ରଘୁନାଥ ଗମାଙ୍ଗ: ଓଡ଼ିଆ ରାଜନୀତିଜ୍ଞ

ରଘୁନାଥ ଗମାଙ୍ଗ (ଜନ୍ମ: ୧୫ ଜୁଲାଇ ୧୯୫୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗୁଣୁପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ରଘୁନାଥ ଗମାଙ୍ଗ
ରଘୁନାଥ ଗମାଙ୍ଗ: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ଆଧାର
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀତ୍ରିନାଥ ଗମାଙ୍ଗ
ନିର୍ବାଚନ ମଣ୍ଡଳୀଗୁଣୁପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1959-07-15) ୧୫ ଜୁଲାଇ ୧୯୫୯ (ବୟସ ୬୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀସୌଦାମିନୀ ଗମାଙ୍ଗ
ବାପା/ବୋଉଖଇରୁ ଗମାଙ୍ଗ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ରଘୁନାଥ ଗମାଙ୍ଗ ୧୯୫୯ ମସିହାର ଜୁଲାଇ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଖଇରୁ ଗମାଙ୍ଗ ଓ ପତ୍ନୀଙ୍କ ନାମ ସୌଦାମିନୀ ଗମାଙ୍ଗ ।

ରାଜନୈତିକ ଜୀବନ

ରଘୁନାଥ ଗମାଙ୍ଗ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି ।

ଆଧାର

ବାହାର ଆଧାର

  • ରଘୁନାଥ ଗମାଙ୍ଗ: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ଆଧାର  ଉଇକିମିଡ଼ିଆ କମନ୍ସରେ Raghunath Gomango-ସମ୍ପର୍କିତ ମିଡ଼ିଆ

Tags:

ରଘୁନାଥ ଗମାଙ୍ଗ ଜନ୍ମ, ପରିବାର ଓ ଶିକ୍ଷାରଘୁନାଥ ଗମାଙ୍ଗ ରାଜନୈତିକ ଜୀବନରଘୁନାଥ ଗମାଙ୍ଗ ଆଧାରରଘୁନାଥ ଗମାଙ୍ଗ ବାହାର ଆଧାରରଘୁନାଥ ଗମାଙ୍ଗଓଡ଼ିଆ ଲୋକଓଡ଼ିଶା ବିଧାନ ସଭାଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୬ଶ ଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ବାଲେଶ୍ୱର ଜିଲ୍ଲାହାଡ଼ି ଦାସଓଡ଼ିଆ ସାହିତ୍ୟଲାରି ସାଙ୍ଗରଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଇମରାନ ଖାଁହନୁମାନମନୋଜ ଦାସରମାକାନ୍ତ ରଥଡଙ୍ଗାଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନବାଘବାରବାଟି ଦୁର୍ଗକୁଷ୍ଠକଟକ ଜିଲ୍ଲାମୃତ୍ୟୁଞ୍ଜୟ ରଥ୨ (ସଂଖ୍ୟା)ଇଣ୍ଡୋନେସିଆଅଶୋକ ସମ୍ରାଟଭୀମ ଭୋଇପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷବିବାହପୁଷ୍ଟିସାରଇରମଅଚ୍ୟୁତାନନ୍ଦ ପ‌ତିଖୋର୍ଦ୍ଧାକାହ୍ନୁଚରଣ ମହାନ୍ତିଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗ୍ରୀକ ଭାଷାଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାନବୀନ ପଟ୍ଟନାୟକସିକ୍ଲ ସେଲ୍ ରୋଗଉଇଲିୟମ୍ ହେନେରୀ ପର୍କିନସାପମହାନଦୀବିଶ୍ୱ ଏଡ୍‌ସ ଦିବସଗୋପାଳ ଛୋଟରାୟଇନକ୍ଲିସିରାନଖୋର୍ଦ୍ଧା ଜିଲ୍ଲାମୋହନ ସୁନ୍ଦର ଦେବ ଗୋସ୍ୱାମୀସନ୍ତୋଷ ସିଂହ ସାଲୁଜାନମିତା ଅଗ୍ରୱାଲକବିସୂର୍ଯ୍ୟ ବଳଦେବ ରଥପାଇଥନ୍ (ପ୍ରୋଗ୍ରାମିଂ ଭାଷା)ମାସନନ୍ଦ କିଶୋର ବଳରାଶି ଓ ନକ୍ଷତ୍ରଗାୟତ୍ରୀବାଳା ପଣ୍ଡାପିପିଲିଜଳବାୟୁଚନ୍ଦ୍ରଗୁପ୍ତ୨୧ପଠାଣି ସାମନ୍ତମୁଁ ରାଜା ତୁ ରାଣୀବାଳୁଙ୍ଗା ଟୋକାପଶ୍ଚିମ ଓଡ଼ିଶାବର କୋଳିଶ୍ରାଦ୍ଧଲକ୍ଷ୍ମଣ ନାୟକଅତାବିରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ରତିଭା ରାୟଓଡ଼ିଶାର ଦଶହରାଜୟ ଜଗନ୍ନାଥଓଡ଼ିଆ ନାଟକଚିତ୍ତରଞ୍ଜନ ଦାସଶାରଳା ପୁରସ୍କାରସମ୍ବଲପୁର ଜିଲ୍ଲାସତ୍ୟବାଦୀ ବନ ବିଦ୍ୟାଳୟ🡆 More