହା ଶିବରାତ୍ରୀକଳିଙ୍ଗ ଯୁଦ୍ଧ୨ ଫେବୃଆରୀସରସ୍ୱତୀ ପୂଜାନିଶ୍ଚଳାନନ୍ଦ ସରସ୍ୱତୀଫନୀ ମହାନ୍ତିମସ୍ତିଷ୍କଗୁଲାବ କୌରଅଗ୍ନିମହିମା ଧର୍ମଡେମେକ୍ଲୋସାଇକ୍ଲିନମାସନିରାମୟ (ଓଡ଼ିଶା ସରକାରଙ୍କ ଏକ ଯୋଜନା)ପଦ୍ମିନୀ ରାଉତପ୍ରଧାନ ପୃଷ୍ଠାଲୋକନାଥ ମନ୍ଦିରବିର୍ସା ମୁଣ୍ଡାସାରଳା ଦାସପ୍ରବାସୀ ଶ୍ରମିକମିଳିତ ଜାତିସଂଘରାଜା ରାମମୋହନ ରାୟଇଣ୍ଡିଆନ ପ୍ରିମିଅର ଲିଗଆଇଜାକ ନିଉଟନଆଠମଲ୍ଲିକ ଗଡ଼ଜାତ ରାଜ୍ୟଓଡ଼ିଆ ସାହିତ୍ୟର ଇତିହାସତମ୍ବାତୋର ଦିନେ କୁ ମୋର ଦିନେଓଡ଼ିଆ ଭାଷାହିଙ୍ଗୁଳା ମନ୍ଦିରପ୍ରଶାନ୍ତ ନନ୍ଦପୁରୀ ଜିଲ୍ଲାରଥଯାତ୍ରାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରଞ୍ଜୀବ ବିଶ୍ୱାଳକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସଂସ୍କୃତ ଲେଖକମାନଙ୍କ ତାଲିକାଲକ୍ଷ୍ମୀକାନ୍ତ ମହାପାତ୍ରଗୌତମ ବୁଦ୍ଧଦ୍ୱାରକାପଦ୍ମଚରଣ ପଟ୍ଟନାୟକଇତିହାସହରଗୋବିନ୍ଦ ଖୁରାନା୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନଭଦଭଦଳିଆନାରାୟଣ ସାହୁବିଜୟ କୁମାର ଶତପଥୀସୌର ଜଗତକାର୍ତ୍ତିକ ପୂର୍ଣ୍ଣିମାୟୁନିଫର୍ମ ରିସୋର୍ସ ଲୋକେଟରକନ୍ଧମାଳ ଜିଲ୍ଲାରେଙ୍ଗାଳୀ ବନ୍ଧବଳରାମ ଦାସରାମବାଗ ପ୍ୟାଲେସସମ୍ବଲପୁରୀ ଭାଷାମନ୍ଦାର୨୦୨୪ ଭାରତୀୟ ସାଧାରଣ ନିର୍ବାଚନବୈକୁଣ୍ଠନାଥ ପଟ୍ଟନାୟକ🡆 More