ରାନୋଲାଜିନ

ରାନୋଲାଜିନ (ଇଂରାଜୀ ଭାଷାରେ Ranolazine, ଏକ ବିକ୍ରୟ ନାମ ରାନେକ୍ସା/ Ranexa) ଏକ ଔଷଧ ଯାହା ଆଞ୍ଜାଇନା ବା ହୃତ୍‌ପିଣ୍ଡ ଜନିତ ଯନ୍ତ୍ରଣାର (heart related chest pain) ଲାଘବ ନିମନ୍ତେ ଦିଆଯାଏ । ଅନ୍ୟାନ୍ୟ ଔଷଧରେ ଉପଶମ ନହେଲେ ତାହା ସ‌ହିତ ରାନୋଲାଜିନ ଦିଆଯାଏ । ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଉପରେ ଏହାର ଉପକାରୀତା କମ ଜଣାଯାଏ । ଏହା ପାଟିରେ ଦିଆଯାଏ ।

ରାନୋଲାଜିନ
ରାନୋଲାଜିନ
Clinical data
AHFS/Drugs.commonograph
MedlinePlusa606015
data
Pregnancy
category
  • US: C (Risk not ruled out)
Routes of
administration
By mouth (tablets)
ATC code
Legal status
Legal status
  • US: ℞-only
Pharmacokinetic data
Bioavailability35 to 50%
Protein binding~62%
MetabolismExtensive in liver (CYP3A, CYP2D6) and intestine
Elimination half-life7 hours
ExcretionKidney (75%) and fecal (25%)
Identifiers
IUPAC name
  • (RS)-N-(2,6-Dimethylphenyl)-2-[4-[2-hydroxy-3-(2-methoxyphenoxy)-propyl]piperazin-1-yl]acetamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
ChEBI
ChEMBL
ECHA InfoCard100.149.259 Edit this at Wikidata
Chemical and physical data
FormulaC24H33N3O4
Molar mass427.537 g/mol
3D model (JSmol)
ChiralityRacemic mixture
SMILES
  • O=C(Nc1c(cccc1C)C)CN3CCN(CC(O)COc2ccccc2OC)CC3
InChI
  • InChI=1S/C24H33N3O4/c1-18-7-6-8-19(2)24(18)25-23(29)16-27-13-11-26(12-14-27)15-20(28)17-31-22-10-5-4-9-21(22)30-3/h4-10,20,28H,11-17H2,1-3H3,(H,25,29) checkY
  • Key:XKLMZUWKNUAPSZ-UHFFFAOYSA-N checkY
 ☒NcheckY (what is this?)  (verify)

ରାନୋଲାଜିନର ସାଧାରଣ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ, ମୁଣ୍ଡ ବିନ୍ଧା, ଅଇ ଓ ମୁଣ୍ଡ ଓଜନିଆ ଲାଗେ । ପ୍ରତିକ୍ରିୟା ସାଂଘାତିକ ହେଲେ ପ୍ରଲମ୍ବିତ କ୍ୟୁଟି (QT prolongation) ହୋଇଯାଏ । ସିରୋସିସ୍ ରୋଗ ଥିଲେ ଏହା ଦିଆଯାଏ ନାହିଁ । ଏହାର କାର୍ଯ୍ୟବିଧି ଅଜ୍ଞାତ ଥିଲେ ମଧ୍ୟ ଆଡେନୋସିନ ଟ୍ରାଇଫସଫେଟ (adenosine triphosphate) ସ‌ହିତ ସମ୍ପର୍କ ଥିବା ଅନୁମାନ କରାଯାଏ ।

ସନ ୨୦୦୬ରେ ରାନୋଲାଜିନ ପେଟେଣ୍ଟ ହେବା ପରେ ସନ ୧୯୯୬ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ରରେ ସ୍ୱୀକୃତ ହୋଇଥିଲା । ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୫୦ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୩୪୩ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ । ସନ ୨୦୧୬ରେ ଏହାର ଏକ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୨୭୬ତମ ସ୍ଥାନରେ ଥିଲା ।

ଆଧାର

ବାହ୍ୟ ଲିଙ୍କ

Tags:

en:anginaଆଞ୍ଜାଇନାଇଂରାଜୀ ଭାଷାହୃତ୍‌ପିଣ୍ଡ

🔥 Trending searches on Wiki ଓଡ଼ିଆ:

ଅପ୍ରେଲଉଇକିପାଠାଗାରପିଆଜଡ୍ରିମ୍ ଗାର୍ଲକଟକ ଜିଲ୍ଲାଝୁମରପ୍ଲେଗହାଡ଼ଫୁଟି୧୪୭୫ରଥଯାତ୍ରାପ୍ରତାପ କେଶରୀ ଦେଓପୁରୁଣିସଂଯୁକ୍ତ ପ୍ରଗତିଶୀଳ ଗଠବନ୍ଧନକମ୍ପ୍ୟୁଟରଚୀନନବ ଚରଣ ମାଝିହିରୋଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ୨୪ ମାର୍ଚ୍ଚକଣ୍ଡୋମଓଡ଼ିଆ ଚଉତିଶାସୀତାକାନ୍ତ ମହାପାତ୍ରନିଖିଳାନନ୍ଦ ପାଣିଗ୍ରାହୀ୫ ଡିସେମ୍ବରଭୀମ ଭୋଇଓଡ଼ିଶାର ଦଶହରାମୌଳିକ ସଂଖ୍ୟାତାରାତାରିଣୀ ମନ୍ଦିରଚୈତ୍ର ମଙ୍ଗଳବାର ଓଷାଆଡ଼ୋବି୯୮୮ଓଡ଼ିଆ ଭାଗବତହନୁମାନକାନନ ମିଶ୍ରଶାଲିନୀ ଅରୋଡ଼ାକାହ୍ନୁଚରଣ ମହାନ୍ତିଚାଉଳଏନଫୋର୍ଟୁମାବ ଭେଡୋଟିନଉଇକିପିଡ଼ିଆ ସମୂହର ତାଲିକାବିଜୟ ମିଶ୍ରପ୍ରଧାନ ପୃଷ୍ଠାୱିଲିଅମ ସେକ୍ସପିଅରଶାମ୍ବ ଦଶମୀଅରିନ୍ଦମ ରାୟତମନ୍ନା ବ୍ୟାସଓଉ୩୧ ମାର୍ଚ୍ଚଅଗଷ୍ଟଚଢ଼େଇଆ ନାଚକେନ୍ଦୁଝର ଜିଲ୍ଲାଓଡ଼ିଆଯକ୍ଷ୍ମାରାସନ କାର୍ଡ଼ (ଭାରତ)ମିଳିତ ଜାତିସଂଘ୨୨ ନଭେମ୍ବରଚେନ୍ନାଇ ଏକ୍ସପ୍ରେସଖାରବେଳଯୁକ୍ତରାଷ୍ଟ୍ର ଆମେରିକାଗୋଦାବରୀଶ ମିଶ୍ରଗୋରଖନାଥଉପେନ୍ଦ୍ର ଭଞ୍ଜଟୋକିଓଛ ମାଣ ଆଠ ଗୁଣ୍ଠଉଇକିଅଭିଧାନକୃଷ୍ଣଚନ୍ଦ୍ର ତ୍ରିପାଠୀ (କବି)🡆 More