ମେମାଣ୍ଟିନ

ମେମାଣ୍ଟିନ (ଇଂରାଜୀ ଭାଷାରେ Memantine) ଏକ ଔଷଧ ଯାହା ମଧ୍ୟମରୁ ସାଂଘାତିକ ଧରଣର ଆଲଜିମର ରୋଗ ରୋଗର ଚିକିତ୍ସାରେ ଦିଆଯାଏ । ଡୋନେପେଜିଲ ଭଳି ଆସେଟାଇଲକୋଲିନ ଇନହିବିଟର (acetylcholinesterase inhibitors) ଅପେକ୍ଷା ମେମାଣ୍ଟିନ କମ୍ ପସନ୍ଦ କରାଯାଏ । କିଛି ଉପଶମ ହେବା ଲକ୍ଷ କରାଗଲେ ଏହି ଔଷଧ ଚାଲୁ ରଖାଯାଏ । ପାଟିରେ ଏହି ଔଷଧ ଦିଆଯାଏ ।

ମେମାଣ୍ଟିନ
ମେମାଣ୍ଟିନ
ମେମାଣ୍ଟିନ
Clinical data
Trade namesAxura, Ebixa, Namenda, others
AHFS/Drugs.commonograph
MedlinePlusa604006
data
Pregnancy
category
  • AU: B2
  • US: B (No risk in non-human studies)
Routes of
administration
By mouth
ATC code
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
Bioavailability~100%
MetabolismLiver (<10%)
Elimination half-life60–100 hours
ExcretionKidney
Identifiers
IUPAC name
  • 3,5-dimethyltricyclo[3.3.1.13,7]decan-1amine
    or
    3,5-dimethyladamantan-1-amine
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEMBL
Chemical and physical data
FormulaC12H21N
Molar mass179.3 g/mol
3D model (JSmol)
SMILES
  • NC12CC3(CC(C1)(CC(C2)C3)C)C
InChI
  • InChI=1S/C12H21N/c1-10-3-9-4-11(2,6-10)8-12(13,5-9)7-10/h9H,3-8,13H2,1-2H3 checkY
  • Key:BUGYDGFZZOZRHP-UHFFFAOYSA-N checkY
  (verify)

ମେମାଣ୍ଟିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, କୋଷ୍ଠକାଠିନ୍ୟ, ନିଦ୍ରାଳୁ ଭାବ ଓ ମୁଣ୍ଡ ଓଜନିଆ ଲାଗେ । ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ରକ୍ତ ଜମାଟ, ସାଇକୋସିସ ଏହା ଏନଏମଡିଏ ରିସେପ୍ଟରକୁ (NMDA receptors) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।

ସନ ୨୦୦୩ରେ ମେମାଣ୍ଟିନ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା । ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ । ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୧.୬୦ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୫.୫୦ ଆମେରିକୀୟ ଡଲାର । ସନ ୨୦୧୬ରେ ଏହାର ୪ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୧୪୭ତମ ସ୍ଥାନରେ ଥଲା ।

ଆଧାର

ଅଧିକ ପଢ଼ନ୍ତୁ

  • Lipton SA (2005). "The molecular basis of memantine action in Alzheimer's disease and other neurologic disorders: low-affinity, uncompetitive antagonism". Current Alzheimer Research. 2 (2): 155–65. doi:10.2174/1567205053585846. PMID 15974913.

ବାହ୍ୟ ଲିଙ୍କ

Tags:

en:acetylcholinesterase inhibitorsଆଲଜିମର ରୋଗଇଂରାଜୀ ଭାଷାଡୋନେପେଜିଲ

🔥 Trending searches on Wiki ଓଡ଼ିଆ:

ମଟର ସାଇକେଲତରଳ ଝାଡ଼ାଦ୍ରାଘିମାସାପଭାରତର ପ୍ରଧାନମନ୍ତ୍ରୀମାନଙ୍କର ତାଲିକାବିଜୁ ପଟ୍ଟନାୟକଜ୍ୟୋତିଷଶାସ୍ତ୍ରନୀଳମଣି ବିଦ୍ୟାରତ୍ନବିଜୟ ମହାନ୍ତିଓଡ଼ିଶାଗୋପାଳ ଚନ୍ଦ୍ର ପ୍ରହରାଜପ୍ରାଣକୃଷ୍ଣ ପରିଜାନବୀନ ପଟ୍ଟନାୟକମହେନ୍ଦ୍ର ସିଂହ ଧୋନିଯଶୋବନ୍ତ ଦାସଆଧୁନିକ କଥା ସାହିତ୍ୟ (ଉପନ୍ୟାସ)ଜଗନ୍ନାଥ ମନ୍ଦିରଭାରତୀୟ ଜନତା ପାର୍ଟିଦିବ୍ୟଶଙ୍କର ମିଶ୍ରରବି ପଟ୍ଟନାୟକ୪ ଅପ୍ରେଲସ୍ତନ୍ୟପାନପାଟୁଆ ଯାତ୍ରାରେବତୀ (କ୍ଷୁଦ୍ରଗଳ୍ପ)ମହାତ୍ମା ଗାନ୍ଧୀମଥୁରା ମଙ୍ଗଳରସଗୋଲାସୁଦର୍ଶନ ପଟ୍ଟନାୟକଉତ୍କଳ ସମ୍ମିଳନୀପ୍ରଧାନ ପୃଷ୍ଠାଦେବସ୍ନାନ ପୂର୍ଣ୍ଣିମାଗୋପାଳବଲ୍ଲଭ ଦାସବାସନ୍ତୀଖାଦ୍ୟ୧୯ ଅପ୍ରେଲଘରତମନ୍ନା ବ୍ୟାସଘୁମୁରା ନାଚମାସଆନି ବେସାନ୍ତଭୀମ ଭୋଇଚେତନ ଭଗତଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଇଣ୍ଡିଆନ ପ୍ରିମିଅର ଲିଗଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଏଲ ସାଲଭାଡୋରଭାସ୍କର ଚନ୍ଦ୍ର ମହାପାତ୍ରଶୀତଳ ଷଷ୍ଠୀ ଯାତ୍ରାସୁରେନ୍ଦ୍ର ମହାନ୍ତିପ୍ରସନ୍ନ କୁମାର ପାଟ୍ଟଶାଣୀ୨୮ ଅପ୍ରେଲପୁରାଣସମ୍ବାଦ (ଖବରକାଗଜ)ସଚ୍ଚିଦାନନ୍ଦ ରାଉତରାୟସୁଶ୍ରୁତମଧୁସୂଦନ ରାଓବାଜି ରାଉତଦିବ୍ୟସିଂହ ଦେବଓଡ଼ିଶା ବିଧାନ ସଭାହିନ୍ଦୁବ୍ୟଞ୍ଜନ ବର୍ଣ୍ଣଓଡ଼ିଶାର ଦୋଳଯାତ୍ରାଲୋକ ସଭାଇରା ମହାନ୍ତିଗୁଗଲଦୁର୍ଗାକଟକ ଜିଲ୍ଲା🡆 More