ଯଶୋଧାରା ମିଶ୍ର: ଇଂରାଜୀ ପ୍ରଫେସର ଓ ଓଡ଼ିଆ ଲେଖକ

ଯଶୋଧାରା ମିଶ୍ର (ଜନ୍ମ ୬ ଜାନୁଆରୀ ୧୯୫୧) ଓଡ଼ିଶାରେ ଜନ୍ମିତ ଜଣେ ଇଂରାଜୀ ପ୍ରଫେସର, ଔପନ୍ୟାସିକ, କ୍ଷୁଦ୍ରଗଳ୍ପ ଲେଖକ, କବି, ଗାଳ୍ପିକ ଏବଂ ଅନୁବାଦକ । ସେ ଓଡ଼ିଆ ବ୍ୟତୀତ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ମଧ୍ୟ ଲେଖିଥାନ୍ତି । ତାଙ୍କ ଗଳ୍ପ ଗୁଡ଼ିକ ଅନ୍ୟ ଭାରତୀୟ ଭାଷାରେ ଅନୁବାଦ କରାଯାଇ ପତ୍ରିକା ଗୁଡ଼ିକରେ ପ୍ରକାଶିତ ହୋଇଛି । ତାଙ୍କର ଲେଖାଗୁଡ଼ିକ ଓଡ଼ିଶା ଏବଂ ମଧ୍ୟପ୍ରଦେଶ ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ ଦେଖିବାକୁ ମିଳେ । ୨୦୦୭ରେ ତାଙ୍କର ଗଳ୍ପ 'ବର' ଦୂରଦର୍ଶନଦ୍ୱାରା ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ବଛା ହୋଇଥିଲା । କେନ୍ଦ୍ର ସାହିତ୍ୟ ଏକାଡେମୀର ମୁଖପାତ୍ର ଦି ଇଣ୍ଡିଆନ ଲିଟରେଚରର ସମ୍ପାଦକ ଭାବରେ ସେ କାର୍ଯ୍ୟ କରିଥିଲେ ।

ଯଶୋଧାରା ମିଶ୍ର
ଦିଲ୍ଲୀରେ ଏକ ସଭାରେ ଯଶୋଧାରା ମିଶ୍ର ।
ଦିଲ୍ଲୀରେ ଏକ ସଭାରେ ଯଶୋଧାରା ମିଶ୍ର ।
ଜନ୍ମ ଓ ଜନ୍ମସ୍ଥାନ (1951-01-06) ୬ ଜାନୁଆରୀ ୧୯୫୧ (ବୟସ ୭୩)
ପଟ୍ଟନାୟକପଡ଼ା, ସମ୍ବଲପୁର
ବୃତ୍ତିଗାଳ୍ପିକ, ଔପନ୍ୟାସିକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ,
ଉତ୍କଳ ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତିବର, ଜନହାରତି
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଜୀବନୀ

ଯଶୋଧାରା, ୧୯୫୧ମସିହାରେ ସମ୍ବଲପୁରର ପଟ୍ଟନାୟକପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ ସାହିତ୍ୟିକ ଭୁବନେଶ୍ୱର ବେହେରା ତାଙ୍କ ପିତା । ରେଭେନ୍ସା ମହାବିଦ୍ୟାଳୟଉତ୍କଳ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତକରି, ଯଶୋଧାରା ମଧ୍ୟ ପ୍ରଦେଶରେ ଇଂରାଜୀ ଅଧ୍ୟାପିକା ଭାବରେ କାର୍ଯ୍ୟକରି ସେବାନିବୃତ ହୋଇସାରିଛନ୍ତି ।

