ରକି ମାଉଣ୍ଟେନ ସ୍ପଟେଡ ଫିଭର

ରକି ମାଉଣ୍ଟେନ ସ୍ପଟେଡ ଫିଭର (ଇଂରାଜୀ ଭାଷାରେ Rocky Mountain spotted fever/ RMSF) ଏକ ପ୍ରକାର ଜୀବାଣୁ ରୋଗ ଯାହା ଟିଙ୍କଦ୍ୱାରା (ticks) ପରିବାହିତ ହୋଇଥାଏ । ରୋଗ ଆରମ୍ଭରୁ ଜର, ମୁଣ୍ଡ ବିନ୍ଧା ହୁଏ ଓ ପରେ ରାସ୍ Rash ଆରମ୍ଭ ହୋଇଯାଏ । ରାସ୍ ସାଧାରଣତଃ ଛୋଟ ଛୋଟ ରକ୍ତସ୍ରାବ ଦାଗ ଭଳି ପେଟେକିଆଲ (made up of small spots of bleeding) ହୋଇଥାଏ ଓ ଏହା କଚଟି ଓ ବଳା ଗଣ୍ଠିରରୁ ଆରମ୍ଭ ହୁଏ । ମାଂସପେଶୀ ଯନ୍ତ୍ରଣା ଓ ବାନ୍ତି ମଧ୍ୟ ହୋଇପାରେ । ଉପଶମ ପରେ ମଧ୍ୟ ଶ୍ରବଣ ହାନୀ (Hearing loss) ଆଂଶିକ ଅଙ୍ଗ ହାନୀ ଦୀର୍ଘକାଳୀନ ଭିତ୍ତିରେ ହୋଇପାରେ ।

ରକି ମାଉଣ୍ଟେନ ସ୍ପଟେଡ ଫିଭର
Blue disease, Brazilian spotted fever, Tobia fever, new world spotted fever, tick- borne typhus fever, Sao Paulo fever
ରକି ମାଉଣ୍ଟେନ ସ୍ପଟେଡ ଫିଭର
ରକି ମାଉଣ୍ଟେନ ସ୍ପଟେଡ ଫିଭର ରୋଗ‌ଗ୍ରସ୍ତ ଜଣେ ଲୋକର ହାତ ଓ ଅଗ୍ରବାହୁରେ ପେଟେକିଆଲ ରାସ (Petechial rash) ହୋଇଛି ।
ବିଭାଗସଂକ୍ରାମକ ରୋଗ (Infectious disease)
ଲକ୍ଷଣଆରମ୍ଭରୁ: ଜର, ମୁଣ୍ଡ ବିନ୍ଧା
ପରେ: ରାସ୍ Rash
ଆକ୍ରାନ୍ତ ସମୟସଂକ୍ରମଣର ୨ରୁ ୪ ଦିନ ମଧ୍ୟରେ
ଅବଧି୨ ସପ୍ତାହ
କାରଣରିକିଟସିଆ ରିକେଟସି (Rickettsia rickettsii), ଟିଙ୍କ (ticks) ଯୋଗୁ ବ୍ୟାପିଥାଏ ।
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ
ସଠିକ ରୋଗ ନିର୍ଣ୍ଣୟଜିକା ଜ୍ୱର, ଡେଙ୍ଗୁ, ଚିକୁନ‌ଗୁନିଆ, ରିକେଟସିଆ ପାର୍କେରି ରିକେଟସିଓସିସ (Rickettsia parkeri rickettsiosis), ପାସିଫିକ କୋଷ୍ଟ ଟିକ ଫିଭର (Pacific Coast tick fever), ରିକେଟସିଆଲପକ୍ସ (rickettsialpox)
ଚିକିତ୍ସାଡକ୍‌ସିସାଇକ୍ଲିନ
Prognosis୦.୫% ମୃତ୍ୟୁ ସଙ୍କଟ
ପୁନଃପୌନିକ<୫,୦୦୦ ରୋଗୀ ବର୍ଷକୁ (USA)

