ରାଧାକୃଷ୍ଣ ପାତ୍ର

ରାଧାକୃଷ୍ଣ ପାତ୍ର (୨୪ ନଭେମ୍ବର ୧୯୪୨ - ୨୮ ଜାନୁଆରୀ ୨୦୧୫), ଓଡ଼ିଶା ଏବଂ ସିକିମ ଉଚ୍ଚ ନ୍ୟାୟାଳୟର ଅବସର ପ୍ରାପ୍ତ ମୁଖ୍ୟ ବିଚାରପତି ଥିଲେ । ସେ, ୧୯୯୨ ଜୁନ ୨୨ରୁ ୨୦୦୩ ଜୁଲାଇ ୮ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏବଂ ୨୦୦୩ ଜୁଲାଇ ୯ରୁ ୨୦୦୪ ନଭେମ୍ବର ୨୩ରେ ନିଜ ଅବସର ସମୟ ପର୍ଯ୍ୟନ୍ତ ସିକିମ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ । ଏହା ପରେ, ସେ ଓଡ଼ିଶା ମାନବ ଅଧିକାର ଆୟୋଗ ତଥା ଓଡ଼ିଶା ରାଜ୍ୟ ଗ୍ରାହକ ଅଧିକାର ସୁରକ୍ଷା ଆୟୋଗ(State Consumer Disputes Redressal Commission) ଅଧ୍ୟକ୍ଷ ରୂପେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୧୩ ଜୁଲାଇ ୯ରେ ସେ ଓଡ଼ିଶାରେ ଘଟିଥିବା ଚିଟଫଣ୍ଡ ଦୁର୍ନୀତିର ତଦନ୍ତ ପାଇଁ ଗଠିତ ବିଚାର ବିଭାଗୀୟ କମିଶନର ଭାବରେ ଓଡ଼ିଶା ସରକାରଙ୍କଦ୍ୱାରା ନିଯୁକ୍ତ ହୋଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ଜଷ୍ଟିସ ପାତ୍ରଙ୍କୁ ଡକ୍ଟରେଟ ସମ୍ମାନ ପ୍ରଦାନ କରାଯାଇଛି ।

ଜଷ୍ଟିସ

ରାଧାକୃଷ୍ଣ ପାତ୍ର
ରାଧାକୃଷ୍ଣ ପାତ୍ର
ମୁଖ୍ୟ ବିଚାରପତି, ସିକିମ ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
୯ ଜୁଲାଇ ୨୦୦୩ – ୨୩ ନଭେମ୍ବର ୨୦୦୪
ବ୍ୟକ୍ତିଗତ ସବିଶେଷ
ଜନ୍ମ(1942-11-24)୨୪ ନଭେମ୍ବର ୧୯୪୨
ରାଜୁସାହି, ନବରଙ୍ଗପୁର, ଓଡ଼ିଶା
ମୃତ୍ୟୁ୨୮ ଜାନୁଆରୀ ୨୦୧୫(2015-01-28) (ବୟସ ୭୨)
କଟକ
ମୃତ୍ୟୁର କାରଣନିମୋନିଆ
ଜାତୀୟତାଭାରତୀୟ
ଶିକ୍ଷାବି.ଏ., ଏଲ.ଏଲ.ବି.

ଆଧାର

Tags:

ଉତ୍କଳ ବିଶ୍ୱବିଦ୍ୟାଳୟଓଡ଼ିଶା ଉଚ୍ଚ ନ୍ୟାୟାଳୟଓଡ଼ିଶା ମାନବ ଅଧିକାର ଆୟୋଗଓଡ଼ିଶା ସରକାରସିକିମ

🔥 Trending searches on Wiki ଓଡ଼ିଆ:

ଉଇକିକମନ୍ସଦିଲ୍ଲୀଶ୍ୱର ମହାରଣାମହାପାତ୍ର ନୀଳମଣି ସାହୁସ୍ୱାମୀ ବିବେକାନନ୍ଦଉମେଶଚନ୍ଦ୍ର ସରକାରଜିମି ୱେଲ୍ସଘରରମାକାନ୍ତ ରଥଟୁଇଟରଅର୍ଶଗଉଡ଼ ବାଡ଼ି ଖେଳଉଇକିପିଡ଼ିଆ ସମୂହର ତାଲିକାକମ୍ପ୍ୟୁଟରଶ୍ରୀନିବାସ ରାମାନୁଜନଜିନା ସାମଲପି. ଭି. ନରସିଂହ ରାଓପଠାଣି ସାମନ୍ତଭାରତ ସରକାରଶଶିଭୂଷଣ ରାୟଗଜ ଉଦ୍ଧାରଣ ବେଶଗାୟତ୍ରୀ ଶଙ୍କରନଜର୍ମାନୀବିଷ୍ଣୁ୨୯ ମାର୍ଚ୍ଚହେପାଟାଇଟିସ୨୧ଜହ୍ନକଣ୍ଡୋମ୦ (ସଂଖ୍ୟା)ଅକ୍ଷାଂଶକଳିଙ୍ଗ ଯୁଦ୍ଧଅଶୋକ (ସମ୍ରାଟ)ଗୁଗଲଦ୍ରାଘିମାଭାରତୀୟ ଜାତୀୟ କଂଗ୍ରେସବେଦସାରଳା ଦାସକୋଣାର୍କ ସୂର୍ଯ୍ୟ ମନ୍ଦିରବେଣୁଧର ରାଉତଅଚ୍ୟୁତ ସାମନ୍ତକୋଷସତ୍ୟନାରାୟଣ ରାଜଗୁରୁଭିଏତନାମଜାପାନୀ ଭାଷାକନ୍ଧମାଳ ଜିଲ୍ଲାଦାଶରଥି ଦାସ୧୮୭୪ଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାବାଘହିଙ୍ଗୁଳା ମନ୍ଦିରଭଦ୍ରକ ଜିଲ୍ଲାପାରାଥାଇରଏଡ ଗ୍ରନ୍ଥିଯୋଗ୧୮ ଅପ୍ରେଲବାଞ୍ଛାନିଧି ମହାନ୍ତିପଞ୍ଚକଇଣ୍ଡୋନେସିଆଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଆହେ ଦୟାମୟ ବିଶ୍ୱ ବିହାରୀଲକ୍ଷ୍ମୀନାରାୟଣ ସାହୁରାଖାଲ ମହାନ୍ତିଅଶୋକାଷ୍ଟମୀରାଶି ଓ ନକ୍ଷତ୍ରମନୋଜ ଦାସକାଉଁରୀ କନ୍ୟାଗୋଲୋକ ବିହାରୀ ଧଳୟୁ ଟ୍ୟୁବ🡆 More