ଯମ: ମୃତ୍ୟୁର ଦେବତା

ହିନ୍ଦୁ ଧର୍ମ ଅନୁସାରେ ଯମ ହେଉଛନ୍ତି ମୃତ୍ୟୁର ଦେବତା।. ଯମଙ୍କୁ ହିନ୍ଦୁ ଧର୍ମରେ ବିଭିନ୍ନ ଭୁମିକାରେ ଦର୍ଶାଯାଇଥାଏ। ପୁରାଣ ରେ ଯମଙ୍କୁ ସଦାବେଳେ ନ୍ୟାୟ ଓ ଧର୍ମର ଦେବତା ଭାବେ ପୂଜା କରାଯାଇଥାଏ କିମ୍ବା ବର୍ଣନ କରାଯାଇଥାଏ।

ଯମ
ଯମ: ମୃତ୍ୟୁର ଦେବତା
ମୃତ୍ୟୁ
Devanagariयम
Affiliationଦେବତା
ଲୋକନର୍କ
ଗ୍ରହPluto
Mantraଓଁ ସୁର୍ଯ୍ୟ ପୁତ୍ରାୟଃ ବିଦମହେ ମାହାକାଳାୟ ଧିମୟୀ ତନୋ ଯମ ପ୍ରଚୋଦୟାତ।
Weaponଦଣ୍ଡ
Mountମଇଁଷି

ଯମଙ୍କ ବିବରଣୀ ବୁଦ୍ଧ ଧର୍ମରେ ମଧ୍ୟ ଅଛି। ବୁଦ୍ଧ ଧର୍ମରେ ଯମଙ୍କୁ ବିଭିନ୍ନ କାହାଣୀରେ ବର୍ଣ୍ଣନା କରାଯାଇଛି।

ବର୍ଣ୍ଣନା

ଯମ: ମୃତ୍ୟୁର ଦେବତା 
ଦଣ୍ଡ ଧରିଛନ୍ତି ଯମ

ଯମ ମୃତ୍ୟୁର ଦେବତା, ପୁରାଣ ଅନୁସାରେ ତାଙ୍କୁ କାଳ, ଜ୍ୱର, ବ୍ୟାଧି , କ୍ରୋଧ ଓ ଅସୁୟ ସାହାୟତା କରନ୍ତି।କଥା ଉପନିଷଧ ଅନୁସାରେ ଯମ ନ‌ଚିକେତଙ୍କ ଗୁରୁ ଥିଲେ, ସେ ଯମଙ୍କଠାରୁ ଜୀବନ, ମୃତ୍ୟୁ, ଆତ୍ମା ଓ ମୋକ୍ଷ୍ୟ ବିଷୟରେ ଜାଣିବାକୁ ପାଇଥିଲେ।ମହାଭାରତ ଅନୁସାରେ, ଯମ ଯୁଧିଷ୍ଠିରଙ୍କ ପିତା ଥିଲେ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ହିନ୍ଦୀଯଶୋବନ୍ତ ଦାସମଧୁସୂଦନ ରାଓପଞ୍ଚକନ୍ୟାଛଉ ନାଚମକର ସଂକ୍ରାନ୍ତିସମାଜ ବିଜ୍ଞାନଆଲପ୍ରାଜୋଲାମସେସିଲିଆ ପେଇନ-ଗାପୋସ୍ଚକିନପ୍ରସନ୍ନ କୁମାର ମିଶ୍ରମିହିର ଦାସଆଟୋପିକ ଡର୍ମାଟାଇଟିସହଳଧର ନାଗବରାନୀଳମାଧବ ମନ୍ଦିରବ୍ରଜ କିଶୋର ପ୍ରଧାନଗୁଡ୍ ବୟଅଗଷ୍ଟଦାଶରଥି ପଟ୍ଟନାୟକଇଣ୍ଟରନେଟଉଇକିବିଦ୍ୟାଳୟଅବସରଭଜାପ୍ରତୀକ୍ଷା୧୫୩୩୧୯୧୮ଖୋର୍ଦ୍ଧା ଜିଲ୍ଲାଭାରତ ସରକାରଗୋପବନ୍ଧୁ ଚୌଧୁରୀଗ୍ରେଭସ ରୋଗ୫ ଡିସେମ୍ବରପୂଜା ହେଗଡ଼େଚାଉଳଭାରତୀୟ ସ୍ୱାଧୀନତା ଆନ୍ଦୋଳନନନ୍ଦ କିଶୋର ବଳନିତ୍ୟାନନ୍ଦ ଶତପଥୀବିଷ୍ଣୁନୟାଗଡ଼ ଜିଲ୍ଲାଅନନ୍ତ ଦାସଅମ୍ଳାନ ଦାସନିଖିଳାନନ୍ଦ ପାଣିଗ୍ରାହୀନମିତା ଅଗ୍ରୱାଲଗଣନ ସଂଖ୍ୟାଓଡ଼ିଆ ସାହିତ୍ୟର ଇତିହାସଶାଗହନୁମାନ ଚାଳିଶାତମନ୍ନା ବ୍ୟାସକୁନ୍ତଳା କୁମାରୀ ସାବତସଂସ୍କୃତଖାରବେଳଦିବ୍ୟସିଂହ ଦେବକୁମାର ପୂର୍ଣ୍ଣିମାମେକ୍ସିକୋମହାତ୍ମା ଗାନ୍ଧୀଜୟ ଜଗନ୍ନାଥକେଶବ କୋଇଲିଜୀବ ବିଜ୍ଞାନପଖାଳତୁଳସୀ ଦାସଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଜାପାନତାରାତାରିଣୀ ମନ୍ଦିରଅର୍କ କେଶରୀ ଦେଓଓଡ଼ିଆ କଥାଚିତ୍ର ଜଗତଜର୍ଜିଆଅଡ଼ିକୁଜିବର ପ‌ତ୍ରରୋମନ ରେନ୍ସWiki Foundation🡆 More