ରକି ମାଉଣ୍ଟେନ ସ୍ପଟେଡ ଫିଭର ଏକ ରୋଗ ଯାହା ରିକିଟସିଆ ରିକେଟସି (Rickettsia rickettsii) ନାମକ ଏକ ଜୀବାଣୁ (bacterium) ଯୋଗୁ ହୁଏ ଓ ଏହା ଆମେରିକାନ ଡଗ ଟିକ (American dog ticks), ରକି ମାଉଣ୍ଟେନ ଉଡ ଟିକ (Rocky Mountain wood ticks) ଓ ବ୍ରାଉନ ଡଗ ଟିକ ଭଳି ଟିଙ୍କମାନଙ୍କଦ୍ୱାରା (brown dog ticks) ମାନବ ଦେହକୁ ସଂକ୍ରମିତ ହୋଇଥାଏ । କ୍ୱଚିତ ଏହା ରକ୍ତ ପରିଦାନ (blood transfusion)) ଯୋଗୁ ସଞ୍ଚାରିତ ହୋଇଥାଏ । ପ୍ରାଥମିକ ସ୍ତରରେ ଏହାର ରୋଗ ନିର୍ଣ୍ଣୟ ଅତୀବ କଷ୍ଟସାଧ୍ୟ । ଅନେକ ଗୁଡ଼ିଏ ପରୀକ୍ଷାଗାର ପରୀକ୍ଷା (laboratory test) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ଓ ଲକ୍ଷଣ ଅନୁସାରେ ଚିକିତ୍ସା ଆରମ୍ଭ କରାଯାଏ । ଏହି ରୋଗ ସ୍ପଟେଡ ଫିଭର ରିକେଟସିଓସିସ (spotted fever rickettsiosis) ନାମକ ଏକ ରୋଗ ଦଳର ଅନ୍ତର୍ଭୁକ୍ତ ଓ ଏହି ଦଳରେ ରିକେଟସିଆ ପାର୍କେରି ରିକେଟସିଓସିସ (Rickettsia parkeri rickettsiosis), ପାସିଫିକ କୋଷ୍ଟ ଟିକ ଫିଭର (Pacific Coast tick fever), ରିକେଟସିଆଲପକ୍ସ ମଧ୍ୟ ଅଛନ୍ତି ।

ଡକ୍‌ସିସାଇକ୍ଲିନ ଦେଇ ଏହି ରୋଗର ଚିକିତ୍ସା ଆରମ୍ଭ କରାଯାଏ । ରୋଗ ଆରମ୍ଭରୁ ଡକ୍‌ସିସାଇକ୍ଲିନ ଦେଲେ ସବୁ ବୟସରେ ଓ ଗର୍ଭାବସ୍ଥାରେ ମଧ୍ୟ ଭଲ କାମ କରେ । ପ୍ରତିଷେଧ ନିମନ୍ତେ ଆଣ୍ଟିବାୟୋଟିକ ଦିଆଯାଏନାହିଁ । ରୋଗାକ୍ରାନ୍ତ ଲୋକଙ୍କ ମଧ୍ୟରୁ ପ୍ରାୟ ୦.୫% ଜଣଙ୍କର ମୃତ୍ୟୁ ହୋଇପାରେ । ସନ ୧୯୪୦ରେ ଟେଟ୍ରାସାଇକ୍ଲିନ (tetracycline) ଆବିଷ୍କୃତ ହେବା ପୂର୍ବରୁ ପ୍ରାୟ ୧୦% ରୋଗୀ ମୃତ୍ୟୁ ବରଣ କରୁଥିଲେ ।

ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ବର୍ଷ ଜୁନ ଓ ଜୁଲାଇ ମାସରେ ପ୍ରାୟ ୫,୦୦୦ରୁ କମ ରୋଗୀ ହୁଅନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର (contiguous United States) ପାର୍ଶ୍ୱବର୍ତ୍ତୀ ସ୍ଥାନମାନଙ୍କରେ ଯେପରିକି ପଶ୍ଚିମ କାନାଡ଼ା (Western Canada) ଓ ଆଂଶିକ ଭାବରେ ମଧ୍ୟ ଆମେରିକା ତ‌ଥା ଦକ୍ଷିଣ ଆମେରିକାରେ (South America) ମଧ୍ୟ ଏହି ରୋଗ ଦେଖାଯାଏ । ରକି ମାଉଣ୍ଟେନ (Rocky Mountains) ବା ପାହାଡ଼ିଆ ସ୍ଥାନମାନଙ୍କରେ ଏହି ରୋଗ ହେଉଥିବାରୁ ସନ ୧୮୦୦ରେ ଏହାର ରକି ମାଉଣ୍ଟେନ ସ୍ପଟେଡ ଫିଭର ନାମକରଣ କରାଯାଇଥିଲା ।