ରଚନାବଳୀ

ପୁରସ୍କାର ଓ ସମ୍ମାନ

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୨୦ (ସମୁଦ୍ରକୂଳ ଘର ନିମନ୍ତେ)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୦ (ଜହ୍ନରାତି ନିମନ୍ତେ)
  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୯୬ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ଭୁବନେଶ୍ୱର ପୁସ୍ତକମେଳା ସାହିତ୍ୟ ପୁରସ୍କାର, ୧୯୯୦ ('ଜହ୍ନରାତି' ନିମନ୍ତେ)
  • ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ୨୦୦୭ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର, ୨୦୧୬ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍ ପ୍ରଦତ୍ତ)
  • କଥା ପୁରସ୍କାର (ରଚନାତ୍ମକ ଲେଖନ ନିମନ୍ତେ)
  • ଓଡ଼ିଶା ପୁସ୍ତକ ମେଳା ପୁରସ୍କାର

ଆଧାର

Tags:

ଯଶୋଧାରା ମିଶ୍ର ଜୀବନୀଯଶୋଧାରା ମିଶ୍ର ରଚନାବଳୀଯଶୋଧାରା ମିଶ୍ର ପୁରସ୍କାର ଓ ସମ୍ମାନଯଶୋଧାରା ମିଶ୍ର ଆଧାରଯଶୋଧାରା ମିଶ୍ରଓଡ଼ିଶା

🔥 Trending searches on Wiki ଓଡ଼ିଆ:

ଶିମିଳିପାଳ ଜାତୀୟ ଉଦ୍ୟାନଏସ୍କେରିସିଆ କୋଲାଇଶ୍ରୀରାଧାଚଉଷଠି ଯୋଗିନୀ ମନ୍ଦିର, ହୀରାପୁରକଦଳୀଗଛଋଷିଆ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଅଜନ୍ତା ଗୁମ୍ଫାରାସେଶ୍ୱରୀ ପାଣିଗ୍ରାହୀବ୍ୟଞ୍ଜନ ବର୍ଣ୍ଣକୁଞ୍ଜବିହାରୀ ଦାଶମନୋଜ ପଟ୍ଟନାୟକ (ଗୀତିକାର)ଓଡ଼ିଆ ସାହିତ୍ୟର ଇତିହାସସତ୍ୟ ସାଇ ବାବାନବକଳେବରଚେରୋ ଜାତିବନ୍ଧୁ ମହାନ୍ତିକେନ୍ଦ୍ରାପଡ଼ା (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ କବି ମାନଙ୍କର ତାଲିକାବନ୍ଦେ ମାତରମସବ୍ୟସାଚୀ ମିଶ୍ରସୁରେନ୍ଦ୍ର ମହାନ୍ତିମକର (ରାଶି)ଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚିନ୍ତାମଣି ବେହେରାଭାରତଗୋଲୋକ ବିହାରୀ ଧଳ୪ ଅପ୍ରେଲରାଜେନ୍ଦ୍ର କିଶୋର ପଣ୍ଡାଲଣ୍ଡନଆନନ୍ଦପୁରସୀତାକାନ୍ତ ମହାପାତ୍ରଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମାଟିର ମଣିଷ (ଉପନ୍ୟାସ)ୟୁରୋପବିଧାନ ସଭା ସଭ୍ୟପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଚନ୍ଦ୍ରଶେଖର ଆଜାଦଦୀପକ ମିଶ୍ରମାଟିର ମଣିଷ୧୨ ଫେବୃଆରୀଲବଙ୍ଗତାଳଚେରଦେଓମାଳୀଡାଲିଉଇକିକମନ୍ସମରିସସଭଗବତୀ ଚରଣ ପାଣିଗ୍ରାହୀଭାଷାପଦ୍ମଚରଣ ପଟ୍ଟନାୟକଅକ୍ଷି ତୃତୀୟାରାମଚନ୍ଦ୍ର ବେହେରା୬ ଫେବୃଆରୀଆମ୍ବବାଜି ରାଉତଗଙ୍ଗଶିଉଳୀପ୍ରତିଭା ରାୟମନମୋହନ ସାମଲସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଅରନାରୀବାଦବିଜ୍ଞାନଉଇକିପିଡ଼ିଆବି. ଆର. ଆମ୍ବେଦକରମୁସଲମାନସମ୍ବଲପୁର🡆 More