ମୋବାଇଲ ଅପରେଟିଂ ସିଷ୍ଟମ

ମୋବାଇଲ ଅପରେଟିଂ ସିଷ୍ଟମ ହେଉଛି ସ୍ମାର୍ଟ ଫୋନ୍ , PDA, ଟ୍ୟାବଲେଟ,ଓ ଅନ୍ୟାନ ମୋବାଇଲ ଡିଭାଇସର ଅପରେଟିଂ ସିଷ୍ଟମ । ଏଥିରେ କମ୍ପ୍ୟୁଟରର ପ୍ରାୟ ସମସ୍ତ ଗୁଣ ଥାଏ । ଏଥିରେ ସାଧାରଣତଃ ଟଚ ସ୍କ୍ରିନ, ବ୍ଲୁଟୁଥ, ୱାଇ-ଫାଇ,କ୍ୟାମେରା,ଭାଷା ଚିହ୍ନିବା ଗୁଣ , କଥା ରେକର୍ଡିଂ କରିବା ,ଗୀତ,infrared blaster ଆଦି ଗୁଣ ମାନ ଥାଏ ।

ଇତିହାସ

  • ୧୯୭୩-୧୯୯୩ ପ୍ରଥମେ ଅପରେଟିଂ ସିଷ୍ଟମ ପରିଚାଳନା ପାଇଁ ଏମବେଡେଡ ସିଷ୍ଟମ ବ୍ୟବହାର କରାଯାଉଥିଲା ।
  • ୧୯୯୫ ପ୍ରଥମ ସ୍ମାର୍ଟ ଫୋନ, ଆଇବିଏମ ସାଇମନ (ଟଚ ସ୍କ୍ରିନ,ଏମେଲ,ପିଡ଼ିଏ ବ୍ୟବସ୍ଥା ଥିଲା)
  • ୧୯୯୬ ପ୍ରଥମ windows CE ହାତରେ ଧରିବା କମ୍ପ୍ୟୁଟର ।
  • ୧୯୯୯ ନୋକିଆ s40 ଅପରେଟିଂ ସିଷ୍ଟମ ନୋକିଆ 7110 ସହ ବ୍ୟବହାର ।
  • ୨୦୦୦ symbian ପ୍ରଥମ ଅପରେଟିଂ ସିଷ୍ଟମ ଭାବେ ସ୍ମାର୍ଟ ଫୋନ୍ରେ ପରିଚାଳିତ ।
  • ୨୦୦୨ ମାଇକ୍ରୋସଫ୍ଟର ପ୍ରଥମ windows CE (ପକେଟ କମ୍ପ୍ୟୁଟର) ସ୍ମାର୍ଟ ଫୋନ ପ୍ରକାଶିତ ।
  • ୨୦୦୨ BlackBerry ତାର ପ୍ରଥମ ସ୍ମାର୍ଟ ଫୋନ ବଜାରକୁ ଛାଡିଲା ।
  • ୨୦୦୫ ନୋକିଆ maemo ଅପରେଟିଂ ସିଷ୍ଟମ ଚାଲୁ କଲା (ଟାବ୍ଲେଟ N770)
  • ୨୦୦୭ Apple iphone ଚାଲୁ ।
  • ୨୦୦୮ ଓଏଚଏ ଆଣ୍ଡ୍ରଏଡ (linux karnel) ପ୍ରକାଶ କଲା । HTC dream(T-ମୋବାଇଲ G1) ପ୍ରଥମ ଆଣ୍ଡ୍ରଏଡ ଫୋନ ।
  • ୨୦୦୯ ସାମସଙ୍ଗ Bada ଅପରେଟିଂ ସିଷ୍ଟମ ଚାଲୁ କଲା (ସାମସଙ୍ଗ s8500)
  • ୨୦୧୨ ମୋଜିଲା Boot to Gecko ଚାଲୁ କଲା । Firefox ଅପରେଟିଂ ସିଷ୍ଟମ
  • ୨୦୧୩ canonical ubuntu touch ଚାଲୁ କଲା
  • ୨୦୧୩ ଗୁଗୁଲ ଆଣ୍ଡ୍ରଏଡ kitkat 4.4 ପ୍ରକାଶ କଲା ।
  • ୨୦୧୪ ମାଇକ୍ରୋସଫ୍ଟ Windows phone 8.1 ପ୍ରକାଶ କଲା ।
  • ୨୦୧୪ ଗୁଗୁଲ ଆଣ୍ଡ୍ରଏଡ 5.0 ''Lollipop'' ଚାଲୁ କଲା ।
  • ୨୦୧୫ Apple ios 9 ପ୍ରକାଶ କଲା (ସେପ୍ଟେମ୍ବର ୨୦୧୫)

ପ୍ରକାର

  1. ଆଣ୍ଡ୍ରଏଡ ଅଥବା ଆନ୍ଦ୍ରଏଡ (IPA:/ˈændrɔɪd/)ଲିନକ୍ସ ଉପରେ ଆଧାରିତ ଏକ ମୋବାଇଲ ସଫ୍ଟୱେର । ଏହାକୁ ମୂଖ୍ୟତଃ ସ୍ମାର୍ଟଫୋନ ଏବଂ ଟାବଲେଟ କମ୍ପ୍ୟୁଟର ଇତ୍ୟାଦିକୁ ସଂଚାଳନ କରିବାରେ ଉପଯୋଗ କରାଯାଇଥାଏ । ଏହାର ବିକାଶ ମୂଳରୁପରେ ୨୦୦୫ ମସିହାରେ ଗୁଗୁଲ କରିଥିଲା ଏବଂ ତା ପରେ ୨୦୦୭ରେ ଓପନ ହାଣ୍ଡସେଟ ଆଲାଏନ୍ସ ଏହାକୁ ଆଗକୁ ବଢାଇଥିଲା ।
ମୋବାଇଲ ଅପରେଟିଂ ସିଷ୍ଟମ 
Google Android OS

ଆଣ୍ଡ୍ରଏଡର ଇତିହାସ

thumb|ଆଧୁନିକ ଆଣ୍ଡ୍ରଏଡ ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆରେ ଥିବା ପାଲୋ ଅଲ୍ଟୋଠାରେ ଆଣ୍ଡ୍ରଏଡ, Inc.ର ଉତ୍ପତ୍ତି ହେଇଥିଲା । ଏହା ପ୍ରଥମେ 1.3 ସଂସ୍କରଣରେ ବାହାରିଥିଲା ଜାହାକି ଲୋକଙ୍କ ମନକୁ ପସନ୍ଦ ଆସିଥିଲା । ପରେ ଏହାର ବିଭିନ୍ନ ସଂସ୍କରଣ ବାହାରିଲା ।

  • ୨.୨ ଫ୍ରୋୟୋ
  • ୨.୩ ଜିଙ୍ଗରବ୍ରେଡ
  • ୩.୦ ହନିକମ୍ବ
  • ୩.୧ ହନିକମ୍ବ,
  • ୩.୨ହନିକମ୍ବ,
  • ୪.୦ ଆଇସ କ୍ରିମ-ସାଣ୍ଡବିଚ,
  • ୪.୧ଜେଲିବିନ୍
  • ୪.୪କିଟ୍ କାଟ୍
  • ୫.୦ଲଲିପପ୍

ବିଶେଷତ୍ୱ

  • ହ୍ୟାଣ୍ଡସଟ ଲେ-ଆଉଟ
  • କନେକଟିଭିଟି
  • ମେସେଜ
  • ଏକରୁ ଅଧିକ ଭାଷା
  • ୱେବ ବ୍ରାଉଜର
  • ଜାଭା ସ୍କ୍ରିପ୍ଟ
  • ମିଡିଆ ସପୋର୍ଟ
  • ଷ୍ଟ୍ରିମିଙ୍ଗ ମେଡ଼ିଆ ସପୋର୍ଟ
  • ମଲ୍ଟି ଟଚ
  • ବ୍ଲୁ-ଟୁଥ
  • ଭିଡିଓ କଲିଙ୍ଗ
  • ମଲ୍ଟି-ଟାସ୍କିଙ୍ଗ
  • ଟେଥରିଙ୍ଗ
  • ସ୍କ୍ରିନ କ୍ୟାପଚର
  • ଏକ୍ସଟ୍ରନାଲ ମେମୋରି ଷ୍ଟୋରେଜ

ସିଆନୋଜେନ ମୋଡ଼

ଏହି ମୋଡ଼ ଏକ ପ୍ରକାର ଆଣ୍ଡ୍ରଏଡର ଖୋଲା ସୋର୍ସ । ବର୍ତ୍ତମାନ ଅପରେଟିଂ ସିଷ୍ଟମର ଭରସନ ହେଉଛି ଆଣ୍ଡ୍ରଏଡ lollipop ।

  • ସିଆନୋଜେନ ମୋଡ଼ ୩ (ଆଣ୍ଡ୍ରଏଡ କପ କେକ)
  • ସିଆନୋଜେନ ମୋଡ଼ ୪ (ଆଣ୍ଡ୍ରଏଡ କପ କେକଡୁନଟ 1.5.x ଓ 1.6.x )
  • ସିଆନୋଜେନ ମୋଡ଼ ୫ (ଆଣ୍ଡ୍ରଏଡ ଏକଲୟର 2.0/2.1)
  • ସିଆନୋଜେନ ମୋଡ଼ ୬ (ଆଣ୍ଡ୍ରଏଡ ଫ୍ରାୟୋ 2.2.x)
  • ସିଆନୋଜେନ ମୋଡ଼ ୧୦ (ଆଣ୍ଡ୍ରଏଡ ଜେଲି ବିନ 4.1.x - 4.3.x)
  • ସିଆନୋଜେନ ମୋଡ଼ ୧୧ (ଆଣ୍ଡ୍ରଏଡ କିଟ୍ କାଟ୍ 4.4.x)
  • ସିଆନୋଜେନ ମୋଡ଼ ୧୨ (ଆଣ୍ଡ୍ରଏଡ ଲଳିପପ 5.0.x)

ଫାୟାର ଫକ୍ସ ଅପରେଟିଂ ସିଷ୍ଟମ

ଫାୟାର ଫକ୍ସ ଅପରେଟିଂ ସିଷ୍ଟମ (ମୋଜିଲାରୁ)ର ନୂତନ ସଂସ୍କରଣ

  • 1.0.x
  • 1.1.x
  • 1.2.x
  • 1.3.x
  • 1.4.x
  • 1.5.x
  • 2.0.0
  • 2.1.0
  • 2.2.0
  • 2.5.0

ସାଲିଫିସ ଅପରେଟିଂ ସିଷ୍ଟମ

ସାଲିଫିସ ଅପରେଟିଂ ସିଷ୍ଟମ (ଜୋଲିଆରୁ)

  • 1.0.0.5 - Update - (Kaajanlampi)
  • 1.0.1.1x - Update 1 (Laadunjärvi)
  • 1.0.2.5 - Update 2 (Maadajävri)
  • 1.0.3.8 - Update 3 (Naamankajärvi)
  • 1.0.4.20 - Update 4 (Ohijärvi)
  • 1.0.5.1x - Update 5 (Paarlamp)
  • 1.0.7.16 - Update 7 (Saapunki)
  • 1.0.8.19 - Update 8 (Tahkalampi)
  • 1.1.0.3x - Update 9 (Uitukka)
  • 1.1.1.2x - Update 10 (Vaarainjärvi)
  • 1.1.2.1x - Update 11 (Yliaavanlampi)
  • 1.1.4.28 - Update 13 (Äijänpäivänjärvi)
  • 1.1.6.27 - Update 15 (Aaslakkajärvi)
  • 1.1.7.24 - Update 16 (Björnträsket)

ଉବୁନ୍ତୁ ଟଚ ଅପରେଟିଂ ସିଷ୍ଟମ

ଏହା କ୍ୟାନୋନିକାଲ Ltd.ରୁ ଆସିଅଛି । ଏହା ଜିପିଏଲ ଲାଇସେନ୍ସ ବ୍ୟବହାର କରେ । ଉବୁନ୍ତୁ ଟଚ ଅପରେଟିଂ ସିଷ୍ଟମ ଆଣ୍ଡ୍ରଏଡ ଲିନକ୍ସ କରନେଲଦ୍ୱାରା ତିଆରି କିନ୍ତୁ ଏହା ଜାଭା ବ୍ୟବହାର କରେ ନାହିଁ ।

ୱିନଡୋଜ ମୋବାଇଲ

ମାଇକ୍ରୋସଫ୍ଟ ପାଇଁ ୱିନଡୋଜ ମୋବାଇଲ ଏକ ଥାମା ଅପରେଟିଂ ସିଷ୍ଟମ । ୨୦୧୦ରେ ମାତ୍ର ୫% ଲୋକମାନେ ଏହି ମୋବାଇଲ ବ୍ୟବହାର କରୁଥିଲେ ।

ବଜାର ଚାହିଦା

ମୋବାଇଲ ଅପରେଟିଂ ସିଷ୍ଟମ 
See table below for source data
ମୋବାଇଲ ଅପରେଟିଂ ସିଷ୍ଟମ 
See table below for source data