ଆଧାର

ବାହ୍ୟ ଲିଙ୍କ

ଶ୍ରେଣୀବିଭାଗ
ବାହାର ଉତ୍ସ

Tags:

en:Hearing lossen:Petechial rashen:Rashen:ticksଇଂରାଜୀ ଭାଷାଜରମୁଣ୍ଡ ବିନ୍ଧାଶ୍ରବଣ ହାନୀ

🔥 Trending searches on Wiki ଓଡ଼ିଆ:

ବୌଦ୍ଧ ଧର୍ମହୁଡ଼ହୁଡ଼ଫେବୃଆରୀଇଥିଓପିଆଘରଏ. ପି. ଜେ. ଅବଦୁଲ କଲାମ୧୨ ମାର୍ଚ୍ଚରାମକୃଷ୍ଣ ପରମହଂସଓଡ଼ଗାଁସ୍ୱର ବର୍ଣ୍ଣପ୍ରଦୂଷଣହିଙ୍ଗୁଳା ମନ୍ଦିରଶବ୍ଦ (ପଦ)ସଚ୍ଚିଦାନନ୍ଦ ରାଉତରାୟତାରାଉତ୍କଳ ଦିବସଚନ୍ଦ୍ରଶେଖର ରଥଢେଙ୍କାନାଳ ଜିଲ୍ଲାବେଲ ପଣାଅମ୍ଳଜାନଓଡ଼ିଆ ଭାଷାସେଫପୋଡୋକ୍ସିମରେଭେନ୍ସା ମହାବିଦ୍ୟାଳୟଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାନେତାଜୀ ଇଣ୍ଡୋର ଷ୍ଟାଡିୟମବିଶ୍ୱନାଥ କର୭ ଅପ୍ରେଲସୁନାଫକୀର ମୋହନ ସେନାପତିଫେସୋଟେରୋଡାଇନଜ୍ୟୋତି ପ୍ରକାଶ ପାଣିଗ୍ରାହୀପଦାର୍ଥଜାପାନୀ ଭାଷାଟିଟିଲାଗଡ଼ରାଜା ରାମମୋହନ ରାୟଶକ୍ତିଫିନଲ୍ୟାଣ୍ଡଜାତୀୟ ମତଦାତା ଦିବସଯୁକ୍ତରାଷ୍ଟ୍ର ଆମେରିକାଗୁଗଲପଞ୍ଚାୟତ ରାଜବନ୍ଦେ ଉତ୍କଳ ଜନନୀ (ଓଡ଼ିଆ କଥାଚିତ୍ର)ସୁରେନ୍ଦ୍ର ସିଂହ ଭୋଇଭାରତର ପ୍ରଧାନମନ୍ତ୍ରୀମାନଙ୍କର ତାଲିକାଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଶ୍ରାଦ୍ଧଚାଲ୍ ଟିକେ ଦୁଷ୍ଟ ହବାଆହେ ଦୟାମୟ ବିଶ୍ୱ ବିହାରୀମାର୍ଟିନ ଲୁଥର କିଙ୍ଗ ଜୁନିଅର୧୮ ଅପ୍ରେଲମହାତ୍ମା ଗାନ୍ଧୀଭାନୁଜୀ ରାଓକଳାପାହାଡ଼ଇନ୍ଦ୍ରରାମଭଗବତୀ ଚରଣ ପାଣିଗ୍ରାହୀଏସିଏଏମ୨୦୦୦ଧନୁଷ୍ଟଙ୍କାରସରସ୍ୱତୀ ବିଶ୍ୱେଶ୍ୱରଅତ୍ୟୁଚ୍ଚ ମସ୍ତିଷ୍କ ଇଡିମାଉତ୍କଳ ସମ୍ମିଳନୀମହର୍ଷି ଗୌତମମେଲାଟୋନିନରାଜ୍ୟ ସଭାଅକ୍ଷୟ ତୃତୀୟାଟିଟିଲାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧ ଅପ୍ରେଲମନେ ମନେ ମନ ଖୋଜୁଥିଲାବାଘକବିସୂର୍ଯ୍ୟ ବଳଦେବ ରଥଭୋଗରାଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଦ୍ୟୁତପ୍ରଭା ଦେବୀଗୋବିନ୍ଦ ଚନ୍ଦ୍ର ଦାସ🡆 More