ଆଧାର

Tags:

ମୋବାଇଲ ଅପରେଟିଂ ସିଷ୍ଟମ ଇତିହାସମୋବାଇଲ ଅପରେଟିଂ ସିଷ୍ଟମ ପ୍ରକାରମୋବାଇଲ ଅପରେଟିଂ ସିଷ୍ଟମ ଆଣ୍ଡ୍ରଏଡର ଇତିହାସମୋବାଇଲ ଅପରେଟିଂ ସିଷ୍ଟମ ସିଆନୋଜେନ ମୋଡ଼ମୋବାଇଲ ଅପରେଟିଂ ସିଷ୍ଟମ ଫାୟାର ଫକ୍ସ ଅପରେଟିଂ ସିଷ୍ଟମମୋବାଇଲ ଅପରେଟିଂ ସିଷ୍ଟମ ସାଲିଫିସ ଅପରେଟିଂ ସିଷ୍ଟମମୋବାଇଲ ଅପରେଟିଂ ସିଷ୍ଟମ ଉବୁନ୍ତୁ ଟଚ ଅପରେଟିଂ ସିଷ୍ଟମମୋବାଇଲ ଅପରେଟିଂ ସିଷ୍ଟମ ୱିନଡୋଜ ମୋବାଇଲମୋବାଇଲ ଅପରେଟିଂ ସିଷ୍ଟମ ବଜାର ଚାହିଦାମୋବାଇଲ ଅପରେଟିଂ ସିଷ୍ଟମ ଆଧାରମୋବାଇଲ ଅପରେଟିଂ ସିଷ୍ଟମକମ୍ପ୍ୟୁଟର

🔥 Trending searches on Wiki ଓଡ଼ିଆ:

ରେଢ଼ାଖୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଜୟ ମିଶ୍ରପ୍ରାଣୀତେଲକୋଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମେଷ (ରାଶି)କାରୁବାକୀଆମାଜନ୍.କମ୍‌ପ୍ରଥମ ବିଶ୍ୱଯୁଦ୍ଧମେରୁ ଯାତ୍ରାଧନୁଯାତ୍ରାଓଡ଼ିଶାର ଇତିହାସମାଣବସା ଗୁରୁବାରଚା’ଭଦ୍ରକ ଜିଲ୍ଲାଓ ଅନ୍ଧଗଳିପଦାର୍ଥଭୁବନେଶ୍ୱରଗଜାନନ ବେଶସାହି ଯାତଗୋଦାବରୀଶ ମିଶ୍ର୧୬ ମଇଭକ୍ତ ଚରଣ ଦାସଇନଷ୍ଟାଗ୍ରାମବେଲୟୁନେସ୍କୋଭୂମିକମ୍ପଭୀମାଶଙ୍କର ମନ୍ଦିରଅମର ସିଂହ ଚମକିଲାଉଇକିପିଡ଼ିଆଗ୍ରୀକ ଭାଷାରାସାୟନିକ ମୌଳିକଅଇଘରାଅଚ୍ୟୁତ ସାମନ୍ତବୁଦ୍ଧ ପୂର୍ଣ୍ଣିମାପ୍ରାଚୀ ନଦୀକଥା (ପତ୍ରିକା)ପୃଥ୍ୱୀ (କ୍ଷେପଣାସ୍ତ୍ର)ଗଣେଶବ୍ୟଞ୍ଜନ ବର୍ଣ୍ଣପଶ୍ଚିମ ଓଡ଼ିଶାଫକୀର ମୋହନ ସେନାପତିଜୟୀ ରାଜଗୁରୁଶ୍ରୀ ଅରବିନ୍ଦଦୀପକ ମିଶ୍ରଜଳବୈକୁଣ୍ଠନାଥ ପଟ୍ଟନାୟକନଟବର ଶତପଥୀମହାନଦୀଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଶ୍ରୀଜଙ୍ଗଓଡ଼ଗାଁଜଗନ୍ନାଥ ମନ୍ଦିରରାସନ କାର୍ଡ଼ (ଭାରତ)ରାମାୟଣବଲାଙ୍ଗୀରମହିମା ଧର୍ମବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଫତୁରାନନ୍ଦମନମୋହନ ସାମଲଗୁଲଜାରବାଲେଶ୍ୱରଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାଦି ଟେଷ୍ଟ ଅଫ ମାଇ ଲାଇଫକାଜାଖସ୍ତାନପଞ୍ଚସଖା🡆